Latest Odisha News

BREAKING NEWS

Yearly Archives

2020

ଭାରତ-ବାଂଲାଦେଶ ପାଇଁ ବଢିଲା ଅଡୁଆ; ବ୍ରହ୍ମପୁତ୍ର ନଦୀରେ ବିଶାଳ ବନ୍ଧ ନିର୍ମାଣ କରିବ ଚୀନ୍

ନୂଆଦିଲ୍ଲୀ: ଜଳ ବିଦ୍ୟୁତ୍ ପ୍ରକଳ୍ପ ନାମରେ ବ୍ରହ୍ମପୁତ୍ର ନଦୀ ଉପରେ ଚୀନ୍ ଏକ ବିଶାଳ ବନ୍ଧ ନିର୍ମାଣ କରିବାକୁ ଯାଉଛି। ଚୀନ୍‌ର ସରକାରୀ ଗଣମାଧ୍ୟମ ଏହି ଡ୍ୟାମ ନିର୍ମାଣ ଦାୟିତ୍ୱ ପାଇଥିବା ଏକ ଚାଇନାର କମ୍ପାନୀର ମୁଖ୍ୟଙ୍କ ଉଦ୍ଦେଶ୍ୟରେ କହିଛି ଯେ ତିବ୍ଦତର ବ୍ରହ୍ମପୁତ୍ର ନଦୀ ଉପରେ ଚୀନ୍…

ଖୋଲିବ ଆକାଶ ପାଠକଙ୍କ ଟାଟା ମୋଟର୍ସ ଠକେଇ ରହସ୍ୟ, ତଦନ୍ତ ପାଇଁ ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚ ଟିମ୍

ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଠୁଅ ଅଭିଯୋଗରେ ଗିରଫ ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ନାଁରେ ଆସିଥିବା ଠକେଇର ଗୁମର । ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଠକେଇର ଖୋଳତାଡ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଆଜି ବ୍ରହ୍ମପୁରରେ ପହଞ୍ଚିଛି କ୍ରାଇମବ୍ରାଞ୍ଚର ଦୁଇ ଜଣିଆ…

ଭାଙ୍ଗିଗଲା ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତିଙ୍କ ଗୋଡ଼; ଜାଣନ୍ତୁ କିପରି

ୱାଶିଂଟନ: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନଙ୍କ ଗୋଡ଼ରେ ଫ୍ୟାକଚର୍। ତାଙ୍କ ଡାହାଣ ଗୋଡର ହାଡରେ ସାମାନ୍ୟ ଫାଟ ସୃଷ୍ଟି ହୋଇଛି। ତେବେ ସେ ଆଗାମୀ କିଛି ସପ୍ତାହ ପର୍ଯ୍ୟନ୍ତ  ବିନା ସହାୟତାରେ ଚାଲି ପାରିବେ ନାହିଁ ବୋଲି ଡାକ୍ତର କହିଛନ୍ତି। ସୂଚନାନୁସାରେ, ଜୋ ବିଡେନ…

ରାତ୍ରୀ ଭୋଜନ ଯୋଗୁ ଅଧାରୁ ବନ୍ଦ ହୋଇଗଲା ବିଦ୍ୟା ବାଲାନ୍‌ଙ୍କ ସୁଟିଂ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ ବର୍ତ୍ତମାନ ମଧ୍ୟପ୍ରଦେଶରେ ତାଙ୍କର ନୂଆ ଚଳଚ୍ଚିତ୍ର 'ଶେର୍‌ନୀ'ର ସୁଟିଂ କରୁଛନ୍ତି। ସେ ଗତ କିଛି ସପ୍ତାହ ଧରି ଏଠାରେ ଥିବା ଜଙ୍ଗଲରେ ଫିଲ୍ମର ଦୃଶ୍ୟ ସୁଟିଂ କରୁଥିଲେ। କିନ୍ତୁ ହଠାତ୍ ତାଙ୍କ ସୁଟିଂ ବନ୍ଦ ହୋଇଯାଇଛି। ସୁଟିଂ ବନ୍ଦ କରିବାର…

ବଙ୍ଗୋପସାଗରରେ ଅବପାତ, ନେଇପାରେ ସାଇକ୍ଲୋନିକ ଷ୍ଟର୍ମ ରୂପ

ଭୁବନେଶ୍ୱର: ଡିପ୍ରେସନ୍ ପରେ ଡିପ୍ରେସନ୍ । ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ନେଇଛି ଅବପାତର ରୂପ । ଆଗକୁ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟାରେ ଡିପ ଡିପ୍ରିସେନରେ ପରିଣର ହେବ । ଏହି ମଡେଲ୍ ପଶ୍ଟିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ । ଆସନ୍ତା…

ରାତି ୨ ଟା ରେ ଲୁଟ୍ କରୁଥିଲେ ଏଟିଏମ୍; ଧରିନେଲେ ସ୍ଥାନୀୟ ଲୋକେ

କନ୍ଧମାଳ: କନ୍ଧମାଳ ଜିଲ୍ଲା ସାରଙ୍ଗଗଡ ଥାନାର ପାବୁରିଆଠାରେ ଏଟିଏମ ଲୁଟିବାକୁ ଆସିଥିବା ଏକ ବ୍ୟକ୍ତିକୁ ଧରି ପୋଲିସର ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ। ସୂଚନାନୁସାରେ, ଜଣେ ବ୍ୟକ୍ତି ରବିବାର ରାତି ପ୍ରାୟ ୨ଟାରେ ଧରି ପାବୁରିଆ ସ୍ଥିତ ଏକ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଏଟିଏମରେ ସଟର ପକାଇ…

ଗୁରୁ ନାନକ ଦେବଙ୍କ ୫୫୧ ତମ ଜୟନ୍ତୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଗୁରୁ ନାନକ ଜୟନ୍ତୀ ଉପଲକ୍ଷେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ପଞ୍ଜାବୀ ଭାଷାରେ ଟ୍ୱିଟରରେ ଅଭିନନ୍ଦନ ବାର୍ତ୍ତା ଲେଖି ଶିଖ୍‌ ଗୁରୁ ନାନକ ଦେବଙ୍କୁ ସ୍ମରଣ କରିଛନ୍ତି। ଆଜି ଗୁରୁ ନାନକ ଦେବଙ୍କ ୫୫୧ ତମ…

ବିନିକାରେ ହାତୀ ପଲଙ୍କ ଉତ୍ପାତ କମୁନି, ୧୦ ଦିନ ହେଲାଣି ନୟାନ୍ତ କରୁଛନ୍ତି

ସୋନପୁର: ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କମୁନି ହାତୀଙ୍କ ଉପଦ୍ରବ । ୬୦ ଟିକିଆ ହାତୀ ପଲ ଉତ୍ପାତ ଚଲାଇଛନ୍ତି । ଭୟଭୀତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ଲୋକ । ଗତ ରାତିରେ ବିନିକା ଝରାପଡା ଗାଁରେ ପଶି ଘର ଭାଙ୍ଗିବା ସହ ବ୍ୟାପକ ଅଞ୍ଚଳରେ ଫସଲ ନଷ୍ଟ କରିଛନ୍ତି । ନଷ୍ଟ କରୁଛନ୍ତି ବ୍ୟାପକ…

କୋଭିଡ ଗାଇଡ଼ଲାଇନ ସହ ଆସନ୍ତାକାଲିଠାରୁ ଆରମ୍ଭ ହେବ କୋଣାର୍କ ମହୋତ୍ସବ

କୋଣାର୍କ: ଆସନ୍ତାକାଲିଠୁ ଆରମ୍ଭ ହେଉଛି ପ୍ରସିଦ୍ଧ କୋଣାର୍କ ମହୋତ୍ସବ।ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ କୋଣାର୍କ ମହୋତ୍ସବ ୨୦୨୦ ଆୟୋଜିତ ହେବ। ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଡିସେମ୍ବର ୧ରୁ୫ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଏହି ମହୋତ୍ସବ ଚାଲିବ । ଏନେଇ ଓଡିଶା ପର୍ଯ୍ୟଟନ ବିଭାଗ…

ଶୀତରେ ଥରୁଛି ସୋନପୁର, ଏସବୁ ଜିଲ୍ଲାରେ ଖସୁଛି ପାରଦ

ଭୁବନେଶ୍ୱର: ରାତିରେ ଖସୁଛି ପାରଦ । ବଢୁଛି ଥଣ୍ଡା । ରାଜ୍ୟରେ ଧୀରେ ଧୀରେ ଶୀତ ବଢୁଛି । ୧୫ଡିଗ୍ରୀ ତଳେ ରହିଛି ଓଡ଼ିଶାରେ ୧୧ଟି ସହରର ତାପମାତ୍ରା । ୯ ଡିଗ୍ରୀ ସହ ସୋନପୁର ସବୁଠୁ ଥଣ୍ଡା ସହର ହୋଇଛି । ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ୯.୫ ଡିଗ୍ରୀ ସେଲସିୟସ ତାପମାତ୍ରା…