Latest Odisha News

BREAKING NEWS

Yearly Archives

2020

କରୋନା ଭୟ: ଆସନ୍ତାକାଲି ଠାରୁ ମାର୍ଚ୍ଚ ୩୧ ଯାଏଁ ବନ୍ଦ ରହିବ ନନ୍ଦନକାନନ

ଭୁବନେଶ୍ୱର: ସମସ୍ତଙ୍କୁ ଘାରିଛି କରୋନାର କୋକୁଆ ଭୟ । ଏହି କ୍ରମରେ ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ଆଗୁଆ ସଚେତନାତା ମୂଳକ ପଦକ୍ଷେପ ନେଇଛନ୍ତି । ମାର୍ଚ୍ଚ ୩୧ ଯାଏଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବୋଟାନିକାଲ ଗାର୍ଡେନ୍‌କୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଛି । ଆସନ୍ତାକାଲି ଠାରୁ…

ସୁସ୍ଥ ହୋଇ ଘରକୁ ଫେରିଲେ ୧୦ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନାର କୋକୁଆ ଭୟ ଭିତରୁ ଆସିଲା ଆଶ୍ୱସ୍ଥି ଖବର । ସୁସ୍ଥ ହୋଇ ଘରକୁ ଫେରିଲେ ୧୦ କରୋନା ଆକ୍ରାନ୍ତ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ଦେଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ ଭାରତରେ ଏ ଯାଏଁ ୮୩ ଜଣ କରୋନା ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି…

କରୋନାଭାଇରସ ଆତଙ୍କ; ଆଇନଜୀବୀଙ୍କ ଲାଗି ଗାଇଡଲାଇନ ଜାରି କଲେ ଓଡିଶା ହାଇକୋର୍ଟ

କଟକ: କରୋନାଭାଇରସ ମହାମାରୀ ରୂପ ନେଉଥିବା ବେଳେ ସୁପ୍ରିମକୋର୍ଟଙ୍କ ପରେ ଓଡିଶା ହାଇକୋର୍ଟ ଆଇନଜୀବୀଙ୍କ ଲାଗି ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଉକ୍ତ ନିର୍ଦ୍ଦେଶାବଳୀ ଅନୁଯାୟୀ: କୋର୍ଟ କୋଠରୀ ଭିତରେ ଭିଡକୁ ଏଡ଼ାଇବା ପାଇଁ ଏହା ମଧ୍ୟକୁ କେବଳ ଓକିଲମାନେ ମକଦ୍ଦମାକାରୀଙ୍କ ସହିତ…

କରୋନାଭାଇରସ: ସୋସିଆଲ୍ ମିଡିଆରେ ଗୁଜବ ପ୍ରଚାର କରି ଜଣେ ଗିରଫ

ରାୟଗଡା: ରାୟଗଡାରେ କରୋନାଭାଇରସ୍ (କୋଭିଡ-୧୯) ବିସ୍ତାର ସମ୍ପର୍କରେ ଫେସବୁକରେ ମିଥ୍ୟା ଖବର ପ୍ରସାରଣ ଅଭିଯୋଗରେ ଜଣେ ୩୨ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସମ୍ପୃକ୍ତ ବ୍ୟକ୍ତି ଜଣକ ଅମ୍ବାଡୋଲା ନିବାସୀ ସତ୍ୟନାରାୟଣ ସାମଲ ଓରଫ ଦିପୁ (୩୨) ଜଣାପଡିଛି। “କେରଳରୁ କୋଭିଡ…

କରୋନାଭାଇରସ ଆତଙ୍କ; ମାର୍ଚ୍ଚ ୩୧ ଯାଏଁ ବନ୍ଦ ରହିବ ଏହି ୨ ପ୍ଲାନେଟୋରିୟମ୍‌, ଜାଣନ୍ତୁ

ଭୁବନେଶ୍ୱର: କରୋନାଭାଇରସ୍ ଦିନକୁ ଦିନ ମାରାତ୍ମକ ରୂପ ନେଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଦୁଇଟି ପ୍ଲାନେଟୋରିୟମ୍ ଏବଂ ସଂଗ୍ରହାଳୟ ବନ୍ଦ କରିବାକୁ ଓଡିଶା ସରକାର ନିର୍ଦ୍ଦେଶ ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଶନିବାର ଦିନ ପଠାଣୀ ସାମନ୍ତ ପ୍ଲାନେଟୋରିୟମର…

ଢେଙ୍କାନାଳରେ କନଷ୍ଟେବଳଙ୍କୁ ଗୁଳିମାଡ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ସଦର ଥାନା ଅନ୍ତର୍ଗତ ଚାଉଳିଆ ଗ୍ରାମରେ ଶୁକ୍ରବାର ରାତିରେ ଇଣ୍ଡିଆ ରିଜର୍ଭ ବାଟାଲିୟନ (ଆଇଆରବି)ର ଜଣେ କନଷ୍ଟେବଳଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ରାତିରେ ଗାଁରେ ମେଲଣ ଯାତ୍ରା ଚାଲିଥିବା ବେଳେ କୌଣସି କାରଣବଶତଃ…

କରୋନାଭାଇରସ ଭୟ: ଅନ୍ତର୍ଜାତୀୟ ବିମାନ ଉଡାଣକୁ ବାତିଲ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: କରୋନାଭାଇରସ ଦିନକୁ ଦିନ ମାରାତ୍ମକ ହୋଉଥିବା ବେଳେ ଆସନ୍ତା ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଏୟାର ଇଣ୍ଡିଆ ପକ୍ଷରୁ ଅନେକ ପ୍ରମୁଖ ଅନ୍ତର୍ଜାତୀୟ ବିମାନ ଉଡାଣକୁ ବାତିଲ କରିବାକୁ ନିଷ୍ପତ୍ତି ହୋଇଛି। ଜାତୀୟ ପରିବହନକାରୀ ବିମାନ ଉଡ଼ାଣ କାର୍ଯ୍ୟକୁ ଫ୍ରାଙ୍କଫୋର୍ଟ୍, ପ୍ୟାରିସ୍,…

କରୋନା ସଂକ୍ରମଣ ବିପଦ: ଘୁଞ୍ଚିଲା ଓଡିଶା ପର୍ବ

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣ ଜନିତ ବିପଦକୁ ଦୃଷ୍ଟିରେ ରଖି ଏପ୍ରିଲ ପ୍ରଥମ ସପ୍ତାହରେ ରାଜଧାନୀ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଓଡିଶା ପର୍ବ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିଛି । ଏନେଇ ଆୟୋଜକ ଓଡିଆ ସମାଜ ପକ୍ଷରୁ ସୂଚନା ଦିଆଯାଇଛି । ଏପ୍ରିଲ ୩ରୁ ୫ ତାରିଖ ଯାଏଁ…

କରୋନା ସଂକ୍ରମଣ ଲାଗି ୧୦ମ ଓଡିଆ ଫିଲ୍ମ ଫେୟାର ଆୱାର୍ଡ ସ୍ଥଗିତ

ଭୁବନେଶ୍ୱର: ମାରାତ୍ମକ କରୋନା ଭାଇରସ୍ ସଂକ୍ରମଣତାକୁ ଦୃଷ୍ଟିରେ ରଖି ଜନଗହଳିପୂର୍ଣ୍ଣ କାର୍ଯ୍ୟକ୍ରମ ବାତିଲ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । ଏହି କ୍ରମରେ ଆସନ୍ତା ୧୫ ତାରିଖରେ ଭୁବନେଶ୍ୱର ଜନତା ମଇଦାନରେ ହେବାକୁ ଥିବା ୧୦ମ ଓଡିଆ ଫିଲ୍ମ ଫେୟାର ଆୱାର୍ଡକୁ…

ଭାରତରେ କରୋନା ଭାଇରସ ନେଲା ଦ୍ଵିତୀୟ ଜୀବନ

ନୂଆଦିଲ୍ଲୀ: ମହାମାରୀ ଘୋଷିତ ହୋଇଥିବା ନଭେଲ କରୋନା ଭାଇରସ ସଂକ୍ରମିତ ଦିଲ୍ଲୀର ଜଣେ ୬୮ ବର୍ଷୀୟା ମହିଳା ଶୁକ୍ରବାର ରାତିରେ ମୃତ୍ୟୁବରଣ କରିଥିବା ବେଳେ ଭାରତରେ କରୋନା ଭୁତାଣୁ ସଂକ୍ରମିତ ମୃତ୍ୟୁ ସଂଖ୍ୟା ଦୁଇ ରେ ପହଞ୍ଚିଛି । ଏହି ମହିଳା ଜଣଙ୍କୁ ବିଦେଶଯାତ୍ରାରୁ ଫେରିଥିବା ତାଙ୍କ ପୁଅ…