Latest Odisha News

BREAKING NEWS

Yearly Archives

2020

ମାସ୍କ ଓ ସାନିଟାଇଜରର ଦାମ୍ ବଢ଼ାଇଲେ ୭ ବର୍ଷ ଜେଲ୍‌

ନୂଆଦିଲ୍ଲୀ: ସାରା ବିଶ୍ୱକୁ କଲବଲ କଲାଣି କରୋନା । ହଜାର ହଜାର ଲୋକଙ୍କ ମୁଣ୍ଡ ନେଇଥିବା ଏହି ମାରାତ୍ମକ ଭୂତାଣୁ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଏହାକୁ ରୋକିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ନିରନ୍ତର ପଦକ୍ଷେପ ନିଆଯାଉଛି । କରୋନା ପାଇଁ ଭାରତରେ ଫେସ ମାସ୍କ ଓ ହ୍ୟାଣ୍ଡ…

କରୋନା ଆତଙ୍କ: ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ ଛାଡ଼ିବାକୁ ‘ରାଉରକେଲା ଏନଆଇଟି’ର ନିର୍ଦ୍ଦେଶ

ରାଉରକେଲା: କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଉରକେଲାସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଏନଆଇଟି) ପକ୍ଷରୁ ଶନିବାର ଦିନ ଅନୁଷ୍ଠାନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ଏକ ବିଜ୍ଞପ୍ତି ମାଧ୍ୟମରେ ପଡ଼ୋଶୀ ରାଜ୍ୟର ତଥା ବିଦେଶାଗତ…

କରୋନାକୁ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କଲେ ଟ୍ରମ୍ପ

ୱାଶିଂଟନ: ଆମେରିକାକୁ ଘାରିିଛି କରୋନା ଭୟ । ଏହି ମରାତ୍ମକ ଭୂତାଣୁକୁ ଆମେରିକାରେ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏଥିସହ ଏହି ମହାମାରୀର ମୁକାବିଲା ପାଇଁ ରାଜ୍ୟଗୁଡିକୁ ୫୦ ମିଲିଅନ ଡଲାର ଦିଆଯିବ ବୋଳି ସେ ଘୋଷଣା କରିଛନ୍ତି । ବିଶ୍ୱବ୍ୟାପୀ…

ବିଧାନସଭା ଆଗୁଆ ବନ୍ଦ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି

ଭୁବନେଶ୍ୱର: ଆଗୁଆ ବିଧାନସଭା ବନ୍ଦ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । କରୋନା ଆଳରେ ଗୃହ ବନ୍ଦ କରିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ମୁଖ୍ୟମନ୍ତ୍ରୀ ଯେଉଁଭଳି ବିଧାନସଭା ବଜେଟ ଅଧିବେଶନକୁ ବନ୍ଦ କଲେ, ତା ପଛରେ ୟେସ୍…

ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସାଇଜ ଡ୍ୟୁଟି ବଢାଇଲେ ସରକାର

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୩ ଟଙ୍କା ବୃଦ୍ଧି କରିଛନ୍ତି ସରକାର । ଯାହାଫଳରେ ତୈଳ ଦର ବଢିବା ସହ ପ୍ରାୟ ୩୯,୦୦୦ କୋଟି ଟଙ୍କା ଅତିରିକ୍ତ ରାଜସ୍ୱ ସରକାର ପାଇବେ । ପେଟ୍ରୋଲ ଏବଂ ଡିଜେଲର ଖୁଚୁରା ମୂଲ୍ୟରେ ପରିବର୍ତ୍ତନ ହେବ ନାହିଁ କାରଣ ଏହା…

କରୋନା ମୁକାବିଲା: ବିଏମ୍‌ସି ଓ ବିଡିଏ ପକ୍ଷରୁ ୩ଟି ଟିମ୍ ଗଠନ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଗଠନ ହେଲା ତିନୋଟି ଟିମ୍ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରିବା ପାଇଁ ବିଏମ୍‌ସି ଓ ବିଡିଓ ପକ୍ଷରୁ ୩ଟି ଟିମ୍ ଗଠନ କରାଯାଇଛି । ଏହି ଟିମ୍ ମାସ୍କ, ସାନିଟାଇଜର କଳାବଜାରୀକୁ ତଦରାଖ କରିବେ । ସକାଳୁ ୨ ଘଂଟା ବୁଲି ସଫେଇ କାର୍ଯ୍ୟର ତଦାରଖ କରିବା…

ରାଜ୍ୟରେ ବଢୁଛି ତାପମାତ୍ରା

ଭୁବନେଶ୍ୱର: ଓଡିଶାର କେତେକ ଜିଲ୍ଲାରେ ସାମାନ୍ୟ ବର୍ଷା ହୋଇଥିବା ବେଳେ ଆଉ କେତେକ ସ୍ଥାନରେ ଗତ ୨୪ ଘଣ୍ଟା ମଧ୍ୟରେ ଦିନର ତାପମାତ୍ରା ତୀବ୍ର ବୃଦ୍ଧି ପାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଶନିବାର ଦିନ କୁହାଯାଇଛି ଯେ ସମୁଦ୍ରରୁ ଭୂପୃଷ୍ଠ ଆଡକୁ ପ୍ରବାହିତ ପବନ ଧିର ହେଉଛି…

କରୋନାଭାଇରସ ଭୟ: ଟ୍ରେନରୁ କମ୍ବଳ ହଟାଇଲା ପୂର୍ବତଟ ରେଳବାଇ

ଭୁବନେଶ୍ୱର: କରୋନାଭାଇରସ୍ ମହାମାରୀର ରୂପ ନେଉଥିବା ବେଳେ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ (ଇସିଓଆର) ସମସ୍ତ ଶୀତତାପ ନିୟନ୍ତ୍ରିତ କୋଚରେ କମ୍ବଳ ହଟାଇବାକୁ ନିଷ୍ପତ୍ତି ନେଇଛି। ଏହାବ୍ୟତିତ ଟ୍ରେନରେ ଥିବା ଶୌଚାଳୟ ଗୁଡିକୁ ପ୍ରମୁଖ ଷ୍ଟେସନରେ ଲଗାତାର ଭାବେ…

ପୁଣି ଟ୍ରାକ୍‌କୁ ଫେରିବ ୟେସ୍ ବ୍ୟାଙ୍କ, ୩ ଦିନ ଭିତରେ ଉଠିବ କଟକଣା

ନୂଆଦିଲ୍ଲୀ: ପୁଣି ଟ୍ରାକ୍‌କୁ ଫେରିବ ଦେବାଳିଆ ହୋଇଥିବା ୟେସ୍ ବ୍ୟାଙ୍କ । ୩ ଦିନ ଭିତରେ ଉଠିବ କଟକଣା । ଏନେଇ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି ଚଳାଇଛନ୍ତି । ୟେସ୍ ବ୍ୟାଙ୍କର ପୁନରୁଦ୍ଧାର ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ପ୍ରକାଶ ପାଇବାର ୩ ଦିନ ଭିତରେ ଜମାକାରୀଙ୍କ…

କରୋନାଭାଇରସ ଆତଙ୍କ; ପାନ ଖାଇଲେ ଏହିସବୁ ଅଫିସରଙ୍କୁ ଦେବାକୁ ପଡିବ ୫୦୦ ଟଙ୍କା

ଭୁବନେଶ୍ୱର: ଅଫିସ୍ ପରିସରରେ ପାନ କିମ୍ବା ଗୁଟଖା ନଚୋବାଇବାକୁ ଅଧିକାରୀ ଏବଂ ପରିଦର୍ଶକଙ୍କ ସମେତ ସମସ୍ତଙ୍କୁ ନିବେଦନ କରିଛନ୍ତି ସ୍ଥାନୀୟ ପ୍ରଶାସନ । ପ୍ରାପ୍ତ ସୂଚନାନୁଯାୟୀ, ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି), ଭୁବନେଶ୍ୱର ବିକାଶ ପ୍ରାଧିକରଣ (ବିଡିଏ) ଏବଂ…