Latest Odisha News

BREAKING NEWS

Yearly Archives

2020

ୱାଜିଦଙ୍କ ମୃତ୍ୟୁ ପରେ ପରିବାର ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରିଥିବା ଅଭିଯୋଗ ଆଣିଛନ୍ତି ପତ୍ନୀ କମଲରୁଖ

ମୁମ୍ବାଇ: ଦୀର୍ଘ ଦିନର ଅସୁସ୍ଥତା ପରେ ବଲିଉଡ୍‌ର ପ୍ରସିଦ୍ଧ ନିର୍ଦ୍ଦେଶକ ୱାଜିଦ୍ ଖାନଙ୍କ ମୃତ୍ୟୁ ୧ ଜୁନ୍ ୨୦୨୦ ରେ ହୋଇଥିଲା। ଏହା ପରେ ସାଜିଦ-ୱାଜିଦଙ୍କ ପ୍ରସିଦ୍ଧ ଯୋଡି ସବୁଦିନ ପାଇଁ ବିଚ୍ଛିନ୍ନ ହୋଇଯାଇଥିଲା। କିନ୍ତୁ ୱାଜିଦଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ କମଲରୁଖଙ୍କ ଜୀବନ…

ବିଜେଡିରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବହିଷ୍କୃତ

ଭୁବନେଶ୍ୱର: ବିଜେଡିରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବହିଷ୍କୃତ । ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି । ଜନ ବିରୋଧୀ କାର୍ଯ୍ୟକଳାପ ଯୋଗୁ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଦଳ କାର୍ଯ୍ୟାନୁଷ୍ଠାନ ନେଇଛି । ତତ୍କାଳ ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ…

ଅଭିନେତ୍ରୀ ଦିବ୍ୟା ଭଟନାଗର କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଅଭିନେତ୍ରୀ ଦିବ୍ୟା ଭଟନାଗର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଅଭିନେତ୍ରୀଙ୍କ ମା ଏବଂ ଭାଇ ସେମାନଙ୍କର ଖରାପ ସ୍ୱାସ୍ଥ୍ୟ ବିଷୟରେ ଜାଣିବା ପରେ ଦିଲ୍ଲୀରୁ ମୁମ୍ବାଇରେ ପହଞ୍ଚିଛନ୍ତି। ଦିବ୍ୟାଙ୍କ ମା ଅଭିନେତ୍ରୀଙ୍କ ଅବସ୍ଥା ବିଷୟରେ ଯେ ଦିବ୍ୟାଙ୍କ ଅବସ୍ଥା ଗୁରୁତର ଅଛି…

କିପରି ଆରମ୍ଭ ହେଲା ବିଶାଲ-ଶେଖରଙ୍କ ସଂଗୀତ ଯାତ୍ରା, କାହିଁକି ତାଙ୍କୁ ସଫଳ ଯୋଡି ଭାବେ ବିବେଚନା କରାଯାଏ

ମୁମ୍ବାଇ: ଗାୟକ ଶେଖର ରବିଜାନି ବଲିଉଡର ଜଣେ ଚର୍ଚ୍ଚିତ ସଙ୍ଗୀତ ନିର୍ଦ୍ଦେଶକ। ଆଜି ହେଉଛି ତାଙ୍କ ୪୨ ତମ ଜନ୍ମଦିନ।  କିନ୍ତୁ ଶେଖରଙ୍କୁ କେତେବେଳେ ବି ଏକୁଟିଆ ଦେଖିବାକୁ ମଳି ନଥାଏ। କାରଣ ତାଙ୍କ ସାଙ୍ଗେ ସବୁବେଳେ ଥାନ୍ତି ତାଙ୍କ ପାଟର୍ନର୍‌ ବିଶାଲ୍‌ ଦଦ୍‌ଲାନି। ବିଶାଲ-ଶେଖରଙ୍କ ଯୋଡି…

ଡକାୟତ ଗ୍ୟାଙ୍ଗ-ଗ୍ରାମବାସୀ ହାତାହାତି, ଆକ୍ରମଣରେ ୪ ଜଣ ଆହତ

ବାଲେଶ୍ୱର: ଡକାୟତଙ୍କ ସହ ଗାଁ ଲୋକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ । ଆକ୍ରମଣ ଓ ପ୍ରତିଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ହରିଡାପଡା ଅଞ୍ଚଳରେ ଗତକାଲି ରାତିରେ ଘଟିଛି ଏହି ଘଟଣା । ଗାଁର ସୁଦାମ ଚରଣ ବାଉଲି ରାତିରେ ଘରକୁ ଫେରିବା ରାସ୍ତାରେ ପିତାକାଳିଆ ଛକ…

ସୋନପୁର ସବୁଠୁ ଥଣ୍ଡା ସହର, ୧୦ଟି ସହରରେ ୧୫ ଡିଗ୍ରୀରୁ କମ୍ ତାପମାତ୍ରା

ଭୁବନେଶ୍ୱର: କମୁଛି ପାରଦ, ବଢୁଛି ଥଣ୍ଡା । ଫୁଣି ଥରେ ଫେରିଲା ଶୀତ । ପାଖାପାଖି ଅଧା ଜିଲ୍ଲାରେ ତାପମାତ୍ରା ଖସିବାରେ ଲାଗିଛି । ୧୨ଟି ସହରରେ ପାରଦ ୧୫ ଡିଗ୍ରୀ କିମ୍ୱା ତାଠାରୁ କମ୍ ରେକର୍ଡ କରାଯାଇଛି । ସବୁଠୁ ଥଣ୍ଡା ସହର ପାଲଟିଛି ସୋନପୁର । ସେଠାରେ ୯.୪ ଡିଗ୍ରୀ ସେଲସିୟସ ତାପମାତ୍ରା…

ଦେଶରେ କରୋନା ସଂକ୍ରମିତ ହେଲେଣି ପାଖାପାଖି ୯୪ ଲକ୍ଷ ଲୋକ

ନୂଆଦିଲ୍ଲୀ: ଦେଶରେ ୯୪ ଲକ୍ଷ ପାଖାପାଖି କରୋନାରେ ସଂକ୍ରମିତଙ୍କ ହେଲେଣି । ପଜିଟିଭ୍ କେସ୍ ବଢୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪୧ହଜାର ୮୧୦ ନୂଆ ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯୩ଲକ୍ଷ ୯୨ହଜାର ୯୨୦କୁ ବୃଦ୍ଧି ପାଇଛି । କରୋନାରେ ଦେଶରେ ମୃତ୍ୟୁବରଣ କଲେଣି…

ପୁଣି ଚର୍ଚ୍ଚାରେ ସୋନୁ; ୧୨ ବର୍ଷର ଯନ୍ତ୍ରଣାକୁ ମାତ୍ର ୧୧ ଘଣ୍ଟାରେ ହ୍ରାସ‌ କଲେ ସୋନୁ

ନୂଆଦିଲ୍ଲୀ: ଅଭିନେତା ସୋନୁଙ୍କ ଅନ୍ୟକୁ ସାହାଯ୍ୟ କରିବା କଥା ନୂଆ ନୁହେଁ। କରୋନା କାଳରେ ଅଭିନେତା ଏପରି କାର୍ଯ୍ୟ କରିଛନ୍ତି ଯେ ସେ ସମସ୍ତଙ୍କ ଦୃଷ୍ଟିରେ ସେ ମହାନ ହୋଇପାରିଛନ୍ତି। ଅଭିନେତା ନିଜ କାମ ବଳରେ ଅନେକ ଲୋକଙ୍କ ହୃଦୟ ଜିତିଛନ୍ତି। ବର୍ତ୍ତମାନ ସୋନୁ ସୁଦ ଅନ୍ୟ ଜଣେ…

ବାବା ଧବଳେଶ୍ୱରଙ୍କୁ ରାତି ୩ଟାରେ ଲାଗି ହେଲା ଗଜଭୋଗ

ଆଠଗଡ଼(କଟକ): କଟକ ଜିଲ୍ଲା ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ପାଳିତ ହୋଇଛି ବଡ଼ଓଷା । ଏହି ଅବସରରେ ଗତକାଲି ରାତି ୩ଟାରେ ଗଜଭୋଗ ଲାଗି ହୋଇଥିଲା । ରାତି ଗୋଟାଏରେ ପହଡ଼ ଖୋଲାଯାଇ ମଙ୍ଗଳ ଆଳତି, ବାଳଭୋଗ ସହ ଅନ୍ୟାନ୍ୟ ନୀତିକାନ୍ତି ହୋଇଥିଲା । ଏହାପରେ ରାତି ୩ଟାରେ ବାବା…

କାର୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା; ଅତିରିକ୍ତ ଏସ୍‌ପିଙ୍କ ପରିବାରର ୪ ସଦସ୍ୟ ଆହତ

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ପିତାମ୍ବପୁର ନିକଟରେ ଏକ କାର୍‌ ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ୪ ଜଣ କୋରାପୁଟ ଅତିରିକ୍ତ ଏସ୍‌ପି ଉତ୍କଳ ରଞ୍ଜନ ଦାଶଙ୍କ ପରିବାରର ସଦସ୍ୟ ବୋଲି ଜଣାପଡିଛି । ସୂଚନାନୁସାରେ, ଶନିବାର ଦିନ…