Latest Odisha News

BREAKING NEWS

Yearly Archives

2020

ସିଡନୀ ଦ୍ୱିତୀୟ ଦିନିକିଆ: ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ

ସିଡନୀ: ଭରାତ-ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଖେଳାଯାଉଛି ଦ୍ୱିତୀୟ ଦିନିକିଆ । ସିଡନୀରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ଘରୋଇ ଦଳ । ଆଜିର ମ୍ୟାଚ୍ ଟିମ୍ ଇଣ୍ଡିଆ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ପ୍ରଥମ ମ୍ୟାଚରେ ପରାଜୟ ପରେ ଆଜି ବିଜୟ ସହ ସିରିଜକୁ ଫେରିବା ପାଇଁ ଲକ୍ଷ୍ୟ ନେଇ ପଡ଼ିଆକୁ…

ଛତିଶଗଡ଼ରେ IED ବିସ୍ଫୋରଣ: ଜଣେ ଯବାନ ସହିଦ, ୧୦ ଗୁରୁତର

ରାୟପୁର: ମାଲକାନଗିରି ସୀମାନ୍ତ ଛତିଶଗଡର ସୁକୁମା ଜିଲ୍ଲାରେ ପୁଣି ମାତିଲେ ମାଓବାଦୀ । ଆଇଡି ବିସ୍ଫୋରଣ କରିଛନ୍ତି । ଏଥିରେ ସିଆରପିଏଫ୍ କୋବ୍ରା ବାହିନୀର ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସହିଦ ହୋଇଛନ୍ତି ଆହତ ହୋଇଛନ୍ତି ଆଉ ୧୦ ଯବାନ । ସହିଦ ଯବାନ ହେଉଛନ୍ତି ନୀତିନ ଭାଲେରାଓ । ସେ…

ସମ୍ପତ୍ତି ଆଗରେ ଫିକା ପଡିଲା ସମ୍ପର୍କ; ଭାଇ, ପୁତୁରାକୁ ହତ୍ୟା କଲା ଭାଇ

ଉଦଳା: ସମ୍ପତ୍ତି ଆଗରେ ଫିକା ପଡିଛି ସଂପର୍କ। ମୟୁରଭଞ୍ଜ କପ୍ତିପଦା ଛାଞ୍ଚୁଣିଆ ଗାଁରେ ଜମିବାଡି ବିବାଦକୁ କେନ୍ଦ୍ରକରି ଘଟିଛି ଡବଲ ମର୍ଡର । ଗାଁର ସୁଶୀଲ କୁମାର ହେମ୍ବ୍ରମ୍, ସାବତ ଭାଇ ଘନଶ୍ୟାମ ହେମ୍ବ୍ରମ୍ ଏବଂ ପୁତୁରା କୁଆଁର ହେମ୍ବ୍ରମଙ୍କୁ ହତ୍ୟା କରିଥିବା ଅଭିଯୋଗ ।…

ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କ ଲକ୍ଷ୍ମୀନୃସିଂହ ବେଶ

ଭୁବନେଶ୍ୱର: ପଞ୍ଚୁକ ପାଞ୍ଚ ଦିନ ଶ୍ରୀଜୀଉଙ୍କର ସ୍ୱତନ୍ତ୍ର ବେଶ ହେବା ସହ ସ୍ୱତନ୍ତ୍ର ନୀତି ହୋଇଥାଏ। ତେବେ ଏହି ଦୁର୍ଲଭ ବେଶ ଦେଖିବାକୁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଲାଗି ରହିଛି। ତେବେ ଭିଡ଼କୁ ନିୟନ୍ତ୍ରଣ କରିବାକୁ ଶ୍ରୀମନ୍ଦିର ଚାରିପଟେ ପୋଲିସ୍‌ ଫୋର୍ସ ମୁତୟନ ରହିଛନ୍ତି। ଆସନ୍ତାକାଲି…

ଜେଏସପିଏଲ ଫାଉଣ୍ଡେସନ-ପ୍ରୋତ୍ସାହିତ ଉଷୁ ଖେଳାଳୀ ସାଇ ରେ କୋଚିଂ ପାଇଁ ମନୋନୀତ

ବଡବିଲ: ଜେଏସପିଏଲ ଫାଉଣ୍ଡେସନ ଦ୍ଵାରା ପ୍ରୋତ୍ସାହିତ ହୋଇଥିବା ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାର ବଡ଼ବିଲ ଅଂଚଳର ତିନି ଜଣ ଯୁବ ଉଷୁ ଖେଳାଳି ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ (ସାଇ) ଦ୍ୱାରା ପରିଚାଳିତ କେନ୍ଦ୍ର ରେ ପ୍ରଶିକ୍ଷଣ ନେବା ପାଇଁ ମନୋନୀତ ହୋଇଛନ୍ତି I ଶ୍ରୀ କ୍ରିଷ୍ଣା…

ଛତିଶଗଡ଼ରୁ ଉଦ୍ଧାର ହେଲା ବଲାଙ୍ଗୀରରୁ ଅପହୃତ ନାବାଳିକା

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଜଣେ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ଏହି ନାବାଳିକାକୁ ଛତିଶଗଡର ରାୟପୁରରୁ ଉଦ୍ଧାର କରାଯାଇଛି। ପୋଲିସର ତଥ୍ୟ ଅନୁଯାୟୀ, ତିନି ଅଭିଯୁକ୍ତଙ୍କ ମଧ୍ୟରୁ ମୁଖ୍ୟ, ତୁରେକେଲା ଅଞ୍ଚଳର ଜୟକ୍ରୀଷ୍ଣା ଲୁହା ଏହି ଝିଅକୁ…

ଭାରତରେ ଗଣତନ୍ତ୍ର ସୁଦୃଢ଼ ହେବା ନିମନ୍ତେ ନ୍ୟାୟପାଳିକାକୁ ଶ୍ରେୟ ଦିଆଯିବା ଉଚିତ୍ : ଜଷ୍ଟିସ୍ ନାଇଡୁ

ଭୁବନେଶ୍ୱର: ଭାରତର ପଡୋଶୀ ଦେଶଗୁଡ଼ିକରେ ଗଣତନ୍ତ୍ର ବ୍ୟବସ୍ଥା ଉଧେଇ ନ ପାରିବା ସ୍ଥଳେ ଭାରତରେ ଏହା ବେଶ ସୁଦୃଢ଼ ହୋଇପାରିଛି । ଏଥି ନିମନ୍ତେ ଦେଶର ନ୍ୟାୟପାଳିକାଙ୍କୁ ଶ୍ରେୟ ଦିଆଯିବା ଉଚିତ୍ ବୋଲି ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ନ୍ୟାୟମୂର୍ତୀ ଏ.ଏସ୍‌. ନାଇଡୁ କହିଛନ୍ତି ।…

ଫିଟ ରହିବାକୁ ଚାହୁଁଥିଲେ ସକାଳୁ ଖାଆନ୍ତୁ ଏହି ଖାଦ୍ୟ

ଭୁବନେଶ୍ୱର: ନିରୋଗ ଶରୀର ପାଇଁ ସକାଳ ଖାଦ୍ୟ ପ୍ରୋଟିନଯୁକ୍ତ ହେବା ଜରୁରୀ।ଆପଣଙ୍କୁ ସ୍ୱାସ୍ଥ୍ୟବାନ ଓ ଫୁର୍ତ୍ତି ରଖିବା ପାଇଁ କିମ୍ବା ଦିନସାରା ଥକ୍କା ଓ ଅଳସରୁ ମୁକ୍ତି ରହିବା ପାଇଁ ବ୍ରେକଫାଷ୍ଟରେ ପ୍ରୋଟିନଯୁକ୍ତ ଖାଇବା ଉଚିତ। ପୁଷ୍ଟିକର ଖାଦ୍ୟ ଆପଣଙ୍କ ଅଭିବୃଦ୍ଧିରେ ସାହାଯ୍ୟ କରିଥାଏ।…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା୨୯-୧୧-୨୦୨୦ ରବିବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ନଭେମ୍ବର ତା ୨୯ ରିଖ ରବିବାର ବିଛା ୧୪ ଦିନ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥି କୃତ୍ତିକା ନକ୍ଷତ୍ର ମେଷ ଚନ୍ଦ୍ର ଦିନ୧୦ଟା ୪ମିନିଟ୍ ପର୍ଯ୍ୟନ୍ତ ତାପରେ ବୃଷ ଚନ୍ଦ୍ର ଭୋଗ ହେବ ଘାତ ବାର-:…

କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଜଗତସିଂହପୁରର ୧୫ ଟି ମନ୍ଦିରରେ ଲାଗୁ ହେଲା ୧୪୪ ଧାରା

ଜଗତସିଂପୁର: କୋଭିଡ୧୯ ମହାମାରୀକୁ ଦୃଷ୍ଟିରେ ରଖି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଜନସମାଗମ କୁ ଏଡ଼ାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ୧୫ ଟି ମନ୍ଦିରରେ ୧୪୪ ଧାରା ଜାରି କରାଯାଇଛି। ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଦେଇଥିବା ସୂଚନା ଅନୁଯାୟୀ, ଜିଲ୍ଲାରେ ୩୦ ନଭେମ୍ବର…