Latest Odisha News

BREAKING NEWS

Yearly Archives

2020

ରାତି ପାହିଲେ ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶ: ପୁରୀରେ ଲାଗୁ ହେଲା ୧୪୪ ଧାରା

ପୁରୀ: ରାତି ପାହିଲେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ହେବ ଅଲୌକିକ ନାଗାର୍ଜୁନ ବେଶ । ଦୀର୍ଘ ୨୬ ବର୍ଷ ପରେ ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହେଉଛି । ଶୁକ୍ରବାର ଭୋର୍ ୪ ଟା ରୁ ସକାଳ ୭ଟା ଯାଏ ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ଯୋଦ୍ଧା ବେଶ କରାଯିବ । ହେଲେ କରୋନା କଟକଣା…

ଶ୍ରୀନଗର ବଜାରରେ ଆତଙ୍କବାଦୀ ହମ୍‌ଲା, ୨ ଯବାନ ସହିଦ

ଶ୍ରୀନଗର: ପୁଣିଥରେ ଭାରତରେ ଆତଙ୍କବାଦୀ ହମ୍‌ଲା । ବ୍ୟସ୍ତବହୁଳ ଶ୍ରୀନଗର ବଜାରରେ ଆଜି ତିନି ଆତଙ୍କବାଦୀ ଖେଳିଥିଲେ ରକ୍ତର ହୋଲି । ଆତଙ୍କବାଦୀ ହମ୍‌ଲାରେ ଦୁଇ ଜଣ ଯବାନ ସହିଦ ହୋଇଥିଲାବେଳେ କାରରେ ଚମ୍ପଟ୍ ମାରିଥିଲେ ଆତଙ୍କବାଦୀ । ରିପୋର୍ଟ ଅନୁଯାୟୀ ଆଜି ଅପରାହ୍ନରେ ଖୁସୀପୋରାରେ…

ଲାଲୁ ହାମ ଅଧ୍ୟକ୍ଷ ଜିତନ ରାମଙ୍କୁ ବି ଲୋଭ ଦେଖାଇଥିଲେ

ପାଟନା:ଜେଲରେ ଥିଲେ ମଧ୍ୟ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏନଡିଏ ସରକାରକୁ ଭାଙ୍ଗିବା ପାଇଁ ଯଥାସମ୍ଭବ ଉଦ୍ୟମ କରିଥିଲେ । ଗୁରୁବାର ହାମ(ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା)ଅଧ୍ୟକ୍ଷ ଜିତନ ରାମ ମାଞ୍ଝୀଙ୍କ ସହ ଯୋଗାଯୋଗ କରିଥିଲେ । ଏପରିକି ସେ ମୋତେ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ…

ସେରମ ଇନଷ୍ଟିଚ୍ୟୁଟ୍ ଯିବେ ମୋଦି, ଟିକା ନିର୍ମାଣ ଅଗ୍ରଗତିର କରିବେ ସମୀକ୍ଷା

ପୁଣେ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ପୁଣେ ସ୍ଥିତି ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ପରିଦର୍ଶନ କରିବେ । କରୋନା ଭ୍ୟାକସିନ୍ ପ୍ରସ୍ତୁତି କାମର ଅଗ୍ରଗତି ନେଇ ପ୍ରଧାନମନ୍ତ୍ରୀ ସମୀକ୍ଷା କରିବେ । ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିବେ ବୋଲି ଜଣାପଡ଼ିଛି । ଶନିବାର ପ୍ରଧାନମନ୍ତ୍ରୀ…

କେୟାର ହସ୍ପିଟାଲସ୍ ପକ୍ଷରୁ ଭୁବନେଶ୍ୱରରେ ବିରଳ ୟୁନିକମ୍ପାର୍ଟମେଂଟାଲ ଆଣ୍ଠୁ ରିପ୍ଲେସ୍‌ମେଂଟ୍ ସର୍ଜରି ସମ୍ପାଦିତ

ଭୁବନେଶ୍ୱର: ଡକ୍ଟର ସନ୍ଦୀପ ସିଂହଙ୍କ ନେତୃତ୍ୱରେ କେୟାର ହସ୍ପିଟାଲସ୍‌ର ଅସ୍ଥିଶଲ୍ୟ ସର୍ଜନମାନଙ୍କ ଏକ ଟିମ୍ ପକ୍ଷରୁ ଭୁବନେଶ୍ୱରରେ ଏକ ବିରଳ ୟୁନିକମ୍ପାର୍ଟମେଂଟାଲ ନି ରିପ୍ଲେସମେଂଟ୍ (ୟୁକେଆର୍‌) ସର୍ଜରି କରାଯାଇଛି । ଏହି ନି ରିପ୍ଲେସମେଂଟ୍ ସର୍ଜରି ସମୟରେ ନଷ୍ଟ ହୋଇଯାଇଥିବା ହାଡ଼ ଓ…

ପରୀ ପରିବାରକୁ ଉପଯୁକ୍ତ ନ୍ୟାୟ ମିଳୁ: ମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ପବର: ଗତ ତିନି ଦିନ ଧରି ପରୀ ମୃତ୍ୟୁ ପ୍ରସଙ୍ଗରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ବିଧାନସଭାରେ ଏ ନେଇ ମୁହଁ ଖୋଲିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । ସେ କହିଛନ୍ତି, 'ପରୀ ମୃତ୍ୟୁ ଘଟଣା ମତେ ମର୍ମାହତ କରିଛି । କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଦାଯିତ୍ବ ନେଇଥିବା ବେଳେ ମୋର ପୂରା…

ଆସନ୍ତୁ ଜାଣିବା କିଏ ସେ ୨୮ ବର୍ଷ ପରେ କକାକୁ ମାରି ପିତୃ ହତ୍ୟାର ପ୍ରତିଶୋଧ ନେଲା

ବାରାଣାସୀ: ପ୍ରତିଶୋଧ ତାହା ପୁଣି ପିତୃ ହତ୍ୟାର, ଦୀର୍ଘ ୨୮ ବର୍ଷ ଅପେକ୍ଷା କରିବା ପରେ କକାକୁ ମାରି କଲିଜା ଥଣ୍ଡା କଲା ପୁଅ । ବାରାଣାସୀର କେଂଟ ଅଂଚଳରେ ଏ ଭଳି ଏକ ଘଟଣା ଘଟିଛି । ୧୯୯୨ରେ କକା ଶାହିଦ ଇକବାଲ ମୋର ବାପାଙ୍କୁ ହତ୍ୟା କରିଥିଲା । ସେବେଠାରୁ ପ୍ରତିଶୋଧ ନିଆଁରେ ମୁଁ ଜଳୁଥିଲି…

ଆଜିଠୁ ସିଙ୍ଗଲ୍ ନାହାଁନ୍ତି ମିର୍ଜାପୁରର ରବିନ୍

ମୁମ୍ବାଇ: ଚର୍ଚ୍ଚିତ ୱେବ୍ ସିରିଜ ମିର୍ଜାପୁର ସିଜିନ-୨ । ଏଥିରେ ୟେ ଭି ଠିକ୍ ହୈ ଭଳି ପଂଚ ଲାଇନ୍ କହି ଖୁବ ଚର୍ଚ୍ଚା ସାଉଣ୍ଟିଥିଲେ ଅଭିନେତା ପ୍ରିୟାଂଶୁ ପେନ୍ୟୁଲି । ଏହି ଅଭିନେତା ନିଜ ପ୍ରେମିକା ଅଭିନେତ୍ରୀ ତଥା ଡାନ୍ସର ବନ୍ଦନା ଜୋଶୀଙ୍କୁ ବହୁ ପୂର୍ବରୁ ବିବାହ କରିବାକୁ ଯୋଜନା…

ଏଥର ସ୍ୱଚ୍ଛ ସର୍ବେକ୍ଷଣରେ ରାଉରକେଲା ମହାନଗର ନିଗମ ପାଇଁ ନୂତନ ଦିଗନ୍ତ

ରାଉରକେଲା: ସହରର ପରିମଳ ବ୍ୟବସ୍ଥା ପରିଚାଳନା ଦିଗରେ ରାଉରକେଲା ମହାନଗର ନିଗମ ଏକ ବଳିଷ୍ଠ ପଦକ୍ଷେପ ନେବାକୁ ଯାଉଅଛି। ନିଜସ୍ୱ ବ୍ୟବସ୍ଥା ତଥା ଜିଲ୍ଲା ଖଣିଜ ପ୍ରତିଷ୍ଠାନଙ୍କ ଆର୍ଥିକ ସହଯୋଗରେ ସୁନ୍ଦରଗଡ ନିଗମ ୮୩ଟି ନୂତନ ଯାନ ସାମଗ୍ରିକ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ବ୍ୟବହାର…

ବୀରବେଶରେ ସଜେଇ ହେବେ କାଳିଆ ସାଆନ୍ତ

ମହାପ୍ରଭୁଙ୍କ ଦିବ୍ୟ ନାଗାର୍ଜୁନ ବେଶ ଦୀର୍ଘ ୨୬ ବର୍ଷ ପରେ ଶୁକ୍ରବାର ମଳ ଦ୍ବାଦଶୀ ତିଥିରେ ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁ ବର୍ଷ କାର୍ତ୍ତିକ ମାସରେ ପଞ୍ଚୁକ ପାଞ୍ଚ ଦିନ ନ ହୋଇ ଛଅ ଦିନ ହୁଏ, ସେହି ମଳ ତିଥିରେ ଠାକୁର ମାନଙ୍କ ନାଗାର୍ଜୁନ ବେଶ ହୁଏ।ପୌରାଣିକ ତଥ୍ଯ ଅନୁଯାୟୀ,…