ଭଗତ ସିଂ ଭୂମିକାରେ ପୁଣିଥରେ ଅଜୟ ଦେବଗନ୍ !
ମୁମ୍ବାଇ: ଅଜୟ ଦେବଗନ୍ ପୁନର୍ବାର ଭଗତ ସିଂ ଭୂମିକାରେ ଅବତୀର୍ଣ୍ଣ ହେବେ । ବଲିଉଡର ଏହି ମେଗା ଷ୍ଟାର ଏସ.ରାଜମୌଲୀଙ୍କ ବଡ ବଜେଟ ଫିଲ୍ମ 'ଆରଆରଆର'ରେ ଅଭିନୟ କରିବେ ।
୩୫୦ କୋଟି ଟଙ୍କା ବଜେଟର ଏହି ଫିଲ୍ମରେ ସାଉଥ ସୁପରଷ୍ଟାର ଜୁନିୟର ଏନଟିଆର ଓ ରାମଚରଣ ତେଜା ଅଭିନୟ କରିବେ । ରାଜମୌଲୀ…