Latest Odisha News

BREAKING NEWS

Yearly Archives

2020

ବଙ୍ଗୋପସାଗରରେ ଅବପାତ ନେବ ବାତ୍ୟାର ରୂପ, ନାଁ ରହିବ ‘ନିଭାର’

ଭୁବନେଶ୍ୱର: ଦକ୍ଷିଣ ପୂର୍ବ ତଥା ସଲଂଗ୍ନ ଦକ୍ଷଣ-ପୂର୍ବ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା । ଓ୍ୱାଲମାର୍କଡ ଲୋ ପ୍ରେସର ଅବପାତର ରୂପ ନେଇଛି । ଏହା ଧୀରେ ଧୀରେ ଅଧିକ ଘନୀଭୂତ ହେବ । ଆଗାମୀ ୨୪ ଘଣ୍ଟାରେ ଅବପାତର ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେଇପାରେ । ଏନେଇ ପାଣିପାଗ ବିଭାଗ…

ଆରପାରିରେ ରାଜ୍ୟପାଳ ଗଣେଶୀ ଲାଲଙ୍କ ପତ୍ନୀ

ଭୁବନେଶ୍ୱର: ଆରପାରିରେ ରାଜ୍ୟପାଳ ଗଣେଶୀ ଲାଲଙ୍କ ପତ୍ନୀ ସୁଶିଳା ଦେବୀ। ଗତକାଲି ରାତିରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି। ରାଜ୍ୟପାଳଙ୍କ ପତ୍ନୀଙ୍କ ସହ, ରାଜ୍ୟପାଳ ଗଣେଶୀ ଲାଲ ଓ ପରିବାରର ଚାରିଜଣ ସଦସ୍ୟ ନଭେମ୍ବର ୧ ରେ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏମାନେ…

ଅଁଳା ନବମୀରେ ରାଧାପାଦ ଦର୍ଶନର ମାହାତ୍ମ୍ୟ

ଭୁବନେଶ୍ୱର: ହିନ୍ଦୁ ଧର୍ମରେ ବାର ମାସରେ ତେର ପର୍ବ ରହିଛି । ସବୁ ପର୍ବର ମଧ୍ୟ ରହିଛି ନିଜର ସ୍ୱତନ୍ତ୍ର ମାହାତ୍ମ୍ୟ । ଆଜି ହେଉଛି ପବିତ୍ର କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥି । ଏହି ପବିତ୍ର ତିଥିକୁ ଅଁଳାନବମୀ ଭାବେ ପୂଜା କରିବାର ପରମ୍ପରା ରହିଛି । କାର୍ତ୍ତିକମାସ ଶୁକ୍ଳପକ୍ଷ…

ଆଜି ପବିତ୍ର ଅଁଳା ନବମୀ; କଟକଣା ମଧ୍ୟରେ ସାକ୍ଷୀଗୋପାଳ ମନ୍ଦିରରେ ହେଉଛି ନିତିକାନ୍ତି

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଅଁଳା ନବମୀ। ରାଧାରାଣୀ ଆଜି ଓଡ଼ିଆଣୀ ବେଶରେ ସଜ୍ଜିତ ହେବେ ରାଧା  । ସବୁକିଛି ସାମାନ୍ୟ ଥିଲେ ଆଜି ସାକ୍ଷୀଗୋପାଳ ମନ୍ଦିରରେ ଲାଗିଥାନ୍ତା ଭକ୍ତଙ୍କ ଭିଡ଼। ଜନସମୁଦ୍ର ପାଲଟିଥାନ୍ତା ସାକ୍ଷୀଗୋପଲ ମନ୍ଦିର ପରିସର। ମାତ୍ର ଚଳିତ ବର୍ଷ ସବୁ ଫିକା। କରୋନା…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ   ତା୨୩-୧୧-୨୦୨୦ ସୋମବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ନଭେମ୍ବର ତା ୨୩ ରିଖ ସୋମବାର ବିଛା ୮ ଦିନ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥି ଶତଭିଷା ନକ୍ଷତ୍ର କୁମ୍ଭ ଚନ୍ଦ୍ର  ଘାତ ବାର-: ମିଥୁନ ରାଶିର   ଘାତ ଚନ୍ଦ୍ର-: ମିଥୁନ ରାଶି ପୁରୁଷ ଓ ମୀନ ରାଶିର…

ଆସନ୍ତୁ ଜାଣିବା ଭାରତର କେଉଁ ଗ୍ରାମରେ ପ୍ରତି ଘରେ ସାପ ନିର୍ଭୟରେ ବିଚରଣ କରେ !

ଶେତଫାଲ: ଭାରତରେ ଏପରି ଗ୍ରାମ ଅଛି ଯାହାର ସ୍ୱତନ୍ତ୍ର ଚଳଣି ଆମକୁ ଚକିତ କରି ପକାଏ । ସେହି ଭଳି ଏକ ଗ୍ରାମ ହେଲା ମହାରାଷ୍ଟ୍ରର ଶେତଫାଲ । ୨୬୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ରହୁଥିବା ଏହି ଗ୍ରାମରେ ସାପଙ୍କୁ ବିଶେଷ କରି ନାଗସାପକୁ ସ୍ଥାନୀୟ ବାସିନ୍ଦା ବହୁତ ଭକ୍ତି କରିଥାନ୍ତି । ପ୍ରତ୍ୟେକ…

ମନ୍ଦିର ପରିସରରୁ ଉଦ୍ଧାର ହେଲା ଝୁଲୁଥିବା ଅବସ୍ଥାରେ ଯୁବକଙ୍କ ମୃତ ଦେହ

ଭୁବନେଶ୍ୱର: ୟୁନିଟ ୨ ସ୍ଥିତ ମାର୍କେଟ ବିଲଡିଂ ଅଞ୍ଚଳର ଏକ ମନ୍ଦିର ପରିସରରେ ଜଣେ ଯୁବକଙ୍କର ମୃତଦେହ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତି ଜଣକ ଗଞ୍ଜାମ ଜିଲ୍ଲାର ବଡ଼ଗଡ ପୋଲିସ ଥାନା ଅନ୍ତର୍ଗତ ଗଡ଼ଚିକିଲି ଅଞ୍ଚଳର ବାସିନ୍ଦା ପୁନିଆ ପ୍ରଧାନ (୨୬) ବୋଲି ଜଣାପଡିଛି।…

[ଭିଡିଓ] ଜାମ୍ମୁ ଓ କାଶ୍ମୀରର ସାମ୍ବା ସେକ୍ଟରରେ ଠାବ ହେଲା ଗୁପ୍ତ ସୁଡଙ୍ଗ !

ସାମ୍ବା: ଜାମ୍ମୁ ଓ କାଶ୍ମୀରକୁ ଲାଗିଥିବା ଅନ୍ତର୍ଜାତୀୟ ସୀମାରେଖା ନିକଟରେ ଠାବ ହେଲା ଗୁପ୍ତ ସୁଡଙ୍ଗ । ଆଜି ସାମ୍ବା ସେକ୍ଟରରେ ଠାବ ହୋଇଥିବା ସୁଡଙ୍ଗକୁ ଆତଙ୍କବାଦୀମାନେ ବ୍ୟବହାର କରିଥିବା ସନ୍ଦେହ କରାଯାଉଛି । ଠାବ ହୋଇଥିବା ୧୫୦ ମିଟର ଲମ୍ବା ସୁଡଙ୍ଗର ମୂଳଦ୍ୱାର ଖୋଜିବା ପାଇଁ…

ରହସ୍ୟମୟ ରୋଗ କବଳରେ ଆଫ୍ରିକୀୟ ଦେଶ !

ସେନେଗାଲ୍‌: ପଶ୍ଚିମ ଆଫ୍ରିକାରେ ଥିବା ସେନେଗାଲ୍ ଦେଶରେ ଆତଙ୍କ ଖେଳାଇଛି ଏକ ରହସ୍ୟମୟ ରୋଗ । ଏହି ରୋଗର ପୀଡିତ ବ୍ୟକ୍ତିମାନେ ଦେହ କୁଣ୍ଡାଇ ହେବା, ଘୋଳାବିନ୍ଧା ଓ ଖାସ କରି ଆଖି ଲାଲ୍ ଦେଖାଯିବା ନେଇ ଖୁଲାସା କରିଛନ୍ତି । ଦେଶର ୫୦୦ରୁ ଅଧିକ ଧୀବର ଏହି ରହସ୍ୟମୟ ରୋଗରେ ପୀଡିତ ଥିବା ସୂଚନା…

ସୁନ୍ଦରଗଡ଼ ଜିଲ୍ଳାରୁ ସର୍ବାଧିକ ୯୨ ସୁସ୍ଥ, ଆଜି ମୋଟ ଆରୋଗ୍ୟ ୯୦୫

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୯୦୫ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। https://twitter.com/HFWOdisha/status/1330503597092724740?s=19 ଉଲ୍ଲେଖଯୋଗ୍ୟ, ଓଡିଶାରେ…