ଦେଶକୁ ଖୁବ୍ ଶୀଘ୍ର ମିଳିପାରେ ଖୁସି ଖବର; କୋଭାକ୍ସିନ୍ ଟିକା ଭାରତରେ ୬୦ ପ୍ରତିଶତ ଫଳପ୍ରଦ
ନୂଆଦିଲ୍ଲୀ: କୋଭିଡ -୧୯ ଟିକାର ପରୀକ୍ଷଣ ପ୍ରକ୍ରିୟା ସାରା ବିଶ୍ୱରେ ଜାରି ରହିଛି। ବ୍ରିଟେନ, ଆମେରିକା ଏବଂ ଋଷିଆ ସମେତ ଅନେକ ଦେଶର ଅନେକ କମ୍ପାନୀ ବିଶ୍ୱକୁ କରୋନାମୁକ୍ତ କରିବା ପାଇଁ ଅବିରତ ପ୍ରୟାସ ଜାରି ରଖିଛନ୍ତି। ହାଇଦ୍ରାବାଦରେ ଅବସ୍ଥିତ ଭରତ ବାୟୋଟେକ୍ ମଧ୍ୟ ସେମାନଙ୍କ ମଧ୍ୟରୁ…