Latest Odisha News

BREAKING NEWS

Yearly Archives

2020

ପୁରୀରୁ ୧୧ ଗ୍ରାମର ବ୍ରାଉନସୁଗାର ଜବତ

ନିମାପଡା: ପୁରୀ ଜିଲ୍ଲା ନିମାପଡା ଥାନା ପୋଲିସ ପକ୍ଷରୁ ୧୧ ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ସ୍ଥାନୀୟ ଧନୁଆଁ ବ୍ରିଜ଼ ନିକଟରେ ପୋଲିସ ଚଢ଼ାଉ କରିବା ସହ ପାଞ୍ଚ ଜଣ ନିଶା ବେପାରୀଙ୍କୁ ଗିରଫ କରିଛି। ଏଥିସହିତ ସେମାନଙ୍କ ନିକଟରୁ ପାଖାପାଖି ୧୧ ଗ୍ରାମର…

ଧର୍ମା ପ୍ରଡକ୍ସନକୁ ମିଳିଲା ନୋଟିସ୍

ମୁମ୍ବାଇ: କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ସ ପୁଣି ବିବାଦରେ। ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ମଧୁର ଭଣ୍ଡାରକର ଏହି ପ୍ରଡକ୍ସନ ହାଉସକୁ ନୋଟିସ୍ ଜାରି କରିଛନ୍ତି।। ସୂଚନା ଅନୁଯାୟୀ ତାଙ୍କର ଏକ ସିରିଜର ନାମ ଓ କରନ ଜୋହରଙ୍କ ୱେବ୍ ସିରିଜର ନାମ ପାଖପାଖି ଏକସମାନ ରହିଛି। ଏମିତିକି…

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଭିତରକନିକା ଓ ଚନ୍ଦ୍ରଭାଗାରେ ନିର୍ମାଣ ହେବ କାଫଟେରିଆ

ଭୁବନେଶ୍ୱର: ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ । ସମୁଦ୍ର ବେଳାଭୂମିରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ଉପାୟ ମାନ ଆପଣାଉଛି ଓଟିଡିସି ଭିତରକନିକା ଓ ଚନ୍ଦ୍ରଭାଗା ପର୍ଯ୍ୟଟନ ସ୍ଥଳରେ ଆଉ ୨ ଟି କାଫଟେରିଆ ନିର୍ମାଣ ହେବା ନେଇ ସୂଚନା ମିଳିଛି। ଓଟିଡିସି ପ୍ରଥମେ ପୁରୀର ସ୍ବର୍ଣ୍ଣିମ…

ଖାଲିପେଟରେ ଖାଆନ୍ତୁ ଦୁଇ କୁଳା ରସୁଣ;ମିଳିବ ଏହି ଅଦ୍ଭୁତ ଫଳ

ଭୁବନେଶ୍ୱର ରସୁଣ ଖାଦ୍ୟର ସ୍ୱାଦକୁ ଦୁଇଗୁଣ କରିଦେଇଥାଏ। କେବଳ ରୋଷେଇ ନୁହେଁ ବରଂ ବିଭିନ୍ନ ରୋଗର ଘରୋଇ ଉପଚାର ମଧ୍ୟ ଏହି ରସୁଣରେ ଲୁଚି ରହିଛି। ଥଣ୍ଡା, କାଶ, ଉଚ୍ଚ ରକ୍ତଚାପ, ଭଳି ଅନେକ ସମସ୍ୟାର ଉପଚାର ପାଇଁ ନାନାଦି ଉପାୟରେ ଏହାର ସେବନ କରାଯାଇଥାଏ। ଆଜି ଆମେ ଆପଣଙ୍କୁ ଜଣାଇବୁ…

ସଂକ୍ରମଣ ବଢିଲ‌େ ବି ‌ଲାଗୁ ‌ହେବନି ଜାତୀୟ ସଟଡାଉନ୍: ବାଇଡେନ୍

ୱାଶିଂଟନ୍: ଆମେରିକାରେ କରୋନା ସଂକ୍ରମଣ ବଢିଲ‌େ ମଧ୍ୟ ଏହାର ମୁକାବିଲା କରିବାକୁ ଯାଇ ଜାତୀୟ ସଟଡାଉନ୍ ଘୋଷଣା କରାଯିବ ନାହିଁ ବୋଲି କହିଛନ୍ତି ଆମେରିକାର ନବ-ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇ‌ଡେନ୍। କରୋନା ଯୋଗୁଁ ଆମେରିକା ଅଧିକ ଭାବରେ ପ୍ରଭାବିତ ହୋଇଥିଲେ ହେଁ ଜାତୀୟ ସଟଡାଉନର…

ଉତ୍କଳ କେଶରୀ ହର‌େକୃଷ୍ଣ ମହତାବଙ୍କ ଜନ୍ମଜୟନ୍ତୀ; ଜାଣନ୍ତୁ ତାଙ୍କର ଜୀବନୀ ସମ୍ପର୍କର‌େ

ଭୁବନେଶ୍ବରର: ଉତ୍କଳ କେଶରୀ ହର‌େକୃଷ୍ଣ ମହତାବଙ୍କୁ କିଏବା ନଜାଣେ। ସେ ହେଉଛନ୍ତି ଓଡ଼ିଶାର ଶେଷ ପ୍ରଧାନମନ୍ତ୍ରୀ ତଥା ପ୍ରଥମ ମୁଖ୍ୟମନ୍ତ୍ରୀ। ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ଆଗରପଡ଼ାରେ ୧୮୯୮ ମସିହା ନଭେମ୍ବର ୨୧ରେ ସେ ଜନ୍ମ ଗ୍ରହଣ କରିଥିଲେ। ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ…

ଯାଜପୁରର ତେଲେଙ୍ଗା ସାହିରେ ପୋଲିସର ଅତର୍କିତ ଚଢ଼ାଉ

ଯାଜପୁର: ଯାଜପୁର ଜିଲ୍ଲା ପୋଲିସ ପକ୍ଷରୁ କୋରାଇ ଥାନା ପୁର୍ବକୋଟ ତେଲେଙ୍ଗା ବସ୍ତିରେ ଅତର୍କିତ ଚଢାଉ କରାଯାଇଛି। ଏକ ଡକାୟତି ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗରେ ଯାଜପୁର ଏସ୍‌.ପି ଚରଣସିଂ ମୀନାଙ୍କ ନିର୍ଦ୍ଦେଶରେ ଏକ ସ୍ପେଶାଲ ସ୍କ୍ୱାର୍ଡ ଏହି ଚଢାଉ କରିଛି । ଏହି ଚଢାଉ ସମୟରେ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ    ତା୨୧-୧୧-୨୦୨୦ ଶନିବାର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୦ ମସିହା ନଭେମ୍ବର ତା ୨୧ ରିଖ ଶନିବାର ବିଛା ୬ ଦିନ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥି ଶ୍ରବଣା ନକ୍ଷତ୍ର ମକର ଚନ୍ଦ୍ର ଘାତ ବାର-: ବୃଷ ସିଂହ ଓ କନ୍ୟା ରାଶିର ଘାତ ଚନ୍ଦ୍ର-: ସିଂହ…

ସମରେ କୋଭାକ୍ସିନ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ

ଭୁବନେଶ୍ୱର : କୋଭିଡ-୧୯ ବିରୁଦ୍ଧରେ ବହୁ ପ୍ରତୀକ୍ଷିତ 'କୋଭାକ୍ସିନ' ଟୀକାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ସ୍ଥାନୀୟ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସପିଟାଲରେ ଗୁରୁବାର ଦିନ ଆରମ୍ଭ ହୋଇଛି । ହସପିଟାଲ୍‌ର ପ୍ରିଭେଂଟିଭ ଆଣ୍ଡ ଥେରାପ୍ୟୁଟିକ୍ କ୍ଲିନିକାଲ ଟ୍ରାଏଲ…

ସୁନ୍ଦରଗଡ଼ ଜିଲ୍ଲା ଖୁଂଟଗାଁରେ ହେବ ‘ଟସର ସିଲ୍‌କ ପାର୍କ’

ସୁନ୍ଦରଗଡ଼: ସୁନ୍ଦରଗଡ ଜିଲ୍ଲା଼ରୁ ଉତ୍ପାଦିତ ହେଉଛି ରାଜ୍ୟର ୧ ନମ୍ବର ଟସର ଖୋସା । ତେବେ ଖୋସାରୁ ସୂତା ବହାର କରି ସେଥିରୁ ମୂଲ୍ୟଯୁକ୍ତ ସାମଗ୍ରୀ ପ୍ରସ୍ତୁତ ହୋଇପାରିଲେ ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ‘ସୁନ୍ଦରଗଡ଼ ଟସର’ ଏକ ନୂଆ ପରିଚୟ ପାଇପାରିବ । ଲହୁଣିପଡ଼ା ବ୍ଲକର ଖୁଣ୍ଟଗାଁଠାରେ…