Latest Odisha News

BREAKING NEWS

Yearly Archives

2020

ସଲମାନ୍ ଖାନଙ୍କ କରୋନା ରିପୋର୍ଟ ନେଗେଟିଭ୍

ଭାଇଜାନଙ୍କ ଫ୍ୟାନଙ୍କ ପାଇଁ ଖୁସି ଖବର । ସୁପରଷ୍ଟାର ସଲମାନ୍ ଖାନଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି । ବିଗ୍ ବସ୍ ଓ୍ୱିକେଣ୍ଡ କି ୱାରରେ ତାଙ୍କୁ ଦେଖିବାକୁ ମିଳିବ । ବିଗ୍ ବସ୍ ସୁଟିଂ କରୁଥିବା ସଲମାନଙ୍କ ଡ୍ରାଇଭର ଓ ଦୁଇ ଜଣ ଷ୍ଟାଫ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ।…

ଆରଏମସି ପକ୍ଷରୁ ପରିମଳ ବ୍ୟବସ୍ଥାର ସୁପରିଚାଳନା ନେଇ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସହ ଏମ୍.ଓ.ୟୁ ସ୍ୱାକ୍ଷର

ରାଉରକେଲା: ରାଉରକେଲା ମହାନଗର ନିଗମ ପକ୍ଷରୁ ଆଜି ବିଶ୍ୱ ଶୌଚାଳୟ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆଜି ନିଗମ କାର୍ଯ୍ୟାଳୟରେ ଆୟୋଜିତ ଏକ ନିରାଡାମ୍ବର କାର୍ଯ୍ୟକ୍ରମରେ ଯୋଗଦେଇ କମିଶନର ଦିବ୍ୟଜ୍ୟୋତି ପରିଡ଼ା ସାଧାରଣ ଜୀବନରେ ଶୌଚାଳୟ ବ୍ୟବହାରର ଗୁରୁତ୍ୱ ଏବଂ ସ୍ୱାସ୍ଥ୍ୟ ତଥା…

ଭୁବନେଶ୍ୱ‌ରରୁ ଆଜି ୪୬ କରୋନା ଆକ୍ରାନ୍ତ ଚିହ୍ନଟ; ସୁସ୍ଥ ହେଲେ ୬୧

ଭୁବନେଶ୍ୱ‌ର: ଭୁବନେଶ୍ୱ‌ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ସୁସ୍ଥ ହାର ମଧ୍ୟ ବଢିବାରେ ଲାଗିଛି। ଆଜି ୪୬ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦,୩୩୦ରେ ପହଞ୍ଚିଛି। ୪୬ ଜଣଙ୍କ ମଧ୍ୟରୁ ୧୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ରହିଥିବା ବେଳେ ୨୭ଟି…

ମାତ୍ର ୩ ମାସରେ ୭୬ ଜଣ ନିଖୋଜ ପିଲାଙ୍କୁ ଖୋଜି ଆଣିଲେ, ମହିଳା ପୋଲିସ କର୍ମଚାରୀଙ୍କୁ ମିଳିଲା ପ୍ରମୋସନ

ଦିଲ୍ଲୀ: ପୋଲିସର ମହିଳା କର୍ମଚାରୀ ସୀମା ଢାକା ସାଉଥ ନର୍ଥ ଜିଲ୍ଲାର ସମୟପୁର ବାଦଲୀ ଥାନାରେ କାର୍ଯ୍ୟରତ । ସୀମା ମାତ୍ର ତିନି ମାସରେ ୭୬ ଜଣ ହଜି ଯାଇଥିବା ପିଲାଙ୍କୁ ଖୋଜି ବାହାର କରିଛନ୍ତି । ଫଳରେ ସୀମା ଢାକାଙ୍କୁ ମିଳିଛି ପଦୋନ୍ନତି । ଦିଲ୍ଲୀ ପୋଲିସ ଆୟୁକ୍ତଙ୍କ ନିର୍ଦ୍ଦେଶ ଅନୁସାରେ…

ମନ୍ତ୍ରୀ ପଦ ଦାୟିତ୍ୱ ନେବା ପରେ ଇସ୍ତଫା ଦେଲେ ବିହାର ଶିକ୍ଷାମନ୍ତ୍ରୀ ମେୱାଲାଲ

ପାଟନା:ବିହାର ଶିକ୍ଷାମନ୍ତ୍ରୀ ମେୱାଲାଲ ଚୌଧୁରୀ ଶପଥ ନେବାର କିଛି ସମୟ ପରେ ଇସ୍ତଫା ଦେଇଛନ୍ତି । ଯାହା କି ବିହାର ରାଜନୀତିକୁ ସରଗରମ କରିଦେଇଛି । ଦୁର୍ନୀତି ଅଭିଯୋଗ କାରଣରୁ ସେ ଏହି ଇସ୍ତଫା ଦେଇଛନ୍ତି । ୨୦୧୭ରେ ଭାଗଲପୁର କୃଷି ବିଶ୍ୱବିଦ୍ୟାଳୟରେ ଚୌଧୁରୀ କୂଳପତି ଥିଲେ । ସେଠାରେ…

ରାକୁଲ୍‌ ପ୍ରୀତ୍‌ଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ କଲା ଫିଲ୍ମ ‘ମେ ଡେ’

ନୂଆଦିଲ୍ଲୀ: ଅଜୟ ଦେବଗନଙ୍କ ନିର୍ଦ୍ଦେଶିତ ଆଗାମୀ ଫିଲ୍ମ 'ମେ ଡେ'ରେ ଅମିତାଭ ବଚ୍ଚନ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ସଦ୍ୟତମ ଖବର ଅନୁଯାୟୀ ଅଭିନେତ୍ରୀ ରାକୁଲ ପ୍ରୀତ ସିଂଙ୍କୁ ଦର୍ଶକ ଏହି ଚଳଚ୍ଚିତ୍ରରେ ଦେଖିବାକୁ ପାଇବେ। ଏହି ଚଳଚ୍ଚିତ୍ରରେ ଖୋଦ୍‌ ଅଜୟ ଦେବଗନଙ୍କୁ ମଧ୍ୟ ଅଭିନୟ…

ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଏଦକୁ ୧୦ ବର୍ଷ ଜେଲ୍‌

ଇସଲାମବାଦ: ମୁମ୍ବାଇ ୨୬/୧୧ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଏଦକୁ ପାକିସ୍ତାନରେ ୧୦ ବର୍ଷର ଜେଲ ଏବଂ ୧.୧ ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ ଦିଆଯାଇଛି । ପଞ୍ଜାବର ଏକ କୋର୍ଟରେ ଟେରର ଫଣ୍ଡିଂ ଏବଂ ଅନ୍ୟ ୨ ମାମାଲାର ଶୁଣାଣୀ କରି ଏହି ଦଣ୍ଡ ଦେଇଛନ୍ତି । ମୁମ୍ବାଇ ଆକ୍ରମଣରେ ୧୬୬…

ଆସନ୍ତୁ ଜାଣିବା କାହିଁକି ଅକ୍ଷୟ କୁମାର ରାଗିଯାଇ ୫୦୦ କୋଟିର ମାନହାନି ମୋକଦ୍ଦମା କଲେ

ମୁମ୍ବାଇ: ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର ରାଗିଯାଇ ଜଣେ ୟୁଟ୍ୟୁବର ବିରୋଧରେ ୫୦୦ କୋଟିର ମାନହାନି ମୋକଦ୍ଦମା କରିଛନ୍ତି । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା କଣ ଥିଲା । ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ କେସରେ ବିହାରର ୟୁ ଟ୍ୟୁବର ରଶିଦ ସିଦ୍ଦିକ୍ ବଲିଉଡ ଷ୍ଟାରଙ୍କ ନାମ ଏହି କେସରେ…

କରୋନା ଭୂତାଣୁ ବାଣ୍ଟିଲା ଗହଣା ଦୋକାନ, କୋକୁଆ ଭୟରେ ଗ୍ରାହକ !

ଇନ୍ଦୋର: ଧନ୍‌ତେରାସ୍ ଓ ଦୀପାବଳିରେ ସୁନାଗହଣା ଦୋକାନରେ ଲାଗିଥିଲା ଅପ୍ରତ୍ୟଶିତ ଭିଡ । ନୂଆ ଗହଣାଗାଣ୍ଠି କିଣିବା ପାଇଁ ଲୋକଙ୍କ ମନରେ ଥିଲା ଉତ୍ସାହ ଓ ଉଦ୍ଦିିପନା । ହେଲେ ମଧ୍ୟପ୍ରଦେଶ ଇନ୍ଦୋରରେ ଏକ ଗହଣା ଦୋକାନରେ ଅଳଙ୍କାର କିଣି ଲୋକେ କୋକୁଆ ଭୟରେ ରହିବାକୁ ବାଧ୍ୟ ହୋଇଛନ୍ତି ।…

ନୂତନ ବିକ୍ରୟ ରେକର୍ଡ ସୃଷ୍ଟି କରିବାକୁ ଯାଉଛି ଓବାମାଙ୍କ ‘ଏ ପ୍ରୋମିସ୍ଡ ଲ୍ୟାଣ୍ଡ୍‌’ ପୁସ୍ତକ

ନ୍ୟୁୟର୍କ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ପୁସ୍ତକ 'ଏ ପ୍ରୋମିସ୍ଡ ଲ୍ୟାଣ୍ଡ୍‌' ଆମେରିକା ଏବଂ କାନାଡାର ପ୍ରଥମ ୨୪ ଘଣ୍ଟା ମଧ୍ୟରେ ୮,୯୦,୦୦୦ କପି ବିକ୍ରି କରି ଆଧୁନିକ ଇତିହାସରେ ସର୍ବାଧିକ ବିକ୍ରି ହୋଇଥିବା ରାଷ୍ଟ୍ରପତି ସ୍ମୃତିରେ ପରିଣତ ହେବାକୁ ଯାଉଛି। ପ୍ରଥମ…