Latest Odisha News

BREAKING NEWS

Yearly Archives

2020

ବଦଳିଯିବ କି ଜେଏନ୍‌ୟୁ ବିଶ୍ୱବିଦ୍ୟାଳୟର ନାମ?

ନୂଆଦିଲ୍ଲୀ:ବିଜେପି ସାଧାରଣ ସମ୍ପାଦକ ସିଟି ରବି ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ର ନାମ ପରିବର୍ତ୍ତନ କରି ସ୍ୱାମୀ ବିବେକାନନ୍ଦଙ୍କ  ନାମରେ ନାମିତ କରିବାକୁ ଦାବି କରିଛନ୍ତି। ଗତ କିଛି ବର୍ଷ ମଧ୍ୟରେ ସହର ଏବଂ ବିଶ୍ୱବିଦ୍ୟାଳୟର ନାମ ବଦଳାଇବା ପାଇଁ ଭାରତରେ ରାଜନୀତିରେ…

ତୃତୀୟ ଥର ପାଇଁ କଙ୍ଗନା ଏବଂ ଭଉଣୀ ରଙ୍ଗୋଲିଙ୍କୁ ହାଜର ହେବାକୁ ନୋଟିସ୍‌ ପଠାଇଲା ମୁମ୍ବାଇ ପୋଲିସ୍‌

ମୁମ୍ବାଇ: ତୃତୀୟ ଥର ପାଇଁ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ମୁମ୍ବାଇ ପୋଲିସ ସମନ ଜାରି କରିଛି। ମୁମ୍ବାଇ ପୋଲିସ କଙ୍ଗନା ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲଙ୍କୁ ପଚରାଉଚରା କରିବାକୁ ଚାହୁଁଛି। ଏହି ସମନ୍ୱୟରେ କଙ୍ଗନା ରାନାୱତଙ୍କୁ ୨୩ ନଭେମ୍ବରରେ ଏବଂ ତାଙ୍କ ଭଉଣୀ ରଙ୍ଗୋଲି…

ଖୁସି ଖବର; ଲଗାତାର ୫ ଦିନ ପାଇଁ ରାଜ୍ୟରେ ୧୦୦୦ ରୁ କମ୍ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କରୋନା ଗ୍ରାଫ ଖସୁଥିବା ବେଳେ ଆଜି ସାମାନ୍ୟ ବୃଦ୍ଧି ଘଟିଛି । ଲଗାତାର ୫ମ ଦିନରେ ହଜାରେରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରତିଦିନ ନୂଆ ସଂକ୍ରମିତଙ୍କ ସଂଖ୍ୟା ପୂର୍ବ ଦିନ ଅପେକ୍ଷା କମ୍ ରହୁଥିବା ଆଜି ଏଥିରେ ସାମାନ୍ୟ ବ୍ୟତିକ୍ରମ ଦେଖା ଦେଇଛି।…

ନେଟ୍‌ଫ୍ଲିକ୍ସର ସ୍ୱପ୍ନ ପୂରଣ କଲେ ବିରାଟ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ୮ ମାସ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବାକୁ ପ୍ରସ୍ତୁତ ଅଛନ୍ତି। ତେବେ, ନଭେମ୍ବର ୨୯ ରୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପୂର୍ବରୁ ବିରାଟ କୋହଲି ଏକ ସଙ୍ଗରୋଧରେ ଅଛନ୍ତି। ବିରାଟ କୋହଲି ତାଙ୍କ ସଙ୍ଗରୋଧ ଅବଧିରେ ନେଟଫ୍ଲିକ୍ସର ୱେବ୍…

ପ୍ରସିଦ୍ଧ କଳାକାର ଅଞ୍ଜୁମ ସିଂଙ୍କର କର୍କଟରେ ମୃତ୍ୟୁ

ନୂଆଦିଲ୍ଲୀ: ଜଣାଶୁଣା ଭାରତୀୟ କଳାକାର ଅଞ୍ଜୁମ ସିଂଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି। ସେ ପ୍ରାୟ ୬ ବର୍ଷ ଧରି କର୍କଟ ରୋଗରେ ପୀଡିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ହୋଇଥିଲା। କଳା ସଂଗ୍ରହକାରୀ 'କିରଣ ନାଦର ସଂଗ୍ରହାଳୟ' ଏହି ସୂଚନା ଦେଇଛି। ନାଦର ମ୍ୟୁଜିୟମ୍ ଅଫ୍ ଆର୍ଟ…

ଜଳେଶ୍ୱରରୁ ପୁଣି ୬ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗର ଜବତ

ବାଲେଶ୍ୱର: ବ୍ରାଉନସୁଗର ବେପାର ପେଣ୍ଠସ୍ଥଳୀ ପାଲଟିଛି ବାଲେଶ୍ୱର । ପୁଣି ବ୍ରାଉନସୁଗର ଜବତ ହୋଇଛି । ଜଳେଶ୍ୱରରୁ ଜଣେ ବ୍ୟକ୍ତିଙ୍କ ନିକଟରୁ ୬୮ ଗ୍ରାମ୍‌ ବ୍ରାଉନସୁଗର ଜବତ କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ସାଢ଼େ ୬ ଲକ୍ଷ ଟଙ୍କାରୁ ଅଧିକ ହେବ । ଜଳେଶ୍ୱର ଥାନା ଅନ୍ତର୍ଗତ ହଟଛକ…

ଡାକ୍ତରଖାନାରେ ମାଗଣା ଟେଷ୍ଟିଂର ସୁବିଧା ଥିଲେ ସୁଦ୍ଧା ଲୋକଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଉଛନ୍ତି ଲାବରେଟୋରୀ…

ଯାଜପୁର: ସରକାରଙ୍କ ନିୟମକୁ ମାନୁ ନାହାଁନ୍ତି ସରକାରୀ ବାବୁ। ସରକରୀ ସୁବିଧା ସୁଯୋଗକୁ ଅସ୍ତ୍ର କରି ନିଜ ପକେଟ ଗରମ କରୁଛନ୍ତି। ଲୁଟର ଶିକାର ହେଉଛନ୍ତି ସାଧାରଣ ଲୋକେ। ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ। ସରକାରଙ୍କ ପକ୍ଷରୁ…

ଚଳିତ ଶିକ୍ଷାବର୍ଷରେ ହେବ ମାଟ୍ରିକ୍ ଓ +୨ ପରୀକ୍ଷା

ଭୁବନେଶ୍ୱର: କରୋନା ମହାମାରୀ ଯୋଗୁ ରାଜ୍ୟରେ ଚଳିତ ଶିକ୍ଷାବର୍ଷରେ ପାଠପଢ଼ା ପ୍ରଭାବିତ ହୋଇଛି । କିନ୍ତୁ ଚଳିତ ଶିକ୍ଷାବର୍ଷରେ ହେବ ମାଟ୍ରିକ ବୋର୍ଡ ଓ ଯୁକ୍ତ ଦୁଇ ପରୀକ୍ଷା ।ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ପରୀକ୍ଷା…

ବିଶ୍ୱବ୍ୟାପୀ ୨୪ ଘଣ୍ଟାରେ ୫.୪୬ଲକ୍ଷ ନୂଆ କରୋନା ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱବ୍ୟାପୀ ୫.୪୬ଲକ୍ଷ କରୋନା ମାମଲା ଦେଖାଦେଇଥିବାବେଳେ ଏହି ବିପଜ୍ଜନକ ରୋଗ ହେତୁ ୧୦,୫୦୨ ଜଣଙ୍କର ମୃତ୍ୟୁ ଘଟିଛି। ଆମେରିକା ପରେ ଗତ ୨୪ ଘଣ୍ଟା ମଧ୍ୟରେ ବ୍ରାଜିଲ, ଇଂଲଣ୍ଡ, ଭାରତ ଏବଂ ଜର୍ମାନୀରେ ସର୍ବାଧିକ କରୋନା ମାମଲା ରିପୋର୍ଟ ହୋଇଛି।…

ପୁରୀ ବେଳାଭୂମିରେ ନିଶା କାରବାର ଅଭିଯୋଗରେ ୫ ଗିରଫ

ପୁରୀ: ବେଳାଭୂମି ମାର୍ଗରେ ନିଶା କାରବାର ଅଭିଯୋଗରେ ପାଞ୍ଚ ଜଣଙ୍କୁ ଗିରଫ କରି ବଳିଆପଣ୍ଡା ଥାନା ପୋଲିସ । ସେମାନଙ୍କଠାରୁ ୩୩୦ଗ୍ରାମ ଅଫିମ ଜବତ କରାଯାଇଛି । ଗୋଟିଏ ସ୍କୁଟି ବି ଜବତ ହୋଇଛି । ବଳିଆପଣ୍ଡା ଲାଇଟ ହାଉସ ଛକରେ ସେମାନେ ଅଫିମ ବିକୁଥିବା ପୋଲିସକୁ ମିଳିଥିଲା । ଗିରଫ…