Latest Odisha News

BREAKING NEWS

Yearly Archives

2020

ଓଡ଼ିଶାରୁ ସୁସ୍ଥ ହେଲେ ଆଉ ୩୭୧ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରୁ ଦିନକରେ ପ୍ରାୟ ୩୭୧ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ତେବେ ୩୭୧ ଜଣ ଆରୋଗ୍ୟଙ୍କୁ ମିଶାଇ ଏଯାବତ ଓଡିଶାରେ ମୋଟ୍ ୩,୨୩,୭୪୯ ଜଣ ସୁସ୍ଥ ହୋଇଛନ୍ତି।…

ଏନଡିଏରୁ ଓହରିଲା ଆରଏଲପି

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନକୁ ସମର୍ଥନ କରି ଆରଏଲପି ଶନିବାର ଏନଡିଏରୁ ଓହରିଯାଇଛି । ଏହାର ମୁଖ୍ୟ ହନୁମାନ ବେନିୱାଲ ୩ଟି ସଂସଦୀୟ କମିଟିରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ପୂର୍ବରୁ ଏନଡିଏରୁ ଆଉ ଏକ ସହଯୋଗୀ ଅକାଳୀ ଦଳ ମଧ୍ୟ ମେଂଟରୁ ଓହରି ଯାଇଛି । କୃଷି ଆଇନ ନେଇ ବିଜେପି ଏବେ ଏକୁଟିଆ…

ସୋମବାରଠୁ ଗଡ଼ିବ ଭାରତର ପ୍ରଥମ ଚାଳକବିହୀନ ଟ୍ରେନ୍

ନୂଆଦିଲ୍ଲୀ: ଆସନ୍ତା ସୋମବାର ଠାରୁ ଗଡିବାକୁ ଯାଉଛି ଭାରତର ପ୍ରଥମ ଚାଳକବିହୀନ ଟ୍ରେନ୍। ପ୍ରାପ୍ତ ସୂଚନା ଅନୁଯାୟୀ ଡିସେମ୍ବର ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସି ଜରିଆରେ ଦିଲ୍ଲୀର ମାଜେଣ୍ଟା ଲାଇନ (ଜନକପୁରୀ ପଶ୍ଚିମ-ବଟାନିକାଲ ଗାର୍ଡେନ) ଯାଏଁ ଏହି ସେବାର…

ଆସନ୍ତୁ ଜାଣିବା କେଉଁଠି ତିଆରି ହୁଏ ବରଫର ମହଲ

ବେଜିଂ: ଚୀନର ହେଲୟୋଙ୍ଗ ଅଂଚଳରେ ଏବେ ଆଇସ ଆଣ୍ଡ ସ୍ନୋ ଫେଷ୍ଟିଭାଲ ଆରମ୍ଭ ହୋଇଛି । ୧୮ ଦିନ ସମୟ ଦିଆଯିବା ପରେ କଳାକାରମାନେ ଗଢ଼ିଥିଲେ ବରଫର ମହଲ ଏବଂ ଅନ୍ୟ କଳାକୃତି । ବିଭିନ୍ନ ଦେଶରୁ ପର୍ଯ୍ୟଟକମାନେ ଏହି କଳାକୃତି ଦେଖିବାକୁ ଆସିଥାନ୍ତି । ଥ୍ରୀଡି ଲାଇଟ ଏବଂ ବରଫର କଳାକୃତି ଲୋକମାନଙ୍କୁ…

ରାଜଧାନୀରୁ ୨୦ ପଜିଟିଭ ଚିହ୍ନଟ, ସେଥିରୁ ୧୭ ଲୋକାଲ କେସ୍

ଭୁବନେଶ୍ୱର: ଭୁବନେଶ୍ୱରରୁ ଗତ ୨୪ ଘଣ୍ଟା ମଧ୍ୟରେ ୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତନ୍ମଧ୍ୟରେ ୧୭ ଲୋକାଲ୍ ମାମଲା ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ବିଟ କରି ସୂଚନା ଦେଇଛି। ଟ୍ବିଟ୍ ଅନୁଯାୟୀ ଏହି ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ କେବଳ ୩…

ଘର ବାହାରେ ଭିଡ ନ କରିବାକୁ ପ୍ରଶଂସକଙ୍କୁ ନିବେଦନ କଲେ ସଲ୍‌ମାନ

ନୂଆଦିଲ୍ଲୀ: ଆସନ୍ତାକାଲି ବଲିଉଡ୍‌ର ଭାଇ ଜାନ୍‌ ତଥା ଅଭିନେତା ସଲମାନ ଖାନଙ୍କ ପାଇଁ ଏକ ବିଶେଷ ଦିନ। ଡିସେମ୍ବର ୨୭ ଅର୍ଥାତ୍‌ ଆସନ୍ତାକାଲି ସଲ୍‌ମାନ ତାଙ୍କର ୫୫ ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ସଲମାନ ଖାନଙ୍କ ପ୍ରଶଂସକମାନେ ମଧ୍ୟ ଏହାକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ପ୍ରତିବର୍ଷ…

ଷ୍ଟାନ୍‌ଫୋର୍ଡ ବିଶ୍ୱ ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ତାଲିକାରେ ସୋଆର ୪ ଗବେଷକ

ଭୁବନେଶ୍ୱର: ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଆଉ ୪ ଜଣ ବିଶିଷ୍ଟ ଗବେଷକଙ୍କ ନାମ ସ୍ଥାନ ପାଇଛି। ୟୁଏସ୍‌ଏର ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକା ପ୍ରସ୍ତୁତ କରାଯାଇଥିବା ବେଳେ ଏହି…

ଶାହାରୁଖଙ୍କ ପଠାନ ଫିଲ୍ମର ପ୍ରଥମ ପର୍ଯ୍ୟାୟ ଶୁଟିଂ ଶେଷ

ମୁମ୍ବାଇ:ଶାହାରୁଖ ଖାଁଙ୍କ ବହୁଚର୍ଚ୍ଚିତ ପଠାନ ଫିଲ୍ମର ଶୁଟିଂ ଜୋରସୋରରେ ଆରମ୍ଭ ହୋଇଯାଇଛି । ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ଫିଲ୍ମର ପ୍ରଥମ ପର୍ଯ୍ୟୟ ଶୁଟିଂ ଇତି ମଧ୍ୟରେ ଶେଷ ହୋଇଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ପ୍ରଥମ ୨୦ ଦିନିଆ ଶୁଟିଂ ୨୪ ଡିସେମ୍ବରରେ ଶେଷ…

କମେଡି ଫିଲ୍ମ କରିବାକୁ ଚାହାନ୍ତି ଅଭିନେତ୍ରୀ ମୃଣାଲ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ମୃଣାଲ ଠାକୁର ତାଙ୍କ କାର୍ଯ୍ୟରେ ବିଭିନ୍ନତା ଚାହୁଁଛନ୍ତି ଏବଂ ତେଣୁ ସେ ସମାନ ପ୍ରକାରର ଭୂମିକାରେ ପରଦାରେ ଅଭିନୟ କରିବାକୁ ଚାହୁଁନାହାଁନ୍ତି। ଜର୍ସି, ତୁଫାନ୍‌, ଆଖ୍‌ ମିଚୋଲି, ପିପ୍ପା ଏବଂ ତାମିଲ ଚଳଚ୍ଚିତ୍ର ଥଡାମର ହିନ୍ଦୀ ରିମେକ ଭଳି ପ୍ରୋଜେକ୍ଟରେ…

ଆସନ୍ତୁ ଜାଣିବା ଶୁଟିଂ ଅଧାରୁ ଫିଲ୍ମ ଛାଡିଥିବା ଅଭିନେତାଙ୍କ ସମ୍ପର୍କରେ..

ମୁମ୍ବାଇ: ଅନୁରାଗ ବସୁଙ୍କ ଜଗା ଜାସୁସ ଫିଲ୍ମରୁ ହଠାତ୍ ଗୋବିନ୍ଦାଙ୍କୁ ବାହାର କରି ଦିଆଗଲା । ଯାହା ଏବେ ଚର୍ଚ୍ଚାର କାରଣ ହୋଇଛି । ଏହା ପଛରେ କଣ କାରଣ ତାହା ଭିନ୍ନ କଥା । ଆସନ୍ତୁ ଜାଣିବା ଏ ଭଳି କେତେକ ଅଭିନେତା ହଠାତ୍ କାହିଁକି ଫିଲ୍ମ ଅଧାରୁ ଛାଡି ଦେଇଥିଲେ । ଐଶ୍ଚର୍ଯ୍ୟ ରାୟ ବଚ୍ଚନ:…