Latest Odisha News

BREAKING NEWS

Yearly Archives

2020

ଧନତେରାସ୍: ବିଶ୍ୱାସ ରହିଛି ଆଜି ସୁନା କିଣିଲେ ଘରକୁ ଆସନ୍ତି ଲକ୍ଷ୍ମୀ

ଭୁବନେଶ୍ୱର: ଆଜି ଧନତେରାସ୍ । ସୁନା କିଣିବା ନେଇ ପରମ୍ପରା ରହି ଆସିଛି । ବିଶ୍ୱାସ ରହିଛି ଏହି ଦିନ ସୁନା କିଣିଲେ ଘରକୁ ଧନଲକ୍ଷ୍ମୀ ଆସି ଥାଆନ୍ତି । ଏଥପାଇଁ ବିଭିନ୍ନ ସୁନା ଦୋକାନରେ ଲୋକଙ୍କ ଭିଡ଼ ଜମେ । ସୁନା ହେଉ କି ରୁପା ଲୋକ ନିଜ ସାମର୍ଥ ଅନୁସାରେ ଗହଣା କିଣି ଥାଆନ୍ତି ।…

ଆଜି ଧନତେରାସ୍; ଘରକୁ ଆଣନ୍ତୁ ଝାଡୁ, ମିଳିବ ମା’ ଲକ୍ଷ୍ମୀଙ୍କ କୃପା 

ଭୁବନେଶ୍ୱର: ଦୀପାବଳିର ଗୋଟିଏ ଦିନ ପୂର୍ବରୁ ପଡିଥାଏ ଧନତେରସ। ପୌରାଣିକ କଥା ଅନୁଯାୟୀ ଏହି ଦିନ ଭଗବାନ ଧନ୍ଵନ୍ତରୀ ସମୁଦ୍ର ମନ୍ଥନ ସମୟରେ ଅମୃତ କଳସ ସହ ପ୍ରକଟ ହୋଇଥିଲେ । ଧନତେରସରେ ଝାଡୁ କିଣିବା ପ୍ରଥା ରହିଛି। ଏହି ଦିନ ଝାଡୁ କିଣିଲେ ଘରୁ ଅଭାବ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି।…

ଗୁନ ସିଂହାରୀ ହତ୍ୟା ମାମଲା: ପୁରୀର କୁଖ୍ୟାତ ଅପରାଧୀ ମାଧବ ଖୁଣ୍ଟିଆ ଗିରଫ

ପୁରୀ: ଆଠ ବର୍ଷ ପୂର୍ବେ ପୁରୀରେ ଘଟିଥିବା ବହୁଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟା ମାମଲାରେ ଜଣାଶୁଣା ଅପରାଧୀ ମାଧବ ଖୁଣ୍ଟିଆ ଗିରଫ । ତାଙ୍କୁ ଗିରଫ କରିଛି ପୁରୀ ଟାଉନ ଥାନା ପୋଲିସ । ୨୦୧୨ ମସିହା ଅଗଷ୍ଟ ୨୨ ତାରିଖରେ ଶ୍ରୀମନ୍ଦିର ସେବାୟତ ଗୁନଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ପୂର୍ବରୁ…

ଦୁର୍ଘଟଣାରୁ ବର୍ତ୍ତିଲେ ସମ୍ୱଲପୁର ସାସଂଦ, ନୀତେଶ ଗଙ୍ଗଦେବଙ୍କ କାରକୁ ଧକ୍କା ଦେଲା ଟ୍ରକ୍

ଦେବଗଡ଼: ଦୁର୍ଘଟଣାରୁ ବର୍ତ୍ତିଗଲେ ସମ୍ୱଲପୁର ସାଂସଦ ନୀତେଶ ଗଙ୍ଗଦେବ । ତାଙ୍କ କାରକୁ ଏକ ଟ୍ରକ ଧକ୍କା ଦେଇଛି । ଗତକାଲି ବିଳମ୍ବିତ ରାତିରେ ଦେବଗଡ଼ ଥାନା NH-୪୯ର କୁରଡ଼ ନିକଟରେ ଦୁର୍ଘଟଣା ଘଟିଛି । ସାଂସଦଙ୍କ କାରକୁ ପଛ ପଟୁ ଟ୍ରକ୍ ଧକ୍କା ଦେଇଥିଲା । ତେବେ ଏଥିରେ ସାଂସଦ ନୀତେଶ…

ଉଦଯାପିତ ହେଲା ବାର୍ଷିକ ହସ୍ତଶିଳ୍ପ (ଟେରାକୋଟା) ପ୍ରଦର୍ଶନୀ 

ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ ପଡିଆଠାରେ ନଭେମ୍ବର ମାସ ୬ ତାରିଖ ଠାରୁ ଆରମ୍ଭ ହୋଇଥିବା ପଞ୍ଚଦଶ ବାର୍ଷିକ ହସ୍ତଶିଳ୍ପ (ଟେରାକୋଟା) ପ୍ରଦର୍ଶନୀ ଗୁରୁବାର ଦିନ…

‘ପଟ୍ଟଚିତ୍ର’ ଅଳଙ୍କାର ସମ୍ଭାର ଜରିଆରେ ରିଲାଏନ୍ସ ଜୁଏଲ୍‍ସର ଓଡ଼ିଶାର ଲୋକକଳାକୁ ସମ୍ମାନ ପ୍ରଦର୍ଶନ

ଭୁବନେଶ୍ୱର: ଉତ୍କଳ କଲେକ୍ସନର ଅତି ମନୋରମ ପଟ୍ଟଚିତ୍ର ଜୁଏଲାରୀ ଓଡ଼ିଶାର କଳାତ୍ମକ ଓ ସାଂସ୍କୃତିକ ପରାମ୍ପରା ଦ୍ୱାରା ପ୍ରେରିତ ଭୁବନେଶ୍ୱର,୧୨ା୧୧: ଅଗ୍ରଣୀ ଜୁଏଲାରୀ ବ୍ରାଣ୍ଡ୍‍ ରିଲାଏନ୍ସ ଜୁଏଲ୍‍ସ ଓଡ଼ିଶାର ସମୃଦ୍ଧ କଳାତ୍ମକ ଐତିହ୍ୟ ଦ୍ୱାରା ଅନୁପ୍ରେରିତ ହୋଇ ଏକ ଅତି ମନୋରମ ଜୁଏଲାରୀ…

ଗଞ୍ଜାମରୁ ଜବତ ହେଲା ୫୦ ଲକ୍ଷ ଟଙ୍କା ମୂଲ୍ୟର ବାଣ

ବ୍ରହ୍ମପୁର: କରୋନା ପାଇଁ ସରକାର ବାଣ କିଣାବିକା ଉପରେ ରୋକ ଲଗାଇଛି ସରକାର। ମାତ୍ର ଏହା ସତ୍ତ୍ୱେ ଗଞ୍ଜାମ ଜିଲ୍ଲା ଧାରାକୋଟେରୁ ଗୁରୁବାର ଦିନ ପୋଲିସ ଜବତ କରିଛି ୫୦ ଲକ୍ଷ ଟଙ୍କା ମୂଲ୍ୟର ବାଣ। ବିପୁଳ ପରିମାଣରେ ବାଣ ବୋଝେଇ କରି ଯାଉଥିବା ଏକ ଟ୍ରକକୁ ପୋଲିସ ଅଟକାଇଥିଲା। ଯାଞ୍ଚ ସମୟରେ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ  ତା ୧୩-୧୧-୨୦୨୦ ଶୁକ୍ରବାର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୦ ମସିହା ନଭେମ୍ବର ତା ୧୩ ରିଖ ଶୁକ୍ରବାର ତୁଳା ୨୮ ଦିନ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥି ଚିତ୍ରା ନକ୍ଷତ୍ର କନ୍ୟା ଚନ୍ଦ୍ର ଦିନ ୧୨ଟା ୩୪ ମିନିଟ୍ ପର୍ଯ୍ୟନ୍ତ ତାହା ପରେ ତୁଳା ଚନ୍ଦ୍ର ଭୋଗ ହେବ…

ଯୋଡା ଟାଉନ ଭିତର ଦେଇ ଯାଇଥିବା ରାଜପଥରେ ନିର୍ମାଣ ହେବ ଫ୍ଲାଏ ଓଭର, କ୍ୟାବିନେଟ୍ ଦେଲା ମଞ୍ଜୁରୀ

କେନ୍ଦୁଝର: ଜିଲ୍ଲାର ଯୋଡାବାସୀଙ୍କ ପାଇଁ ଖୁସି ଖବର । ଟାଉନ ଭିତରେ ଆଉ ଟ୍ରାଫିକ ସମସ୍ୟା କି ପ୍ରଦୂଷଣ ହେବ ନାହିଁ । ଏହି ସମସ୍ୟାକୁ ଦୂର କରିବା ପାଇଁ ଯୋଡ଼ା ଟାଉନ ଭିତରେ ଯୋଡା-ବାମବେରି ଜାତୀୟ ରାଜପଥରେ ନିର୍ମାଣ ହେବ ଏକ ଫ୍ଲାଏ ଓଭର୍ । ଏସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛି ରାଜ୍ୟ…

କଡକନାଥ କୁକୁଡା ଫାର୍ମ କରିବେ ଧୋନୀ !

ଝାଡଖଣ୍ଡ: ୨୦୧୯ କ୍ରିକେଟ ବିଶ୍ୱକପ ପରେ ଅବସର ନେଇଥିଲେ ମହେନ୍ଦ୍ର ସିଂ ଧୋନୀ । ହେଲେ ଏବେ ବି ଜାରି ରଖିଛନ୍ତି କ୍ରିକେଟ୍ ଖେଳ । ନିକଟରେ ଆଇପିଏଲରେ ତାଙ୍କ ପ୍ରଦର୍ଶନ ଏତେଟା ଭଲ ନଥିଲେ ବି ୨୦୨୧ରେ ସେ ହଳଦିଆ ଜର୍ସିରେ ପୁନର୍ବାର ନଜର ଆସିବେ । ତେବେ କ୍ରିକେଟ ଛଡା ଫାର୍ମିଂରେ ରୁଚି…