Latest Odisha News

BREAKING NEWS

Yearly Archives

2020

୨୦୨୮ ସୁଦ୍ଧା ଅର୍ଥନୀତି କ୍ଷେତ୍ରରେ ଆମେରିକାକୁ ଅତିକ୍ରମ କରିବ ଚୀନ୍‌!

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀରୁ ଦୁଇ ଦେଶର ବିପରୀତ ପୁନରୁଦ୍ଧାର ହେତୁ ପୂର୍ବ ଆକଳନଠାରୁ ପାଞ୍ଚ ବର୍ଷ ପରେ ଚୀନ୍ ୨୦୨୮ ମସିହା ବେଳକୁ ଅର୍ଥନୀତି କ୍ଷେତ୍ରରେ ଆମେରିକାକୁ ପଛରେ ପକାଇବ। କେନ୍ଦ୍ର ଅର୍ଥନୀତି ଏବଂ ବ୍ୟବସାୟ ଅନୁସନ୍ଧାନ କେନ୍ଦ୍ର ଶନିବାର ପ୍ରକାଶିତ ବାର୍ଷିକ ରିପୋର୍ଟରେ…

କରୋନା ପଜିଟିଭ୍ ଚିହ୍ନଟ ପରେ କଟକ ଜିଲ୍ଲାର ଏହି ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

କଟକ: ପୁଣି ଫେରିଲା କଣ୍ଟେନମେଣ୍ଟ । ୧୩ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଗାଁକୁ କଣ୍ଟେନମେଣ୍ଟ ଜୋନା ଘୋଷଣା କରିଛି କଟକ ଜିଲ୍ଲା ପ୍ରଶାସନ । କଣ୍ଟାପଡ଼ା ବ୍ଲକ ପାଟସୁନ୍ଦରପୁର ପଞ୍ଚାୟତର ନୂଆସାହି ଗାଁକୁ ୧୦ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ଉପ-ଜିଲ୍ଲାପାଳ । ଗାଁର ଗୋଟିଏ…

ଦେଶରୁ ୨୪ ଘଣ୍ଟାରେ ୨୨, ୨୭୨ କରୋନା ପଜିଟିଭ୍, ୨୫୧ ମୃତ

ନୂଆଦିଲ୍ଲୀ: ଦେଶରେ ଏବେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ତଳେ ରହିଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରେ ୮ଲକ୍ଷ ୫୩ହଜାର କୋଭିଡ୍ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୨୨ହଜାର ୨୭୨ ନୂଆ ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୧ଲକ୍ଷ ୬୯ହଜାର ୧୧୮କୁ ବୃଦ୍ଧି ପାଇଛି ।…

ଆଜିଠାରୁ ସବରିମାଲା ତୀର୍ଥଯାତ୍ରୀଙ୍କ ପାଇଁ ଆର୍‌ଟି-ପିସିଆର୍‌ ପରୀକ୍ଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ: ସବରିମାଲା ମନ୍ଦିରରେ ଭଗବାନ ଆୟାପ୍ପାଙ୍କ ପରିଦର୍ଶନ କରିବାକୁ ଯାଉଥିବା ଭକ୍ତମାନଙ୍କୁ ଏଣିକି ଆରଟି- ପିସିଆର୍‌ ପରୀକ୍ଷା ଦେବା ବାଧ୍ୟତାମୂଳକ। ପରୀକ୍ଷା ପରେ ଶ୍ରଦ୍ଧାଳୁଙ୍କ କୋଭିଡ-୧୯ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ହିଁ ସେମାନେ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ। ଏ‌…

ଆଈକୁ ହେମଦସ୍ତା ପୁଆରେ ପିଟି ପିଟି ମାରି ଦେଲା ନାତୁଣୀ

ଭଦ୍ରକ: ସାମାନ୍ୟ ଝଗଡ଼ାରୁ ଜଘନ୍ୟ ହତ୍ୟାକାଣ୍ଡ । ଆଈକୁ ହେମଦସ୍ତା ପୁଆରେ ଛେଚି ମାରଦେଲା ନାବାଳିକା ନାତୁଣୀ । ଏଭଳି ଅଭାବନୀୟ ଓ ଚାଞ୍ଚଲ୍ୟକର ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ନପଙ୍ଗ ଗାଁରେ । ମୃତକ ହେଲେ ଗାଁର ଶଶୀ ଦାସ । ପୋଲିସ ନାବାଳିକାଙ୍କୁ ଅଟକ ରଖିବା ସହ…

୨୪ ବର୍ଷରେ ବିଜେଡି, ଦଳ ପାଳୁଛି ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଆଜି ବିଜୁ ଜନତା ଦଳ ପାଳୁଛି ୨୪ତମ ପ୍ରତିଷ୍ଠା ଦିବସ । କୋଭିଡ କଟକଣା ଭିତରେ ପ୍ରତିଷ୍ଠା ଦିବସ ପାଳନ କରୁଛି ବିଜେଡି । ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ କୋଭିଡ୍ କଟକଣା ଭିତରେ ଆୟୋଜିତ ହେବ ସମାବେଶ । ଦଳୀୟ କାର୍ଯ୍ୟାଳୟରେ ସାଧାରଣ ସଭାରେ ଭିଡିଓ କନଫରେନ୍ସିଂ ଜରିଆରେ…

ବନ୍ଧୁକ ଦେଖାଇ ୪୦ ଭରି ସୁନାଗହଣା ଲୁଟ୍, ରାତିରେ କଳାକନା ବୁଲାଇଲେ ଲୁଟେରା

କଳାହାଣ୍ଡି: ପରିବାର ଲୋକଙ୍କ ମୁଣ୍ଡରେ ବନ୍ଧୁକ ରଖି ରାତିରେ କଳାକନା ବୁଲାଇ ଦେଲେ ଲୁଟେରା । ଘରେ ପଶି ସମସ୍ତଙ୍କୁ ଭୟଭୀତ କରାଇ ଦୁର୍ବୃତ୍ତ ଲୁଟି ନେଲେ ୪୦ ଭରି ସୁନା ଗହଣା । କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମୋଟେର ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ଡକାୟତି ହୋଇଛି ।…

ନୀଳକନ୍ଦରରେ ନୀଳମଣିକୁ ଦେଖିଲେ ଶ୍ରୀକ୍ଷେତ୍ରବାସୀ

ପୁରୀ: ଦୀର୍ଘ ୯ ମାସ ପରେ ବଡ଼ଦେଉଳର ରତ୍ନ ସିଂହାସନରେ ଆଖି ଦେଖିଲା ଚକାନୟନ । ଭକ୍ତ ଓ ଭଗବାନଙ୍କ ମିଳିନ ହେଲା । ଆଜିଠାରୁ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ପୁରୀ ବାସିନ୍ଦା । ମାର୍କେଟ ଛକଠାରୁ ବ୍ୟାରିକେଡ୍‌ ଦେଇ ଭକ୍ତମାନେ ସିଂହଦ୍ୱାର ଦେଇ ମନ୍ଦିର ଭିତରେ ପ୍ରବେଶ କରୁଛନ୍ତି । ପ୍ରବେଶ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ ତା ୨୬-୧୨-୨୦୨୦ ଶନିବାର ଆଜି ଦିନର ମହତ୍ତ୍ୱ ଆଜି ୨୦୨୦ମସିହା ଡିସେମ୍ବର ତା ୨୬ ରିଖ ଶନିବାର ଧନୁ ୧୨ ଦିନ ମାର୍ଗଶିର ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥି ଦ୍ଵିଜା ନକ୍ଷତ୍ର ମେଷ ଚନ୍ଦ୍ର ଦିନ ୧୦ଟା ୩୮ ମିନିଟ୍ ପର୍ଯ୍ୟନ୍ତ ତାପରେ କୃତ୍ତିକା ନକ୍ଷତ୍ର ମେଷ ଚନ୍ଦ୍ର ଭୋଗ…

୨୦୨୦ରେ ୱେବ୍ ସିରିଜ୍‌ରେ ଡେବ୍ୟୁ କରିଥିବା ବଲିଉଡ୍‌ ତାରକା

ନୂଆଦିଲ୍ଲୀ: ୨୦୨୦ ଚଳଚ୍ଚିତ୍ର ଶିଳ୍ପ ପାଇଁ ଏକ ବଡ ପ୍ରତିବନ୍ଧକ ସାଜିଛି, କିନ୍ତୁ ଷ୍ଟ୍ରିମିଂ ପ୍ଲାଟଫର୍ମ ପାଇଁ ଚଳିତ ବର୍ଷ ଏକ ବଡ଼ ସଫଳତା ସାଜିଛି। ଲକଡାଉନ୍ ସମୟରେ, ଏହି ପ୍ଲାଟଫର୍ମଗୁଡିକ ଘରେ ରହୁଥିବା ଲୋକଙ୍କ ପାଇଁ ମନୋରଞ୍ଜନର ମାତ୍ରା ହ୍ରାସ କରିନଥିଲେ, ଏହି କାରଣରୁ ଅନେକ ବଲିଉଡ…