Latest Odisha News

BREAKING NEWS

Yearly Archives

2020

ଗଞ୍ଜାମ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କୁ ହେଟକ୍ୱାର୍ଟର ନଛାଡ଼ିବାକୁ ନିର୍ଦ୍ଦେଶ

ଗଞ୍ଜାମ: କରୋନାର ନୂଆ ଷ୍ଟ୍ରେନକୁ ନେଇ ଏବେ ସାରା ବିଶ୍ୱରେ ହଇଚଇ । ଓଡ଼ିଶାକୁ ବି ଗତ ୧୫ ଦିନରେ ବ୍ରିଟେନରୁ ଫେରିଛନ୍ତି ଲୋକ । ଏହାକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କୁ ହେଡକ୍ୱାର୍ଟର ଛାଡିବାକୁ ମନା କରିଛି ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ବିନା ଅନୁମତିରେ ହେଡକ୍ୱାର୍ଟର ନ…

ବ୍ରିଟେନ: ବର୍ତ୍ତମାନ ସୁଦ୍ଧା ୬ ଲକ୍ଷରୁ ଅଧିକ ଲୋକଙ୍କୁ ମିଳି ସାରିଲାଣି କରୋନା ଟିକା

ନୂଆଦିଲ୍ଲୀ: ବର୍ତ୍ତମାନ ପର୍ଯ୍ୟନ୍ତ ବ୍ରିଟେନରେ କରୋନା ମହାମାରୀ ଦ୍ବାରା ୬ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି। ବ୍ରିଟେନ ସରକାର ଗୁରୁବାର କହିଛନ୍ତି ଯେ ବ୍ରିଟେନରେ ୬ ଲକ୍ଷରୁ ଅଧିକ ଲୋକଙ୍କୁ ଫାଇଜର-ବାୟୋଟେକ୍ କରୋନା ଟିକା ଦିଆଯାଇଥିଲା। ଏହି ମାସ ଆରମ୍ଭରେ ବ୍ରିଟେନରେ କରୋନା ଟିକା…

ଆଜି ଦେଶର ୯ କୋଟି ଚାଷୀ ଭାଇଙ୍କ ଆକାଉଣ୍ଟରେ ଜମା ହେବ ୧୮ ହଜାର କୋଟି

ନୂଆଦିଲ୍ଲୀ: ୨୫ ଡିସେମ୍ବର ଅର୍ଥାତ୍‌ ଆଜି ମଧ୍ୟାହ୍ନ ୧୨ ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (ପିଏମ୍‌ କିଷାନ ) ଯୋଜନା ଅଧୀନରେ କୃଷକଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ। ଅର୍ଥାତ୍ ଡିସେମ୍ବର ୨୫ ରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ସପ୍ତମ କିସ୍ତି କୃଷକଙ୍କ…

ରାଉରକେଲାର ଟାୟାର ଗୋଦାମରେ ଅଗ୍ନିକାଣ୍ଡ

ରାଉରକେଲା: ରାଉରକେଲାର ସେକ୍ଟର ୨୧ ରହମତ ନଗର ବସ୍ତିରେ ମଧ୍ୟରାତ୍ରରେ ଏକ ଟାୟାର ଗୋଦାମରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଟାୟାର ଜଳି ନଷ୍ଟ ହୋଇଯାଇଥିବା ବେଳେ ମୃତାହତ ନେଇ ସୂଚନା ମିଳିନାହିଁ। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ତିନୋଟି ଦମକଳ ଗାଡି…

୨୦୨୦ରେ ସାରା ରାଜ୍ୟରେ ଚହଳ ପକାଇଥିବା ପାଞ୍ଚଟି ଚର୍ଚ୍ଚିତ ଅପରାଧ

ଭୁବନେଶ୍ୱର: ଅନେକ ଲୋମହର୍ଷଣକାରୀ ଅପରାଧ ଦେଖିଛି ବର୍ଷ ୨୦୨୦ । ପରୀଠୁ ଆରମ୍ଭ କରି ଆଦିତ୍ୟଙ୍କ ଡେଥ୍ ମିଷ୍ଟ୍ରି । ପୂର୍ବତନ ବିଧାୟକ ଅନୁପ ସାହୁଙ୍କ ଗିରଫଦାରୀ କୁହନ୍ତୁ କି ପାଠକ ବାପା-ପୁଅ ଜେଲ୍ ଯିବା । ପୁଣି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ହାତରେ ପୋଲିସ ହ୍ୟାଣ୍ଡକଫ…

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀ: ବାଜପେୟୀଙ୍କୁ ସ୍ମରଣ କରି ମୋଦୀ କହିଲେ…

ନୂଆଦିଲ୍ଲୀ: ଆଜି ଅର୍ଥାତ୍ ଡିସେମ୍ବର ୨୫ରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀ। ଆଜି ସମଗ୍ର ଦେଶ ବାଜପେୟୀଙ୍କୁ ସ୍ମରଣ କରୁଛି। ତାଙ୍କ ଜନ୍ମ ବାର୍ଷିକୀ ସାରା ଦେଶରେ ପାଳନ କରାଯାଉଛି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ପ୍ରାପ୍ତ ଅଟଳ ବିହାରୀ…

ଦିଲ୍ଲୀରେ ଭୁମିକମ୍ପର ଝଟକା, ଲୋକେ ଭୟଭୀତ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଶୁକ୍ରବାର ଦିନ ସାମାନ୍ୟ ଭୁମିକମ୍ପର ଝଟକା ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର୍ ସେସିମୋଲୋଜିର ରିପୋର୍ଟ ଅନୁଯାୟୀ ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୨.୩ ମପା ଯାଇଥିଲା । ଆହୁରି ମଧ୍ୟ ଏହି ଏଜେନ୍ସିର ରିପୋର୍ଟ ଅନୁଯାୟୀ ଦିଲ୍ଲୀର ନାଗଲୋଇରେ…

ରାଜ୍ୟବାସୀଙ୍କୁ ବଡ଼ଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜି ହେଉଛି ବଡ଼ଦିନ ବା ଖ୍ରୀଷ୍ଟମାସ। ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ। ଯୀଶୁଙ୍କ ସ୍ୱାଗତ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଚାରିଦିଗ। ଲୋକେ ପରସ୍ପରକୁ ଉପହାର ଦେବା ସହିତ ପରସ୍ପରକୁ ବଡ଼ଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି…

ଜାନୁଆରୀ ୭ ରେ ବି ପାଳନ ହୁଏ ବଡ଼ଦିନ, ଜାଣନ୍ତୁ କେଉଁଠି ଓ କାହିଁକି

ଭୁବନେଶ୍ୱର: ଆଜି ଡିସେମ୍ବର ୨୫ ତାରିଖ। ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ଏହିଦିନ ତାଙ୍କ ଜନ୍ମ ଯୋଗୁଁ ସମଗ୍ର ବିଶ୍ୱରେ ଏହାକୁ ବଡ଼ଦିନ ବା ଏକ୍ସ-ମାସ ରୂପରେ ପାଳନ କରାଯାଏ । ତେବେ ସମଗ୍ର ବିଶ୍ୱରେ ବଡ଼ଦିନକୁ ଡିସେମ୍ବର ୨୫ରେ ପାଳନ କରାଯାଉଥିବା ବେଳେ କିଛି ସ୍ଥାନରେ ଏହାକୁ…

କ୍ରିସ୍ମସ୍ ଟ୍ରି ବା ବଡ଼ଦିନ ଗଛ ସମ୍ପର୍କରେ ଜାଣନ୍ତୁ କିଛି ଅଜଣା କଥା..  

ଭୁବନେଶ୍ୱର: କ୍ରିସ୍ମସ୍ ଟ୍ରି ବା ବଡ଼ଦିନ ଗଛ। ଏକ କୋନାକାର ଗଛ ଯାହାକୁ ବଡ଼ଦିନ ଉପଲକ୍ଷେ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ସଜେଇ ଥାଆନ୍ତି । ପାଇନ୍ ଜାତୀୟ କୌଣସି ଗଛର ଅଂଶ ବା କୃତ୍ରିମ ଗଛକୁ ବଡ଼ଦିନ ଉପଲକ୍ଷେ ସଜାଇବାର ପ୍ରଥା ଉତ୍ତର ୟୁରୋପରୁ ଆରମ୍ଭ ହୋଇଥିଲା । ମଧ୍ୟଯୁଗୀୟ ଲିଭୋନିଆରେ…