Latest Odisha News

BREAKING NEWS

Yearly Archives

2020

ସାରି ଦିଅନ୍ତୁ ଜରୁରୀକାମ; ନଭେମ୍ବରରେ ୧୦ ରୁ ଅଧିକ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ଯଦି ଆପଣଙ୍କର ବ୍ୟାଙ୍କରେ କିଛି ଜରୁରୀ କାର୍ଯ୍ୟ ରହିଯାଇଥାଏ ତେବେ ଯଥା ଶୀଘ୍ର ଏହାକୁ ସାରି ଦିଅନ୍ତୁ। ନଭେମ୍ବର ମାସରେ ଅନେକ ପର୍ବପର୍ବାଣି ପଡ଼ୁଥିବାରୁ କିିଛି ଦିନ ବ୍ୟାଙ୍କ ବନ୍ଦ ରହିବା ନେଇ ସୂଚନା ମିଳିଛି। ଦୀପାବଳି, କାଳୀପୂଜା, ଛଟ୍‌ ପୂଜା ସମେତ ଅନ୍ୟାନ୍ୟ…

ଦେଢ଼ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ: ଦେଢ଼ କୋଟିରୁ ଅଧିକ ଟଙ୍କା ଗଞ୍ଜେଇ ଜବତ । ଦୁଇଟି ସ୍ଥାନରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି କୋରାପୁଟ ଜିଲ୍ଲା ପୋଲିସ । ଜୟପୁରର ଦୁଇଟି ସ୍ଥାନରୁ ୧୩ କ୍ୱିଣ୍ଟାର ଗଞ୍ଜେଇ ଜବତ କରାଯାଇଛି । କୋରାପୁଟ-ମାଲକାନଗିରି ସୀମାନ୍ତ ହନୁମାଲ ଗାଁର ନିର୍ମାଣଧୀନ ଘରୁ ୮କୁଇଣ୍ଟାଲ…

ଆଜିଠୁ ଆରମ୍ଭ ଧର୍ମମାସ କାର୍ତ୍ତିକ; ପୁରୀରେ ମହାପ୍ରସାଦ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ପୁରୀ: ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ମାସ ତା ସହ କାର୍ତ୍ତିକ ବ୍ରତ ମଧ୍ୟ ଆରମ୍ଭ ହୋଇଛି । ଏହାକୁ ଦୃଷ୍ଟିରେ ରଖି ସିଂହଦ୍ବାର ସମ୍ମୁଖରେ ବ୍ୟାରିକେଡ କରାଯାଇଛି । ତେବେ ମହାପ୍ରଭୁଙ୍କ ଦର୍ଶନ ଉପରେ କଟକଣା ଥିବାରୁ ଶ୍ରଦ୍ଧାଳୁ ମାନେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ପ୍ରଦକ୍ଷଣ…

ଆସ ବୁଲିଯିବା ଶିମିଳିପାଳ: ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଅଭୟାରଣ୍ୟ

ମୟୂରଭଞ୍ଜ: ସାତ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ । କୋଭିଡ ଯୋଗୁ ବନ୍ଦ ରହିଥିଲା ଅଭୟାରଣ୍ୟ । ଏବେ ଖୋଲିଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ତେବେ କୋଭିଡ୍ କଟକଣା ଭିତରେ ପର୍ଯ୍ୟଟକ ଶିମିଳିପାଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରି ପାରିବେ ।…

ଆଜି ସରୁଛି ପ୍ରଚାର: ଦୁଲୁକୁଛି ବାଲେଶ୍ୱର ଓ ତିର୍ତ୍ତୋଲ ବ୍ୟାଟଲ୍ ଗ୍ରାଉଣ୍ଡ

ଭୁବନେଶ୍ୱର: ହାତରେ ରହିଲା ଆଉ ମାତ୍ର କେଇ ଘଣ୍ଟାର ସମୟ । ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି ସରିବ ପ୍ରଚାର । ଭୋଟରଙ୍କୁ ମନାଇବା ପାଇଁ ପ୍ରାର୍ଥୀଙ୍କ ପାଖରେ ଶେଷ ସୁଯୋଗ ରହିଛି । ନିଜ ସପକ୍ଷରେ ଜନମତ ସୃଷ୍ଟି କରିବାକୁ ଲାଗି ପଡ଼ିଛନ୍ତି ତିନି ପ୍ରମୁଖ ଦଳ ବିଜେଡି,…

ଯାଜପୁରରେ ଟ୍ରାକ୍ଟର ଓଲଟି ଜଣଙ୍କର ମୃତ୍ୟୁ

ଯାଜପୁର : ଯାଜପୁର ଜିଲ୍ଲା ଯାଜପୁର ରୋଡ଼ ଥାନା ନେଳିବାରୀ ନିକଟରେ ଦୁର୍ଘଟଣା। ଭାରସାମ୍ଯ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଲା ଟ୍ରାକ୍ଟର। ଫଳରେ ଘଟଣାସ୍ଥଳରେ ଟ୍ରାକ୍ଟର ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ସ୍ଥାନୀୟ ମୁଣ୍ଡମାଳ ଅଞ୍ଚଳର ଗଣେଷ ବେହେରା ବୋଲି ଜଣାପଡିଛି। ସେ ଆଜି ସକାଳୁ…

ସୋଆ ବିଶ୍ୱବିଦ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ

ଭୁବନେଶ୍ୱର: ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌ଙ୍କ ଜନ୍ମ ବାର୍ଷିକି ଅବସରରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଉଥିବା ବେଳେ ଏହି ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)ର ଏନଏସଏସ ଶାଖା ଆନୁକୂଲ୍ୟରେ ଏହି ସ୍ୱତନ୍ତ୍ର ଦିବସ ପାଳନ କରାଯାଇଛି। ସୋଆ କୁଳପତି…

ବିରଜା ମହାପାତ୍ରଙ୍କ ଉପନ୍ୟାସ ‘ସାରିଆ ନାନୀ’ ଉନ୍ମୋଚିତ

ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ପ୍ରକାଶିତ ବିଶିଷ୍ଟ ଲେଖକ ବିରଜା ମହାପାତ୍ରଙ୍କ ପ୍ରଥମ ଉପନ୍ୟାସ 'ସାରିଆ ନାନୀ' ଉନ୍ମୋଚିତ ହୋଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ର ସୂଚନା ଓ ପ୍ରସାରଣ ମହାନିର୍ଦ୍ଦେଶକ ଡ. ଉମାକାନ୍ତ ମିଶ୍ର ଓ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ   ତା୧- ୧୧-୨୦୨୦ ରବିବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ନଭେମ୍ବର ତା ୧ ରିଖ ରବିବାର ତୁଳା ୧୬ ଦିନ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ପ୍ରତିପଦା ତିଥି ଦ୍ଵିଜା ନକ୍ଷତ୍ର ମେଷ ଚନ୍ଦ୍ର   ଘାତ ବାର-: ମେଷ ରାଶିର     ଘାତ ଚନ୍ଦ୍ର-:ମେଷ ରାଶିର     ଆଜି: ପାଣି…

ନିଜ ଚାକିରୀ ପାଇଁ ନିଜକୁ ଦେଲେ ବଳି !

ତାମିଲନାଡୁ: ବ୍ୟାଙ୍କ ଚାକିରୀ ପାଇଁ ଦେଇଥିଲେ ବଳି । ହେଲେ ଚାକିରୀ କରିବାକୁ ନଥିଲା ଦେହରେ ଜୀବନ । ଚାକିରୀ ପାଇଁ ଜଣେ ପାଠ ପଢୁଆ ବ୍ୟକ୍ତିଙ୍କର କାରନାମା ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ତାମିଲନାଡୁରେ ଘଟିଥିବା ଏହି ଘଟଣାରେ ଖୋଦ ବଳି ପକାଇଥିବା ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ତେବେ…