Latest Odisha News

BREAKING NEWS

Yearly Archives

2020

ସଇତାନଠୁ ବି ନୃଶଂସ, ୯୦ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ

ତ୍ରିପୁରା: ପୁଣି ଏକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ତ୍ରିପୁରାରେ ଛାତି ଥରାଇଦେଲା ଭଳି ଘଟଣାରେ ଜଣେ ବୟସ୍କ ମହିଳାଙ୍କ ସହ ହୋଇଛି ଗଣଦୁଷ୍କର୍ମ । ଅକ୍ଟୋବର ୨୪, ଶନିବାର ଦିନ ଏହି ଘୃଣ୍ୟ ଘଟଣା ଘଟିଥିଲାବେଳେ ଗୁରୁବାର ଥାନାରେ ମାମଲା ଦାୟର ହୋଇଛି । ଉତ୍ତର ତ୍ରିପୁରାର ବାରହାଲ୍ଡି…

ବିଶ୍ୱର ୨ ନମ୍ବର ଖେଳାଳି ସିମୋନା ହାଲେପ କୋଭିଡ-୧୯ ପଜିଟିଭ

ବୁଚାରେଷ୍ଟ: ବିଶ୍ୱର ୨ ନମ୍ବର ମହିଳା ଟେନିସ ଖେଳାଳି ସିମୋନା ହାଲେପ କୋଭିଡ-୧୯ ପଜିଟିଭ ଥିବା ଜଣାପଡିଛି । ରୋମାନିଆର ହାଲେପ ନିଜେ ଟୁଇଟ କରି ପ୍ରଶଂସକଙ୍କୁ ଏ ସମ୍ପର୍କରେ ଜଣାଇଛନ୍ତି । ମୁଁ ଏବେ ଏକାନ୍ତବାସରେ ରହିଛି । ମୋ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ଟେଷ୍ଟ କରାଇ ନେବା ପାଇଁ ସେ…

ନଭେମ୍ବର ୨ରୁ ୧୭ଟି ରୁଟ୍‌ରେ ଗଡିବ ‘ମୋ ବସ୍‌’

ଭୁବନେଶ୍ୱର: ନଭେମ୍ବର ୨ରୁ ଭୁବନେଶ୍ୱରର ୧୭ଟି ରୁଟରେ ଗଡିବ ‘ମୋ ବସ୍‌’ । ଏନେଇ କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ ତଥା କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ ରୁଟ୍‌ ନମ୍ବର ୧୧, ୧୨, ୧୬, ୧୭, ୧୮, ୧୯, ୨୦, ୨୨, ୨୩, ୨୪, ୨୫, ୨୭, ୨୮, ୩୦, ୩୩, ୫୦ ଓ ୭୦ରେ ମୋ…

ଓଡିଶାରୁ ସୁସ୍ଥ ହେଲେ ଆଉ ୧୯୧୧ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୯୧୧ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । https://twitter.com/HFWOdisha/status/1322527655892189184?s=19…

ରାଜଧାନୀରେ ୫୮ ବର୍ଷର ରେକର୍ଡ ଭାଙ୍ଗିଲା ଶୀତ

ନୂଆଦିଲ୍ଲୀ: ଥଣ୍ଡାରେ ଥରୁଛି ରାଜଧାନୀ । ଶୀତ ଋତୁ ଆରମ୍ଭରୁ ହିଁ ହାଡ ଭଙ୍ଗ ଶୀତ ଅନୁଭୂତ ହେଲାଣି ରାଜଧାନୀ ଦିଲ୍ଲୀରେ । ସ୍ଥିତି ଏପରି ହୋଇଛି ଯେ, ଅକ୍ଟୋବର ମାସରୁ ହିଁ ଶୀତ ୫୮ ବର୍ଷର ରେକର୍ଡ ଭାଙ୍ଗିଛି । ୫୮ ବର୍ଷ ମଧ୍ୟରେ ଅକ୍ଟୋବର ମାସରେ କେବେବି ଦିଲ୍ଲୀରେ ଏତେ ଭୟଙ୍କର ଥଣ୍ଡା ଅନୁଭୂତ…

ପ୍ୟାରିସରେ ୭୦୦କିମି. ଲମ୍ବା ଟ୍ରାଫିକ୍ ଜାମ୍‌

ପ୍ୟାରିସ: ଫ୍ରାନ୍ସର ପ୍ୟାରିସରେ ୭୦୦କିମି. ଲମ୍ବର ଟ୍ରାଫିକ୍ ଜାମ୍ କୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ସୂଚନା ଅନୁଯାୟୀ କରୋନା ସଂକ୍ରମଣ ମାମଲା ବଢୁଥିବା ଯୋଗୁଁ ଦେଶରେ ୪ ସପ୍ତାହ ଲାଗି ଲକଡାଉନ୍ ଘୋଷଣା କରାଯାଇଛି । ଗତ ଗୁରୁବାର ରାତିରେ ଏହି ଘୋଷଣା ହେବା ପରେ ପ୍ୟାରିସ ଓ ତା’ ଆଖପାଖ…

ବକ୍ସିଂ ରିଙ୍ଗକୁ ଫେରିବେ ଦୁଇ ମହାରଥୀ ଟାଇସନ ଓ ରୟ ଜୋନ୍ସ

ଲସଆଞ୍ଜେଲ୍ସ:ବକ୍ସିଂ ଇତିହାସର ଦୁଇ ମହାରଥୀ ପୁନର୍ବାର ରିଙ୍ଗକୁ ଫେରିବେ । ଏହି ଦୁଇ ଜଣ ହେଲେ ମାଇକ ଟାଇସନ ଓ ରୟ ଜୋନ୍ସ ଜୁନିୟର । ନଭେମ୍ବର ୨୮ରେ ଲସଆଞ୍ଜେଲ୍ସର ଷ୍ଟାପଲ୍ସ ସେଂଟରରେ ଏହି ବାଉଟ ଆୟୋଜିତ ହେବ । ଏହା ଏକ ପ୍ରଦର୍ଶନୀ ଫାଇଟ ହୋଇଥିଲେ ମଧ୍ୟ ଆମେ ଉଚ୍ଚକୋଟୀର ପ୍ରଦର୍ଶନ କରିବା…

ଡିଜିଟାଲ କୃଷି ପରାମର୍ଶ ବଦଳାଇ ଦେଲା ଦେବଗଡର ଭୂପେନଙ୍କ ଭାଗ୍ୟ

ଭୁବନେଶ୍ୱର : ଦେବଗଡର ତିଲେଇବଣି ବ୍ଲକ କୁମୁରାପାଲି ଗାଁର ଚାଷୀ ଭୂପେନ କୁମୁରା । ଦିନ ଥିଲା ଭୂପେନ ପାଠ ପଢା ସାରିବା ପରେ ଗୁଜରାଟର ସିଲଭାଷା ଯାଇ ଏକ ବେସରକାରୀ ସଂସ୍ଥାରେ କାମ କରୁଥିଲେ । କିନ୍ତୁ ସେଠାରୁ ଯାହା ଦରମା ପାଉଥିଲେ ତାହା ପରିବାର ଚଳାଇବା ସହ ନିଜେ ଚଳିବା ଅସମ୍ଭବ ହୋଇପଡୁଥିଲା…

୨ ବର୍ଷର ଶିଶୁକନ୍ୟାକୁ ପୋଲିସ ଦେଲା ସିଗାରେଟ୍ ଚେଙ୍କ !

ଛତିଶଗଡ: ଶନିବାର ପୋଲିସକୁ ଗିରଫ କରିଛି ଖୋଦ ପୋଲିସ । ବାଲୋଦ ଜିଲ୍ଲାରେ ଜଣେ ପୋଲିସ କନେଷ୍ଟବଳ ୨ ବର୍ଷର ଶିଶୁକନ୍ୟାକୁ ସିଗାରେଟ୍ ଚେଙ୍କ ଦେବା ଭଳି ଅଭିଯୋଗ ସାମ୍ନାକୁ ଆସିଛି । ଘଟଣାଟି ଅବିଶ୍ୱାସ ଲାଗୁଥିଲେ ବି ଏ ନେଇ ଅପମାନ ମୁଣ୍ଡାଇବାକୁ ବାଧ୍ୟ ହୋଇଛି ଛତିଶଗଡ ପୋଲିସ । ପ୍ରଥମେ…

ଏକ ମାସ ମଧ୍ୟରେ ୧୨ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ!

ବୁଗୁଡା: ସୁରାଟର ବିଭିନ୍ନ ଫ୍ୟାକ୍ଟେରୀରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ମଧ୍ୟରୁ ପ୍ରାୟ ଏକ ମାସ ମଧ୍ୟରେ ୧୨ ଜଣ ଶ୍ରମିକଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ବେଳେ ଫ୍ୟାକ୍ଟେରୀ ମାଲିକ ବୃନ୍ଦ କୌଣସି କ୍ଷତିପୂରଣ ଦେଉନଥିବା ଅଭିଯୋଗ କରିଛନ୍ତି ସୁରତ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ସଭାପତି…