ପ୍ରୟାଗରାଜ ଇଫକୋରେ ଆମୋନିଆ ଗ୍ୟାସ୍ ଲିକ୍: ୨ଅଧିକାରୀ ମୃତ, ୨୦ ଅସୁସ୍ଥ
ପ୍ରୟାଗରାଜ: ଉତରପ୍ରଦେଶ ପ୍ରୟାଗରାଜରେ ଥିବା ଇଣ୍ଡିଆନ କମର୍ସ ଫର୍ଟିଲାଇଜର କୋ ଅପରେଟେଭି ଲିମିଟେଡ (ଆଇଏଫସିଓ) ବଡ ଧରଣର ଦୁର୍ଘଟଣା ଘଟିଛି । ୟୂରିଆ ଉତ୍ପାଦନ କରାଯାଉଥିବା ବେଳେ ଆମୋନିଆ ଗ୍ୟାସ ଲିକ୍ ହେବା ଯୋଗୁ ୨ ଅଧିକାରୀ ଆସିଷ୍ଟାଂଟ ମ୍ୟାନେଜର ବିପି ସିଂ ଓ ଡେପୁଟି ମ୍ୟାନେଜର…