ଭୁବନେଶ୍ୱର ଓ ବାଙ୍ଗାଲୋର ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ
ଭୁବନେଶ୍ୱର: ରେଳ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତା ଅକ୍ଟୋବର ମାସ ୧୨ ତାରିଖ ଠାରୁ ଭୁବନେଶ୍ୱରରୁ ଏବଂ ୧୩ ତାରିଖ ଠାରୁ ବାଙ୍ଗାଲୋରରୁ ଏକ ସ୍ୱତନ୍ତ୍ର ଟ୍ରେନ ଭୁବନେଶ୍ୱର-ବାଙ୍ଗାଲୋର-ଭୁବନେଶ୍ୱର ମଧ୍ୟରେ ଚଳାଚଳ ପାଇଁ ନିଷ୍ପତ୍ତି ନିଆଯାଇଅଛି।
୦୮୪୬୩ ଭୁବନେଶ୍ୱର-ବାଙ୍ଗାଲୋରର ସ୍ୱତନ୍ତ୍ର…