୫ ଜି ଟେକ୍ନୋଲୋଜି ପାଇଁ ଭାରତ-ଜାପାନ ମଧ୍ୟରେ ବୁଝାମଣା, ଚୀନ ଆଉଟ
ନୂଆଦିଲ୍ଲୀ: ୫ଜି ଟେକ୍ନୋଲୋଜି ନେଇ ଭାରତ-ଜାପାନ ମଧ୍ୟରେ ଚୁକ୍ତି ସ୍ୱାକ୍ଷାରିତ ହୋଇଛି । ପୂର୍ବରୁ ଏହି ସବୁ ଜ୍ଞାନକୌଶଳ ପାଇଁ ଚୀନକୁ ଭାରତ ବିଭିନ୍ନ ପ୍ରକଳ୍ପ ଦେଇଥିଲା । ଚୀନର କମ୍ପାନୀଗୁଡିକୁ ଧିରେ ଧିରେ ଏହି ସବୁ ପ୍ରକଳ୍ପରୁ ବାଦ୍ ଦିଆଯାଉଛି।
ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ…