Latest Odisha News

BREAKING NEWS

Yearly Archives

2020

ରସିକିଆ ଇଞ୍ଜିନିୟର ବାବୁ; ପାଞ୍ଚଦିନରେ ବାହା ହେଲେ ଦୁଇ ଥର

ନୂଆଦିଲ୍ଲୀ: ପ୍ରତିଦିନ ଦେଶରେ କିଛି ନା କିଛି ଅସାଧାରଣ ଘଟଣା ଘଟୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ସେହିଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶରେ। ମଧ୍ୟପ୍ରଦେଶରେ ଜଣେ ସଫ୍ଟୱେୟାର ଇଞ୍ଜିନିୟର ପାଞ୍ଚ ଦିନରେ ଦୁଇ ଦୁଇଟି ବିବାହ କରିଥିବା ଖବର ସାମ୍ନାକୁ ଆସିଛି। ଇଞ୍ଜିନିୟର ଜଣଙ୍କର ଏହି…

GST ଠକେଇ: ରାଉରକେଲାର ୪ଟି ସ୍ଥାନରେ ରେଡ୍, ୨ ବ୍ୟବସାୟୀ ଅଟକ

ରାଉରକେଲା: ଜିଏସଟି ଠକେଇ ନେଇ ରାଉରକେଲାରେ ଚଢ଼ାଉ । ବନ୍ଧମୁଣ୍ଡା, ବାସନ୍ତୀ କଲୋନୀ, ଛେଣ୍ଡ କଲୋନୀ ସମେତ ୪ଟି ସ୍ଥାନରେ ଜିଏସଟି ବିଭାଗ ଚଢ଼ାଉ କରିଛି । ୨ଜଣ ବ୍ୟବସାୟୀଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି । ୪୨ କୋଟି ଟଙ୍କା ଜିଏସଟି ଠକିଥିବା ଅଭିଯୋଗରେ ସେମାନଙ୍କୁ ଅଟକ ରଖି ପଚରାଉଚରା…

ଦେଶରେ କରୋନାରୁ ସୁସ୍ଥ ହେଲେଣି ୯୫% ଆକ୍ରାନ୍ତ, ୨୪ ଘଣ୍ଟାରେ ୨୪,୩୩୭ ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ କୋଟିଏ ପାର କରିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏବେ ଦୈନିକ ପଜିଟିଭ୍ କେସ୍ ନିୟନ୍ତ୍ରଣ ଭିତରେ ରହିଛି । ଗତ ୨୪ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୪ହଜାର ୩୩୭ କରୋନା ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୫୫ହଜାର ୫୬୦କୁ ବୃଦ୍ଧି ପାଇଛି । ଦେଶରେ…

ମାଓବାଦୀଙ୍କ ଦିନିକିଆ ମାଲକାନଗିରି ବନ୍ଦ ଡାକରା

ମାଲକାନଗିରି: ଏନକାଉଣ୍ଟରକୁ ବିରୋଧ କରି ମାଲକାନଗିରି ଜିଲ୍ଲାରେ ଲାଲବାହିନୀର ଦିନିକିଆ ବନ୍ଦ ଡାକରା । ଆନ୍ଧ୍ର-ଓଡିଶା ବର୍ଡର ଜୋନାଲ କମିଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ସିଙ୍ଗରାମ ଜଙ୍ଗଲରେ ହୋଇଥିବା ଏନକାଉଣ୍ଟରକୁ ବିରୋଧ କରିଛନ୍ତି ମାଓବାଦୀ । ସିଙ୍ଗରାମ ଏନକାଉଣ୍ଟରରେ ୨ କ୍ୟାଡର…

ଆସନ୍ତାକାଲିଠାରୁ ଆରମ୍ଭ ହେବ ‘ଭାରତ ଅନ୍ତର୍ଜାତୀୟ ବିଜ୍ଞାନ ମହୋତ୍ସବ’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ୨୨ ଡିସେମ୍ବରରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭାରତ ଆନ୍ତର୍ଜାତୀୟ ବିଜ୍ଞାନ ମହୋତ୍ସବ ୨୦୨୦କୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀ ମୋଦୀ ଅପରାହ୍ନ ୪.୩୦ରେ ସମ୍ବୋଧିତ କରିବେ। ରିପୋର୍ଟ ଅନୁଯାୟୀ, ଏହି ମହୋତ୍ସବ ଡିସେମ୍ବର…

ଖୋର୍ଦ୍ଧା ପୌର ପରିଷଦ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ପୌର ପରିଷଦର ଟ୍ୟାକ୍ସ ସଂଗ୍ରହ କର୍ମଚାରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ରେଡ୍ ହୋଇଛି । ସଂପୃକ୍ତ କର୍ମଚାରୀ ହେଉଛନ୍ତି ସଦାଶିବ ସ୍ୱାଇଁ । ତାଙ୍କର ଗୁରୁଜଙ୍ଗ ବାସଭବନ ଓ ଏନ୍ୟ ଏକ ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢାଉ କରୁଥିବା…

ଆଜି ରାଜ୍ୟରେ ସବୁ ଏସପି ଅଫିସ ଘେରାଉ କରିବ କଂଗ୍ରେସ

ଭୁବନେଶ୍ୱର: ପରୀ ହତ୍ୟାକାଣ୍ଡ, ରାଜ୍ୟରେ ଶିଶୁ ନିଖୋଜ ଓ ନାବାଳିକା ଦୁଷ୍କର୍ମ ଭଳି ଘଟଣା ବଢୁଛି । ଏହାର ପ୍ରତିବାଦରେ ଆଜି କଂଗ୍ରେସ ରାଜ୍ୟର ସବୁ ଏସପିଙ୍କ ଅଫିସ ଘେରାଉ କରିବ । ଏଥିରେ ସାମିଲ ହେବେ କଂଗ୍ରେସ ନେତା ଓ କର୍ମୀ । ଭୁବନେଶ୍ୱରରେ ପୋଲିସ କମିଶନର କାର୍ଯ୍ୟାଳୟ ନିକଟରେ…

ପରୀ ପାଇଁ ବିଜେପି ପଦଯାତ୍ରାର ଆଦି ଦ୍ୱିତୀୟ ଦିନ

ଭୁବନେଶ୍ୱର: ନୟାଗଡ଼ ନାବାଳିକା ପରୀକୁ ନ୍ୟାୟ ଦେବାକୁ ବିଜେପି ଆରମ୍ଭ କରିଥିବା ପଦଯାତ୍ରାର ଆଜି ଦ୍ୱିତୀୟ ଦିନ । ଆଜି ଯାଆଁଳାରୁ ପଦଯାତ୍ରା ନୟାଗଡ଼ ଯଦୁପୁର ଅଭିମୁଖେ ବାହାରିବ । ଗତକାଲି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରୁ ଏହି ପଦଯାତ୍ରା ବାହାରି ଯାଆଁଳା ଯାଏ ଯାଇଥିଲା । ପାଞ୍ଚ ଦିନରେ…

କାଳ ହେଲା ବଣଭୋଜି; ବ୍ରାହ୍ମଣୀ ନଦୀରେ ବୁଡି ଏନଏସଜି ଯବାନ ମୃତ

ଲହୁଣିପଡା: କାଳ ହେଲା ବଣଭୋଜି। ସାଙ୍ଗମାନଙ୍କ ସହ ଜଳକ୍ରୀଡ଼ା କରୁଥିବା ବେଳେ ବ୍ରାହ୍ମଣୀ ନଦୀରେ ବୁଡ଼ି ଜଣେ ଯବାନଙ୍କ ମୃତ୍ୟୁ ହୋଇଛି।ମୃତ ଯବାନ ଜଣଙ୍କ ହେଉଛନ୍ତି କେ.ବଲାଙ୍ଗ ଥାନା ଅନ୍ତର୍ଗତ କୁଡାପଡ଼ା ଗ୍ରାମର ମାନସ ରଞ୍ଜନ ମାହାନ୍ତ । ସେ ଭାରତୀୟ ସେନାର ଏନ୍‌ଏସ୍‌ଜିରେ କାର୍ଯ୍ୟରତ…

ପରୀ ହତ୍ୟା ଘଟଣାର ଗିରଫ ଅଭିଯୁକ୍ତଙ୍କୁ ଆଜି ପକସୋ କୋର୍ଟରେ ହାଜର କରିବ କ୍ରାଇମବ୍ରାଞ୍ଚ

ନୟାଗଡ: ପରୀ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତକୁ ଆଜି ନୟାଗଡ଼ ପକସୋ କୋର୍ଟରେ ହାଜର କରାଇବ କ୍ରାଇମବ୍ରାଞ୍ଚ । ଗତକାଲି ତାଙ୍କୁ ଗିରଫ କରାଯାଇଥିଲା । ନୟାଗଡ଼ ନାବାଳିକା ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଯଦୁପୁର ଗାଁରୁ ଜଣଙ୍କୁ ଗିରଫ କରିଥିବା ସୂଚନା ଦେଇଥିଲା । ତେବେ ଅଭିଯୁକ୍ତଙ୍କ ନାଁ…