Latest Odisha News
Yearly Archives

2020

ଜାଡ଼ରେ ଥରୁଛି ଓଡ଼ିଶା; ଫୁଲବାଣୀରେ ୬ ଡିଗ୍ରୀ ତଳେ ପାରଦ

ଭୁବନେଶ୍ୱର: ଖସୁଛି ପାରଦ ବଢୁଛି ଥଣ୍ଡା। ହାଡ଼ଭଙ୍ଗା ଶିତରେ ଥରୁଛି ଓଡିଶା। ପ୍ରାୟ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ଟୱଲେ ରହିଛି। କନ୍ଧମାଳରେ ୩ ବର୍ଷର ରେକର୍ଡ଼ ଭାଙ୍ଗିଛି ଶୀତ। ସୂଚନାନୁସାରେ ଫୁଲବାଣୀରେ ପାରଦ ୫.୫ ଡିଗ୍ରିକୁ ଖସିଆସିଛି ଯାହାକି ଏବେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା…

ସମ୍ବଲପୁରରେ ଟ୍ରେନ ଧକ୍କାରେ ପ୍ରାଣ ହରାଇଲେ ଗଜରାଜ

ସମ୍ବଲପୁର: ସମ୍ବଲପୁର ରେଳ ଷ୍ଟେସନ ଅଧୀନ ମାନେଶ୍ୱର ଷ୍ଟେସନ ନିକଟରେ ପୁରୀ ସୁରଟ ଏକ୍ସପ୍ରେସ ଏକ ଦନ୍ତା ହାତୀକୁ ଧକ୍କା ଦେଇଥିବା ସୁଚନା ମିଳିଛି। ରବିବାର ରାତି ପ୍ରାୟ ୧ଟା ୩୮ମିନିଟ ସମୟରେ ଘଟିଥିବା ଏହି ଘଟଣାରେ ଉକ୍ତ ଦନ୍ତା ହାତୀଟିର ମୃତ୍ୟୁ ହୋଇଥିବା ଜଣାପଡିଛି। ଅନ୍ୟପଟେ ହାତୀକୁ…

ଚାଷ ଦେଲା ଜୀବିକାକୁ ସଂଜୀବନୀ, ଏଥର ସଂଜୀବ କହିବେ ‘ମୁଁ କେମିତି ହେଲି ସଫଳ’

ଦେବଗଡ : ରିଆମାଳ ଅଂଚଳର ସଫଳ ଚାଷୀ ସଞ୍ଜିବ  ପ୍ରଧାନ । ଯୁକ୍ତ ୨ ପାସ ପରେ ଗତ ୧୦ ବର୍ଷ ହେବ ଚାଷକାର୍ଯ୍ୟ କରିଆସୁଛନ୍ତି । ପୂର୍ବରୁ ତାଙ୍କର ଚାଷ କାମରେ ଅଭିଜ୍ଞତା ନ ଥିବାରୁ ଚାଷ କାର୍ଯ୍ୟରେ ସଫଳ ପାଇପାରୁ ନଥିଲି । ହେଲେ ସବୁବେଳେ ନୂତନ କୌଶଳ ଏବଂ ବୈଜ୍ଞାନିକ ପଦ୍ଧତିରେ କିପରି ଅଧିକ…

ପର୍ଯ୍ୟଟକଙ୍କ ପାଇଁ ସ୍ବର୍ଗ ପାଲଟିଛି କେନ୍ଦୁଝର ଜିଲ୍ଲାର ଏହି ଦୁଇ ଜଳପ୍ରପାତ

ଭୁବନେଶ୍ୱର: ସ୍ୱାଗତର ଦ୍ୱାର ଦେଶରେ ନବବର୍ଷ। ବର୍ଷ ତମାମ ଅନେକ ଘାତ ପ୍ରତିଘାତ ଦେଖିଥିବା ଲୋକେ ଏହି ବାହାନାରେ ଟିକିଏ ମଉଜ କରିନେବେ। କୋଭିଡ ଗାଇଡ଼ଲାଇନ ସହ ସରକାର ପର୍ଯ୍ୟଟନ ସ୍ଥଳୀ ଗୁଡିକୁ ଖୋଲିବାକୁ ଅନୁମତି ମଧ୍ୟ ଦେଇଛନ୍ତି। ଏହି ୨୦୨୦ ବର୍ଷକୁ ବିଦାୟ ଦେବା ସହିତ ନୂତନ ବର୍ଷର…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ  ତା ୨୧-୧୨-୨୦୨୦ ସୋମବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ଡିସେମ୍ବର ତା ୨୧ ରିଖ  ସୋମବାର ଧନୁ ୭ ଦିନ ମାର୍ଗଶିର ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥି ପୂର୍ବ ଭାଦ୍ରପଦ ନକ୍ଷତ୍ର କୁମ୍ଭ ଚନ୍ଦ୍ର     ଘାତ ବାର-: ମିଥୁନ ରାଶିର   ଘାତ ଚନ୍ଦ୍ର-: ମିଥୁନ ରାଶି ପୁରୁଷ…

[ଭିଡ଼ିଓ] ପୋଲିସକୁ ଅପରାଧିଙ୍କ ଖୋଲା ଚ୍ୟାଲେଞ୍ଜ,ରାଜରାସ୍ତାରେ ଚାଲିଛି ଲୁଟପାଟ୍; କ୍ୟାମେରାରେ କଏଦ ହେଲା ଦୃଶ୍ୟ

ଯାଜପୁର: ରାଜରାସ୍ତାରେ ଲୁଟ ଉଦ୍ୟମର ଲାଇଭ୍ ଭିଜୁଆଲ୍। ଭାଇରାଲ ହେଉଛି ଭିଡିଓ। ଦେଖନ୍ତୁ ଏହି ଦୃଶ୍ୟକୁ। କିଭଳି ଏକ କାର କୁ ଅଟକାଇ ଲୁଟ କରିବାକୁ ଉଦ୍ୟମ କରୁଛନ୍ତି ଦୁର୍ବୃତ୍ତ। ଯାହା କାର ରେ ଲାଗିଥିବା ଡେସବୋର୍ଡ କ୍ୟାମେରାରେ କଏଦ ହୋଇଛି। https://youtu.be/6E2Fc5YvD-Y ଏ…

ଆଇସିସି ର‌୍ୟାଙ୍କିଙ୍ଗ: ସ୍ମିଥଙ୍କ ନିକଟତର ହେଲେ କୋହଲି

ଦୁବାଇ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ ମଧ୍ୟ ସଦ୍ୟ ପ୍ରକାଶିତ ଆଇସିସି ର‌୍ୟାଙ୍କିଙ୍ଗରେ ଅଧିନାୟକ ବିରାଟ କୋହଲିଙ୍କ ଉନ୍ନତି ଘଟିଛି । କୋହଲି ୭୪ ରନର ଇନିଂସ ଖେଳିଥିଲେ । ଫଳରେ ର‌୍ୟାଙ୍କିଙ୍ଗରେ ୨ୟ ସ୍ଥାନରେ ଥିବା କୋହଲିଙ୍କୁ ୨…

ନେପାଳରେ ବଡ ଧରଣର ରାଜନୈତିକ ସଙ୍କଟ, ସରକାର ଭାଙ୍ଗିଲା

କାଠମାଣ୍ଡୁ: ଚୀନକୁ ସମର୍ଥନ କରିବା ଏବଂ ଭାରତ ବିରୋଧୀ ହେବା ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ପାର୍ଟି ମଧ୍ୟରେ ବାରମ୍ବାର ବିରୋଧର ସାମ୍ନା କରିବାରୁ ସେ ସଂସଦ ଭଙ୍ଗ ପାଇଁ ପ୍ରସ୍ତାବ ଦେଇଥିଲେ । ଫଳରେ ନେପାଳରେ ରବିବାର ବଡ ଧରଣର ରାଜନୈତିକ…

ସରିଥିଲା ନିର୍ବନ୍ଧ, କେବେ ହେବ ବିବାହ ?

ନୂଆଦିଲ୍ଲୀ: ବିବାହ ପାଇଁ କ୍ରିକେଟର୍‌ଙ୍କ ପସନ୍ଦ ଟକେ ନିଆରା । କିଏ ଅଭିନେତ୍ରୀଙ୍କ ହାତ ଧରିଛନ୍ତି ତ କିଏ ନିଜ ବାନ୍ଧବୀ ତ ଆଉ କିଏ ଘର ଲୋକଙ୍କ ପସନ୍ଦ ଉପରେ ବିଶ୍ୱାସ ଦେଖାଇଛନ୍ତି । ହେଲେ ୟୁଜବେନ୍ଦ୍ର ଚହଲଙ୍କ ନିର୍ବନ୍ଧ ଖବର ଅନେକଙ୍କୁ ଚମକାଇଦେଇଥିଲା । ଉଭୟ ୟୁଜବେନ୍ଦ୍ର ଓ ଦାନ୍ତ…

ଶୁଟିଂ ସେଟରେ ମିଥୁନ ଅସୁସ୍ଥ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ରବିବାର ହଠାତ ଖରାପ ହୋଇପଡିଥିଲା । କାଶ୍ମୀର ଫାଇଲ୍ସ ନାମକ ଏକ ୱେବ ଫିଲ୍ମ ସିରିଜର ଶୁଟିଂ ମସୁରୀରେ ଚାଲୁଥିବା ବେଳେ ମିଥୁନ ଅସୁସ୍ଥ ହୋଇ ପଡିଥିଲେ । ସ୍ୱାସ୍ଥ୍ୟ ଖରାପ ହେବା ଯୋଗୁ ଶୁଟିଂକୁ ଅଧାରୁ…