ମାତ୍ର ୫୦୦ ଟଙ୍କା ଚୋରି ସନ୍ଦେହରେ ନାବାଳକକୁ ପିଟିପିଟି ହତ୍ୟା !
ମୟୂରଭଞ୍ଜ: ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଥାନା ଅନ୍ତର୍ଗତ କିଆପାଣପୋଷି ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା । ପଡ଼ୋଶୀଙ୍କ ଘରୁ ୫୦୦ ଟଙ୍କା ଚୋରି ଅଭିଯୋଗରେ ଜଣେ ନାବାଳକଙ୍କୁ ମାଡ ମାରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
ସୂଚନାନୁସାରେ, ପଡୋଶୀ ମହିଳା ଏବଂ ଅନ୍ୟ କେତେକ ଗ୍ରାମବାସୀ…