“ଅନୁରାଗ ଦୋଷୀ ସାବ୍ୟସ୍ତ ହେଲେ ପ୍ରଥମେ ମୁଁ ତାଙ୍କ ସହ ସମ୍ପର୍କ ଭାଙ୍ଗିବି”: ତାପସୀ
ମୁମ୍ବାଇ: ଅଭିନେତ୍ରୀ ପାୟଲ ଘୋଷ ଅନୁରାଗଙ୍କ ବିପକ୍ଷରେ ଆଣିଛନ୍ତି ଯୌନ ନିର୍ଯାତନା ଅଭିଯୋଗ । ତେବେ ଏଭଳି ସମୟରେ ଅନୁରାଗଙ୍କ ସପକ୍ଷରେ ଛିଡା ହୋଇଛନ୍ତି ଅଭିନେତ୍ରୀ ତାପସୀ ପନ୍ନୁ।
ସେ କହିଛନ୍ତି ଯେ ଯଦି ଅନୁରାଗ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ଅନୁରାଗଙ୍କ ସହ ସମ୍ପର୍କ ଭାଙ୍ଗିଥିବା…