Latest Odisha News

BREAKING NEWS

Yearly Archives

2020

ଅଟ୍ଟାରି ସୀମାରେ ପାକିସ୍ତାନର ଅନୁପ୍ରବେଶ ଉଦ୍ୟମ; ୨ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ପଞ୍ଜାବର ଅଟ୍ଟାରି ସୀମାନ୍ତରେ ବୁଧବାର ବଲମ୍ବିତ ରାତିରେ ଭାରତୀୟ ସୁରକ୍ଷାବଳ ୨ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ନିପାତ କରିଛି। ସୀମା ଭିତରକୁ ପ୍ରବେଶ ଉଦ୍ୟମ କରୁଥିବା ବେଳେ ଏଜି ଦୁଇଜଣ ସଶସ୍ତ୍ର ଅନୁପ୍ରବେଶକାରୀ ଭାରତୀୟ ବିଏସ୍‌ଏଫ୍‌ ଯବାନଙ୍କ ଗୁଳିରେ ନିହତ ହୋଇଛନ୍ତି।…

ପୁଣି ଜଣେ ଶିଶୁ ନିଖୋଜ

ପାରାଳାଖେମୁଣ୍ଡି: କାଶୀନଗର ଏନ୍ଏସି ଅଞ୍ଚଳରୁ ୬ ବର୍ଷର ଶିଶୁପୁତ୍ର ନିଖୋଜ ହୋଇଯାଇଛି । କୁମୁଟିସାହିର ଏହି ଶିଶୁପୁତ୍ର ଗତକାଲି ସନ୍ଧ୍ୟାରେ ଘର ସମ୍ମୁଖରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା । ପରିବାର ଲୋକେ ଏ ନେଇ କାଶୀନଗର ଥାନାରେ ମାମଲା ରୁଜୁ କରିଛିନ୍ତି । ପ୍ରତୟକ୍ଷଦର୍ଶୀଙ୍କ…

ଦୁର୍ଘଟଣାଗ୍ରସ୍ତ ହେଲା ଆମ୍ବୁଲାନ୍ସ: ଡ୍ରାଇଭର ସମେତ ୨ ଆହତ

ଢେଙ୍କାନାଳ: ମେଡ଼ିକାଲକୁ ରୋଗୀ ନେଇ ଯାଉଥିବା ବେଳେ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ। ଏହି ଦୁର୍ଘଟଣାରେ ଜଣେ ଡ୍ରାଇଭର ଓ ଜଣେ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି । ଖବରଅନୁଯାୟୀ, ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ରୋଗୀ ନେଇ ଯାଉଥିବା ବେଳେ ଏକ ୧୦୮ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ…

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା; ରୋଗୀ ଦେଖୁଛନ୍ତି ସ୍ୱିପର

ଅନୁଗୁଳ: ନା ଅଛନ୍ତି ଡାକ୍ତର, ନା ଡ୍ରେସର । ସେମାନଙ୍କ ବଦଳରେ ରୋଗୀ ଦେଖୁଛନ୍ତି ସ୍ୱିପର । କେବଳ ରୋଗୀ ଦେଖୁ ନାହାଁନ୍ତି ଷ୍ଟିଚ ମଧ୍ୟ କରୁଛନ୍ତି । ଏଭଳି ଘଟଣା ସମ୍ନାକୁ ଆସିଛି ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଡାକ୍ତରଖାନାରେ । ସୂଚନା ଅନୁସାରେ, ଜଣେ ଶ୍ରମିକ କାମ କରୁଥିବା ବେଳେ ଲୁହା…

ହୃଦଘାତରେ ପ୍ରାଣ ହରାଇଲେ ଭଦ୍ରକ ବିଡ଼ିଓ

ଭଦ୍ରକ : ହୃଦଘାତରେ ପ୍ରାଣ ହରାଇଛନ୍ତି ଭଦ୍ରକ ବିଡ଼ିଓ ଓଏଏସ ଦାମୋଦର ଖୁଣ୍ଟିଆ। ୫୬ ବର୍ଷ ବୟସରେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି। ସୂଚନାନୁସାରେ, ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଗତକାଲି ବିଳମ୍ବିତ ରାତିରେ ବିଡ଼ିଓଙ୍କୁ ଭଦ୍ରକ ମେଡିକାଲ ରେ ଭର୍ତ୍ତି…

ଅପରେସନ ଗ୍ରୀନ କ୍ଲିନ; ୧୦ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ

କଣ୍ଟାମାଳ: ଅବକାରୀ ବିଭାଗ ପକ୍ଷରୁ ଅନେକ ସ୍ଥାନରେ ଚଢ଼ାଉ କରାଯାଇ ବ୍ୟାପକ ପରିମାଣରେ ଗଞ୍ଜେଇ ଗଛ ନଷ୍ଟ କରାଯାଉଛି। ସୂଚନୁସାରେ, ବୁଧବାର କଣ୍ଟାମାଳ ବ୍ଲକ ଦପଲା ପଞ୍ଚାୟତ ସିମେଲିକଟା ଗ୍ରାମର ଆଭ୍ୟନ୍ତରୀଣ ଜଙ୍ଗଲ ଉପରେ ଚଢ଼ଉ କରାଯାଇ ପାଖାପାଖି ୩୫ ଏକର ଜଙ୍ଗଲ ଜମିରୁ ପ୍ରାୟ ୧ ଲକ୍ଷ ୫…

ରାଜ୍ୟରେ ଆଉ ଜଣେ ନିଖୋଜ ଶିଶୁର ମୃତଦେହ ଉଦ୍ଧାର

ଢେଙ୍କାନାଳ: ବିଗତ କିଛିଦିନ ହେବ ରାଜ୍ୟରେ ଶିଶୁ ଅପହରଣ ଓ ହତ୍ୟାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପୁଣି ରାଜ୍ୟରେ ଜଣେ ଶିଶୁପୁତ୍ରର ମିଳିଛି ମୃତଦେହ । ସୂଚନାନୁସାରେ, ମଙ୍ଗଳବାର ଦିନ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଖଙ୍କିରା ଗାଁରୁ ଏକ ୩ ବର୍ଷର ଶିଶୁ ପୁତ୍ର ନିଖୋଜ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା ୧୭-୧୨-୨୦୨୦ ଗୁରୁବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ଡିସେମ୍ବର ତା ୧୭ ରିଖ ଗୁରୁବାର ଧନୁ ୩ ଦିନ ମାର୍ଗଶିର ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି ଉତ୍ତରା ଉତ୍ତରାଷାଢା ନକ୍ଷତ୍ର ମକର ଚନ୍ଦ୍ର  ଘାତ ବାର:- ତୁଳା ଓ କୁମ୍ଭ ରାଶିର    ଘାତ ଚନ୍ଦ୍ର:- ସିଂହ…

ବାଲାଷ୍ଟିକ୍ ମିସାଇଲ ପୃଥ୍ବୀ-୨ର ବ୍ୟବହାରିକ ପରୀକ୍ଷଣ ସଫଳ

ବାଲେଶ୍ବର: ଦୁଇଟି ପୃଥ୍ବୀ-୨ ବାଲାଷ୍ଟିକ୍ ମିସାଇଲର ସଫଳ ପରୀକ୍ଷଣ । ବାଲେଶ୍ବର ଚାନ୍ଦିପୁର ଆରଟିଆରର ୩ ନମ୍ବର ଲଞ୍ଚ ପ୍ୟାଡରୁ ଏହାର ରାତ୍ରକାଳୀନ ପରୀକ୍ଷଣ କରାଯାଇଛି । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ର ୩୫୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ ଭେଦ କରିପାରିବ । ଏହା ୫୦୦ରୁ ୧…

କମୁଛି ସଂକ୍ରମଣ; ଗଞ୍ଜାମରେ ୨ କୋଭିଡ ହସ୍ପିଟାଲ ବନ୍ଦ

ଗଞ୍ଜାମ: କରୋନା ସଂକ୍ରମଣ ହ୍ରାସ ପରେ ଓଡିଶା ସରକାର ଗଞ୍ଜାମ ଜିଲ୍ଲାର ଦୁଇଟି କୋଭିଡ ହସ୍ପିଟାଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ବୁଧବାର ଦିନ କହିଛନ୍ତି ଯେ ଶୀତଳପାଲ୍ଲୀରେ ଥିବା ଟାଟା କୋଭିଡ ହସ୍ପିଟାଲ ଆସନ୍ତା ଡିସେମ୍ବର ୨୦…