Latest Odisha News

BREAKING NEWS

Yearly Archives

2020

୨ ଜଣଙ୍କୁ ଗାଏବ କରିଦେଇଛନ୍ତି କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ !

ବଲିଉଡର ହଟ୍ ଫେଭରିଟ୍ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କୁ ଆପଣ ଚିହ୍ନି ପାରୁଛନ୍ତି ? ଏ ହେଲା ତାଙ୍କର ୨ଟି ଫଟୋ । ଗୋଟିଏ ବର୍ତ୍ତମାନର ଆଉ ଗୋଟିଏ କିଛି ମାସ ତଳର । ଭଲ ଭାବେ ନ ଦେଖିଲେ ଜାଣି ହେବନି ଯେ, ୨ଟି ଯାକ ଫଟୋ ଜଣେ ବ୍ୟକ୍ତିଙ୍କର ଓ ସେ ହେଉଛନ୍ତି ଗଣେଶ ଆଚାର୍ଯ୍ୟ । ଆଗରୁ…

ପ୍ରତିରକ୍ଷା ସଂପର୍କିତ ସଂସଦୀୟ କମିଟି ବୈଠକରୁ ରାହୁଲ ଗାନ୍ଧିଙ୍କ ୱାକ୍ ଆଉଟ୍

ନୂଆଦିଲ୍ଲୀ: ଆଜି ବସିଥିଲା ପ୍ରତିରକ୍ଷା ସଂପର୍କିତ ସଂସଦୀୟ କମିଟିର ବୈଠକ । ବୈଠକ ଚାଲିଥିବା ବେଳେ ରାହୁଲ ଗାନ୍ଧି ଓ କଗ୍ରେସ ସଦସ୍ୟ ଅଧାରୁ ଉଠି ପଳାଇ ଆସିଥିଲେ । ଅଭିଯୋଗ କରିଥିଲେ କି ରାଷ୍ଟ୍ରୀୟ ସୁରକ୍ଷାର ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ବ୍ୟତୀତ ଯବାନଙ୍କ ପୋଷାକ ନେଇ ଆଲୋଚନା କରାଯାଇ ସମୟ…

କୃଷି ଆଇନକୁ ବିରୋଧ କରି ଆତ୍ମହତ୍ୟା କଲେ ଶିଖ ଧର୍ମଗୁରୁ ବାବା ରାମ ସିଂ

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ବୁଧବାର ଶିଖ ସମ୍ପ୍ରଦାୟର ଧର୍ମଗୁରୁ ବାବା ରାମ ସିଂ ସିଙ୍ଘୁ ବର୍ଡର ନିକଟରେ ଆତ୍ମହତ୍ୟା କରିଛନ୍ତି । ଯାହା ଫଳରେ ସାରା ଦେଶରେ ଏ ନେଇ ଆଲୋଡନ ସୃଷ୍ଟି ହୋଇଛି । କୃଷି ଆଇନ ନେଇ ଏବେ ସରକାରକୁ ଚିନ୍ତା କରିବାର ସମୟ ଉପନୀତ ହୋଇଯାଇଛି ବୋଲି ବିରୋଧ…

କୋଭିଡ ପରେ ସିସିଟିଭି ନଜର ଭିତରେ ଆରମ୍ଭ ହେଲା ରେଳୱେ ଭର୍ତ୍ତି ପରୀକ୍ଷା

ଭୁବନେଶ୍ୱର:କରୋନା ମହାମାରୀ ଯୋଗୁଁ ଦେଶରେ ବିଭିନ୍ନ ଚାକିରି ପାଇଁ ପରୀକ୍ଷା ସବୁ ବନ୍ଦ ଥିଲା । ସ୍ଥିତିରେ ଟିକେ ସୁଧାର ଆସିବା ପରେ ଏବେ ଧୀରେ ଧୀରେ ପରୀକ୍ଷା ସବୁ ଆରମ୍ଭ ହେଲାଣି । ଦେଶର ୨୧ଟି ରେଳୱେ ଭର୍ତ୍ତି ବୋର୍ଡ ତରଫରୁ ମଧ୍ୟ ପରୀକ୍ଷା କରାଗଲାଣି । ଏହି କ୍ରମରେ ଡିସେମ୍ବର ୧୬ ତାରିଖ…

ଓଡ଼ିଶାରେ ୩ ଲକ୍ଷ ୨୦ ହଜାର ଟପିଲା ସୁସ୍ଥତା ସଂଖ୍ୟା

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୫୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। https://twitter.com/HFWOdisha/status/1339194329420599296?s=19 ତେବେ ୩୫୮ ଜଣ ଆରୋଗ୍ୟଙ୍କୁ ମିଶାଇ…

ଟ୍ରେନରେ ଚଢି ସେଲଫି ନେଲା ବେଳେ ଜଳିଗଲେ ଯୁବକ

ପାରଳାଖେମୁଣ୍ଡି: ଟ୍ରେନରେ ଚଢି ସେଲଫି ନେବା ବେଳେ ଜଳିଗଲେ ଯୁବକ । ଏଥି ସହ ଜଳିଗଲା ଟ୍ରେନ ।  ଏଭଳି ଅଭାବନୀୟ ଘଟଣା ଘଟିଛି ପାରଳାଖେମୁଣ୍ଡି ଷ୍ଟେସନରେ । ସୂଚନା ଅନୁଯାୟୀ, କରୋନା ପାଇଁ ଗତ କିଛି ଦିନ ହେଲା ଟ୍ରେନଟି ଏହି ଷ୍ଟେସନଟି ଛିଡା ହୋଇ ରହିଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ…

ଇତିହାସ ରଚିବା ଅପେକ୍ଷାରେ ଇସ୍ରୋ, PSLV-C50 ପାଇଁ ଆରମ୍ଭ ହେଲା କାଉଣ୍ଟଡାଉନ୍

ଚେନ୍ନାଇ: କମ୍ୟୁନିକେସନ୍ ସାଟେଲାଇଟ୍ CMC-01 ଲଞ୍ଚ ପାଇଁ ୨୫ ଘଣ୍ଟିଆ କାଉଣ୍ଟଡାଉନ୍ ଆରମ୍ଭ କରିଦେଇଛି ଇସ୍ରୋ । ଲଞ୍ଚ ଭେହିକିଲ PSLV-C50 ସାହାଯ୍ୟରେ ଏହି ସେଟେଲାଇଟକୁ ଲଞ୍ଚ କରାଯିବ । ଏହି କମ୍ୟୁନିକେସନ୍ ସାଟେଲାଇଟ୍ ମାଧ୍ୟମରେ ଟେଲି କମ୍ୟୁନିକେସନ୍ ସର୍ଭିସ୍ ଯେପରି ଟିଭି, ଟେଲି…

ଆଇସିସି ଦଶନ୍ଧିର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଦୌଡରେ କୋହଲିଙ୍କୁ ପଛରେ ପକାଇବେ ସ୍ମିଥ : ଲକ୍ଷ୍ମଣ

ନୂଆଦିଲ୍ଲୀ:ଆଇସିସି ଦଶନ୍ଧିର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଦୌଡରେ ଭାରତର ବିରାଟ କୋହଲି, ନ୍ୟୁଜିଲାଣ୍ଡର କେନ ୱିଲିୟମସନ ଓ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ଆଗରେ ଅଛନ୍ତି । ଟିମ୍ ଇଣ୍ଡିଆର ପୂର୍ବତନ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଭିଭିଏସ ଲକ୍ଷ୍ମଣଙ୍କ ମତରେ ସ୍ମିଥ ଅନ୍ୟ ଦୁଇ ବ୍ୟାଟ୍ସମ୍ୟାନଙ୍କଠାରୁ…

ଜାନୁଆରୀ ୩ରୁ ଖୋଲିବ ବଳଦେବ ଜୀଉ ମନ୍ଦିର

କେନ୍ଦ୍ରାପଡା: ପୁରୀ ଜଗନ୍ନାଥ ମନ୍ଦିର ଏବଂ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ପରେପରେ କେନ୍ଦ୍ରାପଡା ସହରର ବଳଦେବଜୀଉ ମନ୍ଦିର ଖୋଲିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି। ଜାନୁଆରୀ ୩ରେ ଏହି ମନ୍ଦିର ଖୋଲିବାକୁ ସ୍ଥିର ହୋଇଛି। ଏନେଇ ବୁଧବାର ଦିନ ଘୋଷଣା କରିବା ସହ କେନ୍ଦ୍ରାପଡା…

୪ଜି ଡାଉନଲୋଡ ସ୍ପିଡରେ ଜିଓ ଦ୍ରୁତତମ ନେଟୱର୍କ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ୪ଜି ଡାଉନଲୋଡ୍‍ ସ୍ପିଡ ତାଲିକାରେ ଜିଓ ଦ୍ରୁତତମ ନେଟୱର୍କ ବୋଲି ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ରିପୋର୍ଟରୁ ସୂଚନା ମିଳିଛି। ଚଳିତ ବର୍ଷ ନଭେମ୍ବରରେ ୪ଜି ଡାଉନଲୋଡ୍‍ ସ୍ପିଡ ତାଲିକାରେ ରିଲାଏନ୍ସ ଜିଓ ସେକେଣ୍ଡ ପିଛା ହାରାହାରି ୨୦.୮ ମେଗାବିଟ୍‍…