Latest Odisha News

BREAKING NEWS

Yearly Archives

2020

ସୋସିଆଲ୍ ମିଡ଼ିଆରେ ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ ନେଇ ମିଥ୍ୟା ଖବର ପୋଷ୍ଟ

ନୂଆଦିଲ୍ଲୀ: ବ୍ରେନ୍ ସର୍ଜରୀ ପରେ ଦିଲ୍ଲୀ ଆର୍ମି ହସ୍ପିଟାଲର ଭେଣ୍ଟିଲେଟରରେ ଅଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ଆଜି ତାଙ୍କର ଦେହାନ୍ତ ହୋଇଥିବା ନେଇ ସୋସିଆଲ୍ ମିଡିଆରେ ମିଥ୍ୟା ଓ ବିଭ୍ରାନ୍ତିକର ଖବର ପୋଷ୍ଟ କରାଯାଇଛି । ଜାତୀୟ ଗଣମାଧ୍ୟମର ଜଣେ ବରିଷ୍ଠ ସାମ୍ବାଦିକଙ୍କ…

ଲୋକଙ୍କୁ ରୋଜଗାର ଯୋଗାଇବେ ସରକାର !

ଯାଜପୁର: ମହାମାରୀ କରୋନା ପାଇଁ ଅନେକ ଲୋକ ରୋଜଗାର ହରାଇଛନ୍ତି। ତେଣୁ ଏଭଳି ଜଟିଳ ପରିସ୍ଥିତିରେ ଲୋକଙ୍କୁ ରୋଜଗାର ଯୋଗାଇ ଦେବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର। ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲା ସୁକିନ୍ଦା ଓ ଦାନଗଦି ବ୍ଲକରେ ପ୍ରତିଷ୍ଠା ହେବ ହାଚେରୀ। ଲୋକଙ୍କ ରୋଜଗାର ବଢ଼ାଇବ…

ସ୍ଵାଧୀନତା ଦିବସ ପାଳନ ପାଇଁ ଭଦ୍ରକରେ କୋହଳ ହେଲା କଟକଣା

ଭଦ୍ରକ: ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଭଦ୍ରକରେ ସାପ୍ତାହିକ ସଟଡାଉନ ଘୋଷଣା କରାଯାଇଛି । ଆଗକୁ ଆସୁଛି ସ୍ୱାଧୀନତା ଦିବସ । ସ୍ୱାଧୀନତା ଦିବସ ପାଳନ ପାଇଁ ଭଦ୍ରକର ସାପ୍ତାହିକ ସଟଡାଉନକୁ କୋହଳ କରାଯାଇଥିବା ନେଇ ସୂଚନା ମିଳିଛି। ଅଗଷ୍ଟ ୧୫ ତାରିଖ ଦିନ ୧୧ ଟା ପର୍ଯ୍ୟନ୍ତ କଟକଣାକୁ…

ଆଜିଠୁ ରାୟଗଡ଼ାରେ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ

ରାୟଗଡ଼ା: ଆଜିଠୁ ରାୟଗଡ଼ା ଜିଲ୍ଲାରେ ଆରମ୍ଭ ହେବ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ । କରୋନା ଲକ୍ଷଣ ଥିବା ଲୋକଙ୍କର ନମୁନା ପରୀକ୍ଷା କରାଯିବ । ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ପାଇଁ ଜିଲ୍ଲାର ୧୧ଟି ବ୍ଲକରେ ଗଠନ କରାଯାଇଛି ୨୭ଟି ଟିମ୍ । ପ୍ରତି ବ୍ଲକ ପାଇଁ ଦୁଇଟି ଟିମ୍ । ରାୟଗଡ଼ା ଜିଲ୍ଲାପାଳ…

ପରୀକ୍ଷା ଫଳ ନେଲା ଜୀବନ: କମ୍ ମାର୍କ ରହିଥିବାରୁ ନାବାଳକର ଆତ୍ମହତ୍ୟା ଅଭିଯୋଗ

କେନ୍ଦୁଝର: ଗତକାଲି ପ୍ରକାଶ ପାଇଛି ଯୁକ୍ତ ୨ ପରୀକ୍ଷା ଫଳ । ଏଥିରେ ଆଶାନୁରୂପ ମାର୍କ ନରଖିଥିବା କାରଣରୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସ୍ଥିତ ବଡ଼ଦାଣ୍ଡ ଅଞ୍ଚଳର ଜଣେ ପରୀକ୍ଷାର୍ଥୀ ଆତ୍ମହତ୍ୟା ଅଭିଯୋଗ ହୋଇଛି । ମୃତ ପରୀକ୍ଷାର୍ଥୀଙ୍କ ନାମ ଅଭିଷେକ ମିଶ୍ର ବୋଲି ଜଣାପଡିଛି। ଖବର…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ    ତା୧୩-୮-୨୦୨୦ ଗୁରୁବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଅଗଷ୍ଟ ତା ୧୩ ରିଖ ଗୁରୁବାର କର୍କଟ ୨୯ ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ନବମୀ ଭୁକ୍ତ ଦଶମୀ ତିଥି ରୋହିଣୀ ନକ୍ଷତ୍ର ବୃଷ ଚନ୍ଦ୍ର ଘାତ ବାର- ତୁଳା ଓ କୁମ୍ଭ ରାଶିର ଘାତ ଚନ୍ଦ୍ର- ବିଛା ରାଶି…

ରାଉରକେଲା ସ୍ୱତନ୍ତ୍ର ଜେଲରେ ୫୪ ଅନ୍ତେବାସୀ ପଜିଟିଭ ଚିହ୍ନଟ

ରାଉରକେଲା: ରାଉରକେଲାରେ ବଢୁଛି ସଂକ୍ରମଣ । ରାଉରକେଲା ସ୍ବତନ୍ତ୍ର ଜେଲରୁ ପୁଣି ୫୪ ଜଣ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ରାଉରକେଲା ଜେଲର ୧୦୦ ଜଣ ଅନ୍ତେବାସୀଙ୍କ କରୋନା ଟେଷ୍ଟ କରାଯାଇଥିଲା। ସେଥିମଧ୍ୟରୁ ୫୪ ଜଣ ଅନ୍ତେବାସୀ କରୋନା ପଜିଟିଭ…

ଦୁଇ ସପ୍ତାହ ଭିତରେ କରୋନା ଟିକାର ଉତ୍ପାଦନ ଆରମ୍ଭ କରିବ ଋଷିଆ

ମସ୍କୋ: ବିଶ୍ୱରେ ପ୍ରଥମ କରୋନା ଟିକା ନେଇ ଘୋଷଣା କରିଛି ଋଷ୍ । ନାଁ ରଖିଛି ସ୍ପୁଟନିକ୍-V । ଆସନ୍ତା ଦୁଇ ସପ୍ତାହ ଭିତରେ ଏହାର ଉତ୍ପାଦନ ଆରମ୍ଭ କରିବ । ଋଷ୍ ସ୍ୱାସ୍ଥ୍ୟମନ୍ତ୍ରୀ ମିଖାଇଲ୍ ମୁରାସ୍କୋ ଏନେଇ ସୂଚନା ଦେଇଛନ୍ତି । ପର୍ଯ୍ୟାପ୍ତ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହାପରେ…

କାଲିଠୁ ବର୍ଷୁଛି, ମାଲକାନଗିରିରେ ବନ୍ୟା ପରିସ୍ଥିତି

ମାଲକାନଗିରି: ଲଗାଣ ବର୍ଷାରେ ବେହାଲ ମାଲକାନଗିରି । ଗତକାଲିଠାରୁ ବର୍ଷା ଚାଲିଛି । ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତା ଓ ପୋଲ ଉପରେ ବହୁଛି ବର୍ଷା ପାଣି । ପ୍ରଭାବିତ ହୋଇଛି ଜନଜୀବନ । ଲଗାଣ ବର୍ଷାରେ ପୋଟେରୁ ପୋଲ ଉପରେ ୩ ଫୁଟର ପାଣି ପ୍ରବାହିତ…

ଅଗଷ୍ଟ ୧୫ରୁ ଖୋଲିବ ଏମକେସିଜି ଓପିଡି

ବ୍ରହ୍ମପୁର: ଆସନ୍ତା ୧୫ ତାରିଖରୁ ଖୋଲିବ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ଓପିଡି । ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ତେବେ ମେଡିକାଲ ଆସିବା ବେଳେ ରୋଗୀ ଓ ସମ୍ପର୍କୀୟ ମାନିବେ କୋଭିଡ୍ ନିୟମ । ମାସ୍କ ପିନ୍ଧିବା ବାଧ୍ୟତାମୂଳକ ।…