ନିଆରା ବିବାହ; କନ୍ୟାକୁ ୩୬, ବରକୁ ୭୨
କୋଲକାତା: ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ଏକ ନିଆରା ବିବାହ ସମ୍ପର୍କରେ । ଯେଉଁଠାରେ କନ୍ୟାକୁ ୩୬ ବର୍ଷ ହୋଇଥିବା ବେଳେ ବରର ବୟସ ୭୨ ବର୍ଷ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ।
ସୂଚନା ଅନୁସାରେ, ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର କଲିକତା ସହର ସ୍ଥିତ ଶ୍ରରାମପୁର…