ଦିଲ୍ଲୀ ଏମ୍ସ ପରିସରରେ ୫୦୦୦ ନର୍ସଙ୍କ ଆନ୍ଦୋଳନ ଜାରି; ହନ୍ତସନ୍ତ ହେଉଛନ୍ତି ରୋଗୀ
ନୂଆଦିଲ୍ଲୀ: ସୋମବାର ଅପରାହ୍ନରୁ ଦେଶର ସବୁଠାରୁ ବଡ ଡାକ୍ତରଖାନା AIIMS ରେ ୫୦୦୦ ନର୍ସ ଧର୍ମଘଟ ଜାରି ରଖିଛନ୍ତି। ଏହି ଷ୍ଟ୍ରାଇକ୍ରେ ନର୍ସମାନଙ୍କ ମଧ୍ୟରେ ଉଭୟ ମହିଳା ଏବଂ ପୁରୁଷ ସାମିଲ୍ ଅଛନ୍ତି। ଏହା ଡାକ୍ତରଖାନାର ସ୍ୱାସ୍ଥ୍ୟ ସେବାକୁ ଗୁରୁତର ଭାବେ କ୍ଷତି ପହଞ୍ଚାଇଥିବା ଜଣାପଡ଼ିଛି।…