ପଦ୍ମବିଭୁଷଣ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ବୈଜ୍ଞାନିକ ରୋଡାମ ନରସିଂହ୍ମାଙ୍କ ପରଲୋକ
ନୂଆଦିଲ୍ଲୀ: ବିଶିଷ୍ଟ ଏରୋସ୍ପେସ୍ ବୈଜ୍ଞାନିକ ତଥା ପଦ୍ମବିଭୁଷଣ ପୁରସ୍କାର ପ୍ରାପ୍ତ ରୋଡାମ ନରସିଂହ୍ମାଙ୍କ ସୋମବାର ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ଘଟିଛି ବୋଲି ଡାକ୍ତରମାନେ କହିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା। ଗତ ଡିସେମ୍ବର ୮ ରେ ମସ୍ତିଷ୍କରେ ରକ୍ତସ୍ରାବ ହେବା…