Latest Odisha News

BREAKING NEWS

Yearly Archives

2020

କବିତା: ଶୀତ

କିରଣ ମନୀଷା ମହାନ୍ତି ଶୀତଟା ଗୋଟେ ଜିଦିଆ ପ୍ରେମିକ ଭାରି ତାର ଜିଦି ତା ପାଖରେ ପାଇବାକୁ ମତେ ଯେମିତି ସନ୍ଧ୍ୟା ନଇଁଆସେ ଚଗଲା ପ୍ରେମିକ ସେ ମୋର ଚୁପ ଚାପ ଧାଇଁ ଆସେ ଆଖିରେ ଆଖି ମିଶେଇ ତା ଓଠର ସ୍ପର୍ଶରେ ମଧୁରତା ତା ଆଲିଙ୍ଗନ ରେ ନିଜର ପଣ ଭରି ମୋ ଦେହକୁ କୋଳେଇ…

୨୦୨୦ ସର୍ଭେ: ମହାମାରୀ ସମୟରେ ସ୍ମାର୍ଟଫୋନର ବ୍ୟବହାରରେ ବିପୁଳ ବୃଦ୍ଧି

ନୂଆଦିଲ୍ଲୀ: କୋଭିଡ -୧୯ ମହାମାରୀରେ ବ୍ୟବହାରକାରୀଙ୍କ ମଧ୍ୟରେ ସ୍ମାର୍ଟଫୋନର ବ୍ୟବହାର ବୃଦ୍ଧି ପାଇଛି ଏବଂ ଏହା ସେମାନଙ୍କର ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଅଧିକାଂଶ ଉପଭୋକ୍ତା ସେମାନଙ୍କର ସ୍ମାର୍ଟଫୋନ୍ ନିଶା ପାଇଁ ଚିନ୍ତିତ ଥିବା ନେଇ ଭିଭୋ ଏବଂ…

ରାଜ୍ୟରୁ ଆଉ ୪ ଜୀବନ ନେଲା ମହାମାରୀ, ମୋଟ୍ ମୃତ୍ୟୁସଂଖ୍ୟା ୧, ୮୧୧

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ସହ ମୃତ୍ୟୁସଂଖ୍ୟାକୁ ବି ନିୟନ୍ତ୍ରଣରେ ଆଣିଛି ଓଡ଼ିଶା । ଡେଥ୍ କେସ୍ ବଢୁଥିଲେ ବି ଦୈନିକ ମୃତ୍ୟୁସଂଖ୍ୟା ପୂର୍ବ ଅପେକ୍ଷା ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୪ ଜଣ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ…

ରାଜ୍ୟରେ କରୋନାରୁ ସୁସ୍ଥ ହେଲେଣି ୯୮% ଆକ୍ରାନ୍ତ, ୨୪ ଘଣ୍ଟାରେ ୩୩୨ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କମୁଛି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଚାରି ଶହ ତଳେ ରହୁଛି ସଂକ୍ରମିତଙ୍କ ସଂଖ୍ୟା । ଅଧିକାଂଶ ଜିଲ୍ଲାରୁ ଦିନକୁ ୧୦ରୁ କମ୍ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ଘଣ୍ଟାରେ ରାଜ୍ୟରୁ ବାହାରିଛନ୍ତି ଆଉ ୩୩୨ ନୂଆ କରୋନା ପଜିଟିଭ୍ । କ୍ୱାରେଣ୍ଟାଇନରୁ ୧୮୯ ଓ…

କେଜ୍ରିୱାଲଙ୍କ ଉପରେ ବର୍ଷିଲେ ଜାଭଡେକର; କହିଲେ ଅନଶନ ନାଁରେ ଛଳନା କରୁଛ

ନୂଆଦିଲ୍ଲୀ: କୃଷକମାନେ କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦେଳନ ଅନବରତ ଜାରି ରହିଛି। ପ୍ରଥମେ ଭାରତ ବନ୍ଦ ଆହ୍ୱାନ ଦେଇ ସରକାରଙ୍କୁ ଚେତାବନା ଦେଇଥିବା ‌ବେଳେ ବର୍ତ୍ତମାନ ଅନ୍ନଦାତାମାନେ ଅନ୍ନଶନ କରି ସରକାରଙ୍କୁ ଏକ ଶକ୍ତିଶାଳୀ ବାର୍ତ୍ତା ଦେଇଛନ୍ତି। ତେବେ ଏସବୁ ମଧ୍ୟରେ ରାଜନୈତିକ ଯୁଦ୍ଧ…

ରାଜ୍ୟରେ ଧାର୍ମିକ ସ୍ଥଳ ଖୋଲିବା ନିଷ୍ପତ୍ତି ନେବା ପାଇଁ ଜିଲ୍ଲାପାଳମାନଙ୍କୁ ଦିଆଯାଇଛି କ୍ଷମତା

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିର ଖୋଲିବା ନେଇ ଛତିଶାନିଯୋଗ ବୈଠକରେ ନିଷ୍ପତ୍ତି ପରେ ଏବେ ରାଜ୍ୟର ଅନ୍ୟ ପ୍ରମୁଖ ମନ୍ଦିର ଖୋଲିବା ନେଇ ଆଶା ସଞ୍ଚାର ହୋଇଛି । ରାଜ୍ୟରେ ଧାର୍ମିକ ସ୍ଥଳ ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳମାନେ ନେବେ । ସେମାନଙ୍କୁ ରାଜ୍ୟ ସରକାର କ୍ଷମତା ଦେଇଛନ୍ତି । ଆଜି ଏନେଇ…

ଚୀନ୍‌, ଆଫ୍ରିକା ଏବଂ ସୋଭିଏତ୍‌ ୟୁନିଅନ୍‌ରେ ଆଜି ଲୋକପ୍ରିୟ ଶୋମ୍ୟାନ୍‌ ରାଜ୍‌ କପୁର

ନୂଆଦିଲ୍ଲୀ: ବଲିଉଡ୍‌ର ଦିଗ୍‌ଗଜ ଅଭିନେତା ରାଜ୍‌ କପୁର। ଅଭିନୟ ପ୍ରତି ତାଙ୍କ ସମର୍ପଣ ଭାବ ଏବଂ କାର୍ଯ୍ୟ ଶୈଳୀ ତାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରୁଥିଲା। ତାଙ୍କ ଅଭିନୟର ଯାଦୁ କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ସ୍ବତନ୍ତ୍ର ପରିଚୟ ଦେଇଥିଲା। ତାଙ୍କ ସମୟରେ ଭାରତୀୟ ଚଳଚ୍ଚିତ୍ର ଶିଳ୍ପ…

ନୀଳମାଧବ ପଣ୍ଡାଙ୍କ “କଡୱି ହାୱା”- ସିନେମା ଭିତରେ ଭାରତୀୟ କୃଷକ ଜୀବନର ସଂଘର୍ଷ ଗାଥା

ଆଜି ଦେଶର ଲକ୍ଷ ଲକ୍ଷ ଚାଷୀ ଯେତେବେଳେ ନିଜର ଅଧିକାର ଲାଗି ରାଜରାସ୍ତାରେ ସଂଘର୍ଷ କରୁଛନ୍ତି, ସେତେବେଳେ ତିନି ବର୍ଷ ତଳେ ଓଡିଆ ସିନେମା ନିର୍ମାତା ତଥା ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କର “କଡୱି ହାୱା” ସିନେମାର ଏକ ବିଶେଷ ପ୍ରାସଙ୍ଗିକତା ରହିଛି। ଏ ସିନେମାର ମୁଖ୍ୟ ନାୟକ ଜଣେ ଅନ୍ଧଚାଷୀ।…

ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷର୍ମ ମାମଲା: କ୍ରାଇମବ୍ରାଞ୍ଚ ହେପାଜତରେ ୪ ଅଭିଯୁକ୍ତ

ଭୁବନେଶ୍ୱର: ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ । ଏଫଆଇଆରରେ ନାଁ ଥିବା ୪ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗତକାଲି ରାତିରେ ସେମାନଙ୍କୁ ଉଠାଇ ନେଇଥିଲା । ସେମାନେ ହେଲେ ଓଟିଭି କର୍ମଚାରୀ ଅନିରୁଦ୍ଧ ପଣ୍ଡା, କୃଷ୍ଣଚନ୍ଦ୍ର ବେହେରା ଏବଂ ଦୁଇ…

ଦେଶରେ ଖସୁଛି: ୨୪ଘଣ୍ଟାରେ ୨୭ହଜାର କରୋନା ପଜିଟିଭ୍, ୩୩୬ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା କାୟା କମୁଛି । ଦିନକୁ ୧୦ଲକ୍ଷରୁ ଅଧିକ କୋଭିଡ୍ ଟେଷ୍ଟ ହେଉଛି । ଚିହ୍ନଟ ହେଉଛନ୍ତି ୩୦ ହଜାରରୁ କମ୍ ସଂକ୍ରମିତ । ଗତ ୨୪ଘଣ୍ଟାରେ ସାରା ରାଜ୍ୟରୁ ବାହାରିଛନ୍ତି ୨୭ହଜାର ୭୧ କରୋନା ପଜିଟିଭି । ମୋଟ୍ ଆକ୍ରନ୍ତଙ୍କ ସଂଖ୍ୟା ୯୮ଲକ୍ଷ ୮୪ହଜାର ୧୦୦ରେ ପହଞ୍ଚିଛି…