କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଭୁବନେଶ୍ୱରର ଏହି ପୋଷ୍ଟ ଅଫିସ୍ ବନ୍ଦ
ଭୁବନେଶ୍ୱର: ଡାକ ବିଭାଗର କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଭୁବନେଶ୍ୱର ସ୍ଥିତ ଆଇଆରସି ଭିଲେଜରେ ଥିବା ସବ୍ ପୋଷ୍ଟ ଅଫିସକୁ ସାମୟିକ ଭାବେ ବନ୍ଦ କରାଯାଇଛି ।
ଭୁବନେଶ୍ୱର ଡିଭିଜନ ପୋଷ୍ଟ ଅଫିସର ସିନିୟର୍ ସୁପରିଟେଣ୍ଟେଣ୍ଟ ଏକ ପତ୍ରରେ କହିଛନ୍ତି ଯେ ବନ୍ଦ ହେବା ପୂର୍ବରୁ…