Latest Odisha News

BREAKING NEWS

Yearly Archives

2020

ଚାରି ମାସ ପରେ ପୁଅକୁ ଭେଟିଲେ ପାଣ୍ଡ୍ୟା: କହିଲେ, ନେସନାଲ ଡ୍ୟୁଟି ପରେ ଏବେ ବାପାର ଡ୍ୟୁଟି

ନୂଆଦିଲ୍ଲୀ: ପାଖାପାଖି ୪ ମାସ ପରେ ଅଷ୍ଟ୍ରେଲିଆରୁ ଫେରି ପୁଅ ଅଗସ୍ତ୍ୟକୁ ଭେଟିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ପୁଅ ସହିତ ଏକ ଫଟୋ ସେୟାର କରିଛନ୍ତି ପାଣ୍ଡ୍ୟା । ଏହି ଫଟୋରେ ସେ ପୁଅକୁ ବୋତଲରେ କ୍ଷୀର ପିଆଉଥିବା ଦେଖିବାକୁ ମିଳିଛି । ଫଟୋର କ୍ୟାପସନ୍ ରଖିଛନ୍ତି ‘ଫ୍ରମ୍ ନେସନାଲ ଡ୍ୟୁଟି ଟୁ…

ବ୍ରହ୍ମପୁରରୁ ୧୯ ଚୋରା ବାଇକ ଜବତ, ୧୦ ଗିରଫ

ବ୍ରହ୍ମପୁର: ହିଞ୍ଜିଳି ପୋଲିସ ଟିଭିଏସ, ହୋଣ୍ଡା, ହିରୋ ହୋଣ୍ଡା, ୟାମାହା, କିନେଟିକ୍ ଏବଂ ପଲସର ସମେତ ୧୯ଟି ବାଇକ ଜବତ କରିଛି । ଏହି ଘଟଣାରେ ସମ୍ପୃକ୍ତି ନେଇ ବୁରୁପଡା ଗାଁର ମିତୁ ଦଳେଇଙ୍କ ସହ ୯ ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ ଡିସେମ୍ବର ୧୧ରେ ଖଣ୍ଡରା ଛକ ନିକଟରେ ଗାଡ଼ି…

ଖେଳୁଆଡ ମନୋଭାବ ପାଇଁ ମନ ଜିଣିଲେ ସିରାଜ

ସିଡନୀ: ଅଷ୍ଟ୍ରେଲିଆ ଏ’ ବିପକ୍ଷ ଅଭ୍ୟାସ ମ୍ୟାଚରେ ଭାରତର ମହମ୍ମଦ ସିରାଜ ଖେଳୁଆଡ ମନୋଭାବ ନେଇ ସମସ୍ତଙ୍କ ମନ ଜିଣିଛନ୍ତି । ଏହି ମ୍ୟାଚରେ କାମେରେନ ଗ୍ରୀନଙ୍କ ଏକ ବଲକୁ ଯଶପ୍ରୀତ ବୁମରାଙ୍କୁ ଚମତ୍କାର ଢ଼ଙ୍ଗରେ ଖେଳିଥିଲେ । ମାତ୍ର ବଲ ଦ୍ରୁତ ବେଗରେ ଯାଇ ଗ୍ରୀନଙ୍କ ମୁଣ୍ଡରେ ବାଜିଥିଲା ।…

ଅସ୍ତାଦ ଦେବୁ ଓ ଈଶ୍ଵରଙ୍କ ସହିତ ଚକାଭଉଁରୀ ଖେଳ

ଏମିତି କୌଣସି ଜାଗା ନାହିଁ ଯାହାକୁ ମୁଁ ମୋର ଘର ବୋଲି କହିପାରିବି ମୁଁ ଏ ପୃଥିବୀର ନାଗରିକ ମୋର କୌଣସି ଠିକଣା ନାଇଁ ମୁଁ ଏ ଗ୍ରହରେ ପରିବ୍ରାଜକ ମାତ୍ର ମୁଁ କେବଳ ଏ ପୃଥିବୀ ବାଟ ଦେଇ ଯାଉଛି କେବଳ ଏହି ଆଶାରେ ଯେ ଏଠି କେହିଜଣେ ହୁଏତ ମୋର ବନ୍ଧୁ ମୋତେ ମିଳି ଯାଇପାରେ।…

ବସ୍ କଣ୍ଡକ୍ଟରରୁ ସିନ‌େ ଜଗତର ସୁପରଷ୍ଟାର ରଜନୀକାନ୍ତ; ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷର କାହାଣୀ ସମ୍ପର୍କରେ

ଚଳଚ୍ଚିତ୍ର ଜଗତର ଭଗବାନ ବ‌ୋଲାଉଥିବା ରଜନୀକାନ୍ତ ଆଜି ୭୦ ବର୍ଷ ବୟସର‌େ ପଦାର୍ପଣ କରିଛନ୍ତି। ତାଙ୍କର ଜନ୍ମଦିନ ଅବସରର‌େ ବଲିଉଡର ବଡବଡ କଳାକାରଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ  ଅଭିନନ୍ଦନ ଜଣାଇଛନ୍ତି। ହେଲ‌େ ଫିଲ୍ମ ଜଗତର ଯେଉଁ ସ‌ୋପାନର‌େ ଆଜି ସ‌େ…

୧୪ରେ ଆମରଣ ଅନଶନ କରିବେ କୃଷକ ନେତା, ରବିବାର ୧୧ଟାରୁ ଦିଲ୍ଲୀ ଚଲୋ ଅଭିଯାନ

ନୂଆଦିଲ୍ଲୀ: ନୂଆ କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ୧୪ ଦିନରେ ପହଞ୍ଚିଛି । ନିଜ ଜିଦରେ ଅଟଳ ରହିଛନ୍ତି ଚାଷୀ । କୃଷକ ନେତାମାନେ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ନିଷ୍ପତ୍ତି ନେଇଛନ୍ତି । କୃଷକ ୟୁନିୟନ୍ ନେତା ଆସନ୍ତା ୧୪ ତାରିଖରେ ଆମରଣ ଅନଶନରେ ବସିବେ । ସରକାର ଆଲୋଚନା କରିବାକୁ…

ଓଡ଼ିଶାରୁ ସୁସ୍ଥ ହେଲେ ଆଉ ୪୦୫ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୪୦୫ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ ଲାଭ କରିଛନ୍ତି।…

ଲାଲୁ ପ୍ରସାଦଙ୍କ କିଡନୀ ୨୫ ପ୍ରତିଶତ କାର୍ଯ କରୁଛି, ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ପାଟନା: ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଛି । ଡାକ୍ତର ଉମେଶ ପ୍ରସାଦଙ୍କ ରିପୋର୍ଟ ଅନୁସାରେ ଲାଲୁଙ୍କ କିଡନୀ ମାତ୍ର ୨୫ ପ୍ରତିଶତ କାର୍ଯ୍ୟ କରୁଛି । ଅବସ୍ଥା ଉଦବେଗଜନକ ବୋଲି ସେ କହିଛନ୍ତି । ଜେଲ ଦଣ୍ଡାଦେଶ ଭୋଗୁଥିବା ଲାଲୁ ଏବେ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ…

ଟୀକାକରଣ ପାଇଁ କେନ୍ଦ୍ର ଜାରି କଲା ଏସଓପି: ଗୋଟିଏ ସେସନରେ ୧୦୦ ଜଣଙ୍କୁ ଦିଆଯିବ ଟିକା

ନୂଆଦିଲ୍ଲୀ: କରୋନା ମହାମାରୀକୁ ମାରିବା ପାଇଁ ବିଭିନ୍ନ ଦେଶରେ ଟୀକାକରଣ ଆରମ୍ଭ ହୋଇଗଲାଣି । ଭାରତରେ କେବେ ଆସିବ ଟିକା ? କେମିତି ଟିକା ଦିଆଯିବ ? ଏନେଇ ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢିବାରେ ଲାଗିଛି । ଏହାରି ଭିତରେ କରୋନା ଭ୍ୟାକସିନକୁ ନେଇ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଏସ୍ଓପି…

୨୪ ଘଣ୍ଟାରେ ଭୁବନେଶ୍ୱରରୁ ୩୧ ପଜିଟିଭ, ୨୯ ସୁସ୍ଥ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ୩୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୨୯ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ସୂଚନା ଦେଇଛି। ବିଏମସିର ଟ୍ବିଟ୍ ଅନୁଯାୟୀ ସଙ୍ଗରୋଧରୁ ୧୬ ଓ ସ୍ଥାନୀୟ ଅଂଚଳରୁ ୧୫ ଜଣ କରୋନା ପଜିଟିଭ…