ବାରଣାସୀରେ ବିିଳମ୍ବିତ ରାତିରେ ବିକାଶମୂଳକ କାମ ବୁଲି ଦେଖିଲେ ମୋଦି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱନାଥ କରିଡରର ଉଦଘାଟନ କରିବା ପରେ ସୋମବାର ବିଳମ୍ବିତ ରାତିରେ ବାରଣାସୀରେ ବିକାଶମୂଳକ କାର୍ଯ୍ୟର ଯାଞ୍ଚ କରିଛନ୍ତି । ରାତି ୧ଟାଏ ସମୟରେ ବନାରସ ରେଲଓ୍ବେ ଷ୍ଟେସନକୁ ବୁଲି ଦେଖିଛନ୍ତି ମୋଦି । ପବିତ୍ର ସହର ପାଇଁ ସର୍ବୋତ୍ତମ ଭିତ୍ତିଭୂମି ସୃଷ୍ଟି…