Latest Odisha News

BREAKING NEWS

Yearly Archives

2021

କ୍ଷୟକ୍ଷତି ଆକଳନ କରି ଦିଲ୍ଲୀ ଫେରିଗଲା କେନ୍ଦ୍ରୀୟ ଟିମ୍, କେନ୍ଦ୍ର ସରକାରଙ୍କୁ ଦେବ ରିପୋର୍ଟ

ଭୁବନେଶ୍ବର : ବାତ୍ୟା ଜୱାଦ ପ୍ରଭାବରେ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଲା କେନ୍ଦ୍ରୀୟ ଟିମ୍ । ଗ୍ରାଉଣ୍ଡରେ ସରଜମିନ୍ ଅନୁଧ୍ୟାନ ପରେ ମୁଖ୍ୟ ଶାସନ ସଚିବ, ଏସଆରସି, କୃଷି ବିଭାଗ ପ୍ରମୁଖ ସଚିବଙ୍କ ସହ ଆଲୋଚନା କରିଛି କେନ୍ଦ୍ରୀୟ ଟିମ୍ । ରାଜ୍ୟ ଅଧିକାରୀଙ୍କ ସହ ଆଲୋଚନା ପରେ ଦିଲ୍ଲୀ…

ନୂଆବର୍ଷ ପୂର୍ବରୁ ଅଟଳ ଟନେଲରେ ପର୍ଯ୍ୟଟଙ୍କ ଭିଡ

ମନାଲି: ମନାଲି ହିମାଚଳ ପ୍ରଦେଶ ଲାହଲ ଏବଂ ସ୍ପିଟ ଜିଲ୍ଲାରେ ତୁଷାରପାତ ଆରମ୍ଭ ହୋଇଯାଇଥିବାରୁ ଏ ସବୁ ସ୍ଥାନରେ ପର୍ଯ୍ୟଟଙ୍କ ଭିଡ ବିଢିବାରେ ଲାଗିଛି । ନୂଆ ବର୍ଷ ଆରମ୍ଭ ନହେଉଣୁ ଏହି ତୁଷାରପାତ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା । ଭିଡ ଏତେ ମାତ୍ରାରେ ଜମିଥିଲା ଯେ ଅଟଳ ଟନେଲ ପର୍ଯ୍ୟଟକଙ୍କ…

SMART ମିସାଇଲର ସଫଳ ପରୀକ୍ଷଣ

ଭୁବନେଶ୍ବର : ସଫଳତା ସହ ପରୀକ୍ଷଣ ହୋଇଛି ଦୂରଗାମୀ ସୁପରସୋନିକ ମିସାଇଲ ଆସିଷ୍ଟେଡ୍ ଟରପେଡୋ । ଧାମରା ସ୍ଥିତ ଅବଦୁଲ କଲାମ୍ ଦ୍ବୀପରେ ଥିବା ୪ ନମ୍ବର ଲଞ୍ଚପ୍ୟାଡରୁ ଉତକ୍ଷେପଣ ହୋଇଛି ଆଣ୍ଟି ସବ୍ ମେରାଇନ୍ ମିସାଇଲ । ସଫଳତାର ସହ ଏହାର ପରୀକ୍ଷଣ ହୋଇଥିବା ନେଇ ସୂଚନା ଦେଇଛି ଡିଆରଡିଓ ।…

ରୋହିତ ଶର୍ମା ଆଘାତପ୍ରାପ୍ତ, ରିପୋର୍ଟକୁ ଅପେକ୍ଷା

ମୁମ୍ବାଇ: ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଭାରତୀୟ କ୍ରିକେଟ ଦଳକୁ ଶକ୍ତ ଧକ୍କା ଲାଗିଛି । ସୋମବାର ଅଭ୍ୟାସ ସେଶନରେ ଉପ ଅଧିନାୟକ ରୋହିତ ଶର୍ମା ଆଘାତପ୍ରାପ୍ତ ହୋଇଛନ୍ତି । ଥ୍ରୋ ଡାଉନ ସ୍ପେଶାଲିଷ୍ଟ ରାଘବେନ୍ଦ୍ରଙ୍କ ଥ୍ରୋ ରୋହିତଙ୍କ ହାତରେ ସିଧାସଳଖ ବାଜିଥିଲା । ଦୀର୍ଘ ସମୟ ଧରି ସେ…

[ଭିଡିଓ] ଆପତକାଳୀନ ସିପିଆର୍ ପାଇଁ ବଂଚିଲା ମାଙ୍କଡ ଜୀବନ

ଭୁବନେଶ୍ୱର: ମଣିଷର ଉପସ୍ଥିତି ବୁଦ୍ଧି ଯୋଗୁଁ ବଂଚିଗଲା ମାଙ୍କଡର ଜୀବନ । ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଘୁରିବୁଲୁଛି । ଭିଡିଓଟି ଦେଖିବାକୁ ସାମାନ୍ୟ ଅଡୁଆ ଲାଗିପାରେ । ହେଲେ ଏହା ପଛର ସମ୍ପୁର୍ଣ୍ଣ କାରଣ ଜାଣିଲେ ଆପଣ ବି ତାଜୁବ ହୋଇଯିବେ । ଡିସେମ୍ବର ୧୦ ତାରିଖ ତାମିଲନାଡୁର…

ଦେଶରେ ଓମିକ୍ରନ୍‌ କେସ୍‌ ୩୮କୁ ବୃଦ୍ଧି; ୩ ରାଜ୍ୟରୁ ନୂଆ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ ପ୍ରତିଦିନ ଓମିକ୍ରନ୍ କୋଭିଡ୍-୧୯ ମାମଲା ବଢିବାରେ ଲାଗିଛି। ରବିବାର ଦିନ, ଆନ୍ଧ୍ରପ୍ରଦେଶ, ଚଣ୍ଡିଗଡ଼ ଏବଂ କେରଳରେ ପ୍ରଥମ ଓମିକନ୍‌ ସଂକ୍ରମଣ ବିଷୟରେ ଜଣାପଡ଼ିଛି। ଏହାପରେ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ଓମିକ୍ରନ୍‌ ମାମଲାର ସର୍ବାଧିକ ରହିଥିବା ଜଣାପଡ଼ିଛି। ବିଶ୍ୱ…

କଥାକାର ହାଡ଼ିବନ୍ଧୁ ପାଢ଼ୀଙ୍କର ଗଳ୍ପ ସଂକଳନ ‘ତିନି ଅକଥା’ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ କଥାକାର ହାଡ଼ିବନ୍ଧୁ ପାଢ଼ୀଙ୍କର ଗଳ୍ପ ସଂକଳନ ‘ତିନି ଅକଥା’ , ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି ପୌରାଣିକ କିମ୍ବଦନ୍ତୀ ଏବଂ ନୈତିକ ତଥା ମାନବିକ ଗୁଣବତ୍ତା ଆଧାରିତ ୪୫ଟି କାଳଜୟୀ ଲୋକକଥାର ପୁର୍ନଲିଖନ ଏହି ସଙ୍କଳନରେ ସ୍ଥାନିତ ହୋଇଛି ।…

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେଲା ଖୋର୍ଦ୍ଧା ଜିଲ୍ଲା

ଖୋର୍ଦ୍ଧା : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଯୋଡି ହେଲା ଖୋର୍ଦ୍ଧା ଜିଲ୍ଲା । ଖୋର୍ଦ୍ଧା ବେଗୁନିଆଠାରେ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ହେଲଥ୍ କାର୍ଡ ବାଣ୍ଟିଛନ୍ତି । ଏହାଦ୍ୱାରା ଖୋର୍ଦ୍ଧାର ପ୍ରାୟ ୧୪ ଲକ୍ଷ ହିତାଧିକାରୀ ସ୍ମାର୍ଟ କାର୍ଡ ପାଇବେ । ଖୋର୍ଦ୍ଧାରେ ହଜାର କୋଟି ଟଙ୍କାର ପ୍ରକଳ୍ପର…

ଭୁବନେଶ୍ବରରେ ଆରମ୍ଭ ହେଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ ଅଭିଯାନ

ଭୁବନେଶ୍ବର : ଭୁବନେଶ୍ବରରେ ଆରମ୍ଭ ହେଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ ଅଭିଯାନ । ମୁଖ୍ୟମନ୍ତ୍ରୀ ଖୋର୍ଦ୍ଧା ବେଗୁନିଆରେ ବିଏସକେଓ୍ବାଇ କାର୍ଡ ବାଣ୍ଟିବା ବେଳେ ଭୁବନେଶ୍ବରର ୩ଟି ଜୋନରେ ଆରମ୍ଭ ହୋଇଥିଲା କାର୍ଡ ବଣ୍ଟନ କାର୍ଯ୍ୟକ୍ରମ । ବିଏମସିର ସାଉଥ ୱେଷ୍ଟ…

କରୀନା, ଅମୃତା କରୋନା ପଜିିଟିଭ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କରୀନା କାପୁର କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ସେ ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ନିଜର କୋଭିଡ ଟେଷ୍ଟ କରାଇଥିଲେ । ଏଥିରେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ସେ ନିଜକୁ ଆଇସୋଲେଟ କରି ଦେଇଛନ୍ତି । କରୀନାଙ୍କ ପ୍ରିୟ ବାନ୍ଧବୀ ଅମୃତା ଆରୋରଙ୍କ…