Latest Odisha News

BREAKING NEWS

Yearly Archives

2021

ମହାମାରୀରୁ ବି ଲାଭ କମାଉଛି ଚୀନ !

ବେଜିଂ: କରୋନା ମହାମାରୀରୁ ମୁକିଳିବା ପାଇଁ ସାରା ବିଶ୍ୱ ଏକତ୍ର ହେଉଥିବା ବେଳେ ଚୀନ କିନ୍ତୁ ଏଥିରୁ ବାଦ୍ ପଡିଛି । ବିପତି ବେଳେ କିଭଳି ଅଧିକ ଲାଭ ଆଦାୟ କରାଯାଇ ପାରିବ ସେ ନେଇ ମୁଣ୍ଡ ଖେଳାଉଛି । ଚୀନ କୋଭିଡ ସହ ଜଡିତ ସାମଗ୍ରୀର ଦାମ ୨ଗୁଣା ବୃଦ୍ଧି କରିଛି । ସପ୍ଲାୟ ଚେନ୍ ଖୋଲା ରହିଲେ…

ଅଗଷ୍ଟ ସୁଦ୍ଧା କୋଭିଶିଲ୍ଡର ମାସିକ ଉତ୍ପାଦନ ୧୦ କୋଟି ଛୁଇଁବ ଏବଂ କୋଭାକ୍ସିନର ୭.୮ କୋଟି

ନୂଆଦିଲ୍ଲୀ: ଏବେ ସମଗ୍ର ଦେଶରେ ଟିକାର ଅଭାବର ଦୃଶ୍ୟ ଦେଖିବାକୁ ମିଳୁଛି। ଗୋଟିଏ ଡୋଜ୍‌ ନେଲା ପରେ ଆଉ ଗୋଟିଏ ଡୋଜ୍‌ ପାଇଁ ଲୋକଙ୍କୁ ଅପେକ୍ଷା କରିବାକୁ ପଡ଼ୁଛି। ତେବେ ଏହା ଭିତରେ ସେରମ୍ ଇନଷ୍ଟିଚ୍ୟୁଟ୍ ଏବଂ ଭରତ ବାୟୋଟେକ୍ ଆସନ୍ତା ଚାରିମାସ ପାଇଁ କେନ୍ଦ୍ରକୁ ସେମାନଙ୍କ ଉତ୍ପାଦନ…

କୋଭିସିଲ୍ଡ ଡୋଜ୍ ମଧ୍ୟରେ ବ୍ୟବଧାନ ୧୨ରୁ ୧୬ ସପ୍ତାହ ରଖିବାକୁ ସୁପାରିସ୍

ନୂଆଦିଲ୍ଲୀ: କୋଭିସିଲ୍ଡ ଡୋଜ୍ ମଧ୍ୟରେ ବଢିବ ବ୍ୟବଧାନ । ଏନେଇ ନୀତି ଆୟୋଗ ସଦସ୍ୟ ଭିକେ ପାଉଲ ସରକାରଙ୍କୁ ସୁପାରିସ୍ କରିଛନ୍ତି । କୋଭିସିଲ୍ଡର ପ୍ରଥମ ଓ ଦ୍ୱିତୀୟ ଡୋଜ୍ ମଧ୍ୟରେ ୧୨ରୁ ୧୬ ସପ୍ତାହ ଅନ୍ତର ରଖିବାକୁ ସୁପାରିସ୍ କରାଯାଇଛି । ଏବେ ପ୍ରଥମ ଡୋଜ୍ କୋଭିସିଲ୍ଡ ନେବାର ୬ରୁ ୮ ସପ୍ତାହ…

ଅକ୍ସିଜେନ କନ୍‌ସେନ୍‌ଟ୍ରେଟର କଳାବଜାରି; ନବନୀତଙ୍କ ଜାମିନ ଆବେଦନ ଖାରଜ କଲେ ଦିଲ୍ଲୀ କୋର୍ଟ

ନୂଆଦିଲ୍ଲୀ: ଅକ୍ସିଜେନ କନ୍‌ସେନ୍‌ଟ୍ରେଟର କଳା ବଜାରି ଅଭିଯୋଗରେ ଅନୁସନ୍ଧାନ ଚାଲିଥିବା ବ୍ୟବସାୟୀ ନବନୀତ କଲ୍ରାଙ୍କ ଜାମିନ ଆବେଦନକୁ ଗୁରୁବାର ଦିନ ଦିଲ୍ଲୀର ଏକ କୋର୍ଟ ଖାରଜ କରିଦେଇଛନ୍ତି। ଅତିରିକ୍ତ ଅଧିବେଶନ ଜଜ୍ ସନ୍ଦୀପ ଗାର୍ଗଙ୍କ ଦ୍ୱାରା କଲ୍ରାଙ୍କ ଜାମିନ ଆବେଦନ ଖାରଜ…

୨୬ ବର୍ଷ ପରେ ଆଶେଜ ସିରିଜର ଶେଷ ମ୍ୟାଚ ସିଡନୀ ବଦଳରେ ପର୍ଥରେ ଖେଳାଯିବ

ସିଡନୀ: ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ବହୁଚର୍ଚ୍ଚିତ ଆଶେଜ କ୍ରିକେଟ ସିରିଜରେ ୨୬ ବର୍ଷରେ ପ୍ରଥମ ଥର ପାଇଁ ଶେଷ ମ୍ୟାଚ ସିଡନୀ ବଦଳରେ ପର୍ଥରେ ଖେଳାଯିବ । ୯ ଡିସେମ୍ବରରୁ ବ୍ରିସବେନରୁ ଏହି ସିରିଜ ଆରମ୍ଭ ହେବ । ବ୍ରିସବେନ, ଆଡିଲେଡ, ମେଲବୋର୍ଣ୍ଣ, ସିଡନୀ ଓ ପର୍ଥରେ ୫ଟି ଯାକ ଟେଷ୍ଟ…

୨-୧୮ ବର୍ଷ ପିଲାଙ୍କ ଉପରେ କୋଭାକ୍ସିନ୍ ଟିକାର ଟ୍ରାଏଲକୁ DCGIର ଅନୁମତି

ନୂଆଦିଲ୍ଲୀ: ଖୁବଶୀଘ୍ର ଦେଶରେ ୨ବର୍ଷରୁ ଅଧିକ ଛୁଆଙ୍କୁ ମିଳିପାରେ କରୋନା ଟିକା । ୨-୧୮ ବର୍ଷ ପିଲାଙ୍କ ଉପରେ କୋଭାକ୍ସିନ ଟିକାର କ୍ଲିନିକାଲ୍ ଟ୍ରାଏଲ ପାଇଁ ଭାରତ ବାୟୋଟେକକୁ ଅନୁମତି ଦେଇଛି ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ ଇଣ୍ଡିଆ ବା DCGI । ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଟିକା…

ମାଉଣ୍ଟ ଏଭରେଷ୍ଟରେ ୨ ପର୍ବତାରୋହୀଙ୍କ ମୃତ୍ୟୁ

ନେପାଳ: ନେପାଳର ଏଭରେଷ୍ଟ ଅଭିଯାନ ଆୟୋଜକମାନେ ଗୁରୁବାର କହିଛନ୍ତି ଯେ ଆମେରିକା ଏବଂ ସ୍ୱିଜରଲ୍ୟାଣ୍ଡର ଦୁଇଜଣ ପର୍ବତାରୋହୀ ମାଉଣ୍ଟ ଏଭରେଷ୍ଟରେ ମୃତ୍ୟୁ ବରଣ କରିଛନ୍ତି। ସୂଚନା ଅନୁଯାୟୀ ଶୀର୍ଷରେ ପହଞ୍ଚିବା ପରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ଶିଖରରେ ପହଞ୍ଚିବା ପରେ ସେମାନେ ଥକି…

କରୋନା କାଳରେ କରୁଣ ଚିତ୍ର: ଗଙ୍ଗା ନଦୀ ବାଲିରେ ମୃତଦେହକୁ ପୋତି ଦେଉଛନ୍ତି ଲୋକ

ଉତ୍ତରପ୍ରଦେଶ: କରୋନା ଏମିତି କଷଣ ଦେଉଛି ଯେ ଯାହା ମଣିଷ କେବେ ଦେଖିନଥିଲା କି ଭାବି ନଥିଲା । ପ୍ରତିଦିନ ସାମନାକୁ ଆସୁଛି ବିଚଳିତ କରିବା ଭଳି ଚିତ୍ର । ନିକଟରେ ଉତ୍ତରପ୍ରଦେଶ ଓ ବିହାରରେ ଗଙ୍ଗା ନଦୀରେ ସନ୍ଦିଗ୍ଧ କରୋନା ରୋଗୀଙ୍କ ମୃତଦେହ ଭାସୁଥିବା ଚିତ୍ର ସାମନାକୁ ଆସିଥିଲା । ଏବେ…

ଝାଡ଼ଖଣ୍ଡରେ ପୁଣି ବଢିଲା ଲକ୍‌ଡାଉନ ଅବଧି

ଝାଡଖଣ୍ଡ: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଝାଡଖଣ୍ଡ ସରକାର ବୁଧବାର ଦିନ ଲକ୍‌ଡାଉନ ଅବଧିକୁ ବଢାଇଦେଇଛନ୍ତି। ଏହାସହିତ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ପାଇଁ ୭ ଦିନ କ୍ବାରେଣ୍ଟାଇନ୍‌ ବାଧ୍ୟତାମୂଳକ ବୋଲି କହିଛନ୍ତି ରାଜ୍ୟ ସରକାର। ବିବାହ ସମାରୋହରେ ୫୦…

୧୨ ଦିନରେ କରୋନାରେ ପରିବାରର ୪ ମୃତ, ଅନାଥ ହୋଇଗଲେ ୨ ଛୁଆ

ଗାଜିଆବାଦ: ମହାମାରୀ କରୋନା ଆତଙ୍କ ଲାଗି ରହିଛି । ପ୍ରତିଦିନ ଦେଶରେ ହଜାର ହଜାର ପ୍ରାଣ ନେଉଛି ଭୂତାଣୁ । ଉତ୍ତରପ୍ରଦେଶ ଗାଜିଆବାଦରେ କରୋନାର କାଳ ନଜର ଏକ ପରିବାରକୁ ଛାରଖାର୍ କରି ଦେଇଛି । ମାତ୍ର ୧୨ ଦିନରେ ଉଜୁଡ଼ି ଯାଇଛି ପରିବାର । ଚାଲି ଯାଇଛି ୪ ଜୀବନ । ଏବେ ପରିବାରରେ ଖାଲି ୨ ଜଣ…