ରାସ୍ତା ନିର୍ମାଣରେ ଅନିୟମିତତା ନେଇ ଗ୍ରାମବାସୀଙ୍କ ଧାରଣା
କାମାକ୍ଷାନଗର: ଗାଁ କୁ ଭଲ କଂକ୍ରିଟ ରାସ୍ତା ଖଣ୍ଡିଆ ନାହିଁ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବସୋଇ ପଞ୍ଚାୟତ ଯୌତୁକପଶି ଗାଁରେ ରାସ୍ତା ନିର୍ମାଣକୁ ନେଇ ଗ୍ରାମବାସୀଙ୍କ ବିରୋଧ ଦେଖିବାକୁ ମିଳିଛି । ଗାଁରେ କଂକ୍ରିଟ ରାସ୍ତା ଉପରେ ମାଟି ବିଛାଇ ଅନ୍ୟ ଏକ କଂକ୍ରିଟ ରାସ୍ତା ନିର୍ମାଣ…