ସମ୍ବଲପୁରରୁ ୨ ଲକ୍ଷ ଟଙ୍କାର ଟିମ୍ବର ଜବତ
ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ଖେତରାଜପୁର ସ୍ଥିତ କମଲି ବଜାରରେ ସୋମବାର ଦିନ ବେଆଇନ ଭାବେ କାର୍ଯ୍ୟ କରୁଥିବା ଏକ ସ' ମିଲ୍ ଉପରେ ପୋଲିସ ଚଢାଉ କରିଛି।
ଏହି ଚଢାଉ ସମୟରେ ୨ ଲକ୍ଷ ଟଙ୍କା ମୂଲ୍ୟର ୫.୮୮ ସିଫ୍ଟ କାଠ ସହିତ କିଛି ମିଲ୍ ଉପକରଣ ଜବତ କରାଯାଇଛି।
ସମ୍ବଲପୁର ବନ ବିଭାଗର…