Latest Odisha News

BREAKING NEWS

Yearly Archives

2021

ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ଅଚଳ , ସର୍ବ ଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ୱର : ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସପ୍ତମ ଦିନରେ ବି ଚାଲିପାରିଲାନି ଗୃହ। ସାଢେ ୧୧ ଟାରେ ଗୃହ ଆରମ୍ଭ ହେବା ପରେ ପୁଣି ବିରୋଧୀଙ୍କ ମମିତା ପ୍ରସଙ୍ଗ ନେଇ ହୋ ହାଲ୍ଲାରେ କମ୍ପି ଉଠିଲା ଗୃହ। ସେପଟେ ଗୃହରେ ଗୋବିନ୍ଦ ସାହୁଙ୍କ ଫଟୋ ଦେଖାଇ ବିଜେପି ଘଣ୍ଟବାଡେଇଥିବା ଜଣାପଡ଼ିଛି।…

କଟକ ରେଲଓ୍ୱେ ଷ୍ଟେସନରୁ ଟଙ୍କା ଭର୍ତ୍ତି ବ୍ୟାଗ ଜବତ

କଟକ: ରେଲଓ୍ୱେ ଷ୍ଟେସନରୁ ପୁଳା ପୁଳା ଟଙ୍କା ଭର୍ତ୍ତି ବ୍ୟାଗ ଜବତ । କଟକ ରେଲଓ୍ୱେ ଷ୍ଟେସନରୁ ୪ଟି ବ୍ୟାଗରୁ ଲକ୍ଷାଧିକ ଟଙ୍କା ଜବତ ହୋଇଛି । ଜଣେ ବ୍ୟକ୍ତିଙ୍କ ପାଖରୁ ଜବତ ହୋଇଛି ଟଙ୍କା ଭର୍ତ୍ତି ୪ଟି ବ୍ୟାଗ୍ । ସେସବୁ ବ୍ୟାଗରେ ୧୦ ଓ ୨୦ ଟଙ୍କିଆ ନୋଟ୍ ଥିବା ଜଣା ପଡିଛି । ଭୁବନେଶ୍ୱରରୁ…

୨୪ଘଣ୍ଟାରେ ଦେଶରେ ୮ହଜାର ୪୩୯ଜଣ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ, ୧୯୫ଜଣଙ୍କ ମୃତ୍ୟୁ

ଦିଲ୍ଲୀ: ୨୪ଘଣ୍ଟା ଭିତରେ ଦେଶରେ ୮ ହାଜର ୪୩୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ୧୯୫ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୪୬,୫୬,୮୨୨ରେ ପହଞ୍ଚିଛି । ସେହିପରି ଭାରତରେ…

ବନ୍ଧୁତାରେ ବଦଳିଲା ରାଜନୈତିକା ଶତ୍ରୁତା

ମୁମ୍ବାଇ: ମହାରାଷ୍ଟ୍ରରେ ଆଜି ଦୁଇ ବିରୋଧୀ ରାଜନୈତି ପାର୍ଟି ବନ୍ଧୁତାର ସୂତ୍ରରେ ବାନ୍ଧି ହୋଇ ଯାଇଛନ୍ତି । ବିଜେପି ନେତା ହର୍ଷବର୍ଦ୍ଧନ ପାଟିଲଙ୍କ ଝିଅ ଅଙ୍କିତା ପାଟିଲ ଏବଂ ଶିବସେନା ପ୍ରମୁଖ ବାଲା ସାହେବ ଠାକରେଙ୍କ ସ୍ୱର୍ଗତଃ ପୁତ୍ର ବିନ୍ଦୁ ମାଧବ ଠାକରେଙ୍କ ପୁତ୍ର ନିହାରଙ୍କ ମଧ୍ୟରେ…

ଛାତ୍ରୀଙ୍କୁ ସ୍କୁଲ ପ୍ରିନ୍ସିପାଲ ଓ ୯ ଶିକ୍ଷକ କରିଥିଲେ ଗଣଦୁଷ୍କର୍ମ, ଭିଡିଓ କରୁଥିଲେ ଶିକ୍ଷୟିତ୍ରୀ

ଅଲଓ୍ୱାର(ରାଜସ୍ଥାନ): ଗୁରୁ ଶିଷ୍ୟର ସମ୍ପର୍କରେ କଳଙ୍କର ଛିଟା । ଶିକ୍ଷକଙ୍କ ନାଁରେ ସାଂଘାତିକ ଅଭିଯୋଗ । ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରୁଥିଲେ ସ୍କୁଲ ପ୍ରିନ୍ସିପାଲ ଓ ୯ ଜଣ ଶିକ୍ଷକ । ବର୍ଷେ ଧରି ଏମିତି ନରକୀୟ କାଣ୍ଡ କରୁଥିଲେ । ସେତିକିରେ ସରି ନଥିଲା ଛାତ୍ରୀଙ୍କ ପ୍ରତି ନିର୍ୟାତନାର…

ରାଜ୍ୟରେ ପୁଣି ଆଉ ୨ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ପୁଣି ଆଜି ୨ ଜଣଙ୍କ ଜୀବନ ନେଲା କରୋନା । ରାଜ୍ୟରେ କରୋନା ସଂକ୍ରମଣ ହାର କମିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୨୫୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିକିତ୍ସିତ ହେଉଥିବା ଦୁଇଜଣ ସଂକ୍ରମିତଙ୍କ ଆଜି ମୃତ୍ୟୁ ହୋଇଯାଇଛି। ମୃତକ ଦୁଇଜଣ ଖୋର୍ଦ୍ଧା ଓ କଟକର ବୋଲି…

ଚୋରି କରି ପଳାଇବାବେଳେ ସିସିଟିଭି ପୁଟେଜ ଦେଖି କାବୁ କଲେ ସ୍ଥାନୀୟ ଲୋକ

ଭଦ୍ରକ: ଘର ଭିତରେ ପଶି ଚୋରି କରି ପଳେଇବା ସମୟରେ କାବୁ କଲେ ସ୍ଥାନୀୟ ଲୋକ । ଏହିପରି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ସହରର ବନ୍ତ ଛକର ମଣ୍ଡଳ ଫୁଡ଼ସ ନିକଟରେ । ପରେ ଚୋରକୁ ପୋଲିସ ନିକଟରେ ଜିମା ଦେଇଛନ୍ତି । ସୂଚନା ଅନୁଯାୟୀ, ଭଦ୍ରକ ସହର ମନୋରଞ୍ଜନ ପଣ୍ଡା ଓ ସଂଗ୍ରାମ ବିଶ୍ୱାଳଙ୍କ ଘରୁ…

ୟୁକ୍ରେନ ବର୍ଡରରେ ରୁଷ ନିୟୋଜିତ କରିଛି ୧.୭୫ ଲକ୍ଷ ସୈନିକ !

ମସ୍କୋ:ରୁଷିଆ ଓ ୟୁକ୍ରେନ ବିବାଦ ଚରମ ସୀମାରେ ପଂହଚିଛି । ଆମେରିକା ଗୋଇନ୍ଦା ବିଭାଗ ରିପୋର୍ଟ ଅନୁସାରେ ୟୁକ୍ରେନ ସୀମାରେ ରୁଷିଆ ୧.୭୫ ଲକ୍ଷ ସୈନିକଙ୍କୁ ନିୟୋଜିତ କରିଛି । ରୁଷ ଯୁଦ୍ଧ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଛି, ଯଦି ୟୁକ୍ରେନ ଉପରେ ଆକ୍ରମଣ କରେ ତାହାହେଲେ ଆମେ ସୈନ୍ୟ ପଠାଇବୁ…

ଲାଲୁଙ୍କ ଘରେ ବାଜିବ ଶାହନାଇ, ବାହା ହେବେ ତେଜସ୍ୱୀ

ପାଟଣା: ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଘରେ ପୁଣି ଥରେ ବାଜିବ ଶାହନାଇ । ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ସାନ ପୁଅ ତେଜସ୍ୱୀ ଯାଦବ । ବାହାଘରକୁ ନେଇ ଆସିଲା ବଡ଼ ଖବର । ଖୁବଶୀଘ୍ର ବରବେଶରେ ସଜେଇ ହେବେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ । କାଲି ଦିଲ୍ଲୀରେ…

ସୁଧହାର ଅପରିବର୍ତ୍ତିତ ରଖିଲା RBI

ନୂଆଦିଲ୍ଲୀ: ମୁଦ୍ରାନୀତି ସମୀକ୍ଷା କରି ସୁଧହାର ଅପରିବର୍ତ୍ତିତ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ । ରେପୋ ରେଟ୍ ୪ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । ରିଭର୍ସ ରେପୋ ରେଟ୍ ପୂର୍ବଭଳି ୩.୩୫ ପ୍ରତିଶତ ରହିଛି । ମୁଦ୍ରାନୀତି ସମୀକ୍ଷା ପରେ ଆଜି ଏହି ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର…