ଅନୁଗୁଳରେ ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
ଅନୁଗୁଳ : ଗାଁରେ ମାତିଛନ୍ତି ହାତୀ । ଅନୁଗୁଳ ଜିଲ୍ଲା ନଳଚନ୍ଦ୍ରପୁର ଗାଁରେ ହାତୀ ଆକ୍ରମଣରେ ଏକ ଗାଇ ସହ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଯାଇଛି। ଦିନକୁ ଦିନ ଗାଁରେ ହାତୀ ଆତଙ୍କ ବଢ଼ିବାରେ ଲାଗିଛି । ଜଙ୍ଗଲ ଛାଡି ଏବେ ଗାଁ ମୁହାଁ ହେଉଛନ୍ତି ହାତୀ। ନଳଚନ୍ଦ୍ରପୁର ଗାଁର ବୃଦ୍ଧ ଧନେଶ୍ୱର ଭୁକ୍ତା…