Latest Odisha News

BREAKING NEWS

Yearly Archives

2021

ଉତ୍କଳ ଦିବସ: କେଉଁ ଜିଲ୍ଲାରେ କେଉଁ ମନ୍ତ୍ରୀ ଯୋଗ ଦେବେ ଜାଣନ୍ତୁ…

ଭୁବନେଶ୍ୱର: ୧୯୩୬ ମସିହା ଏପ୍ରିଲ ୧ ତାରିଖକୁ ଉତ୍କଳ ଦିବସ ଭାବେ ସାରା ରାଜ୍ୟରେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ତଦନୁଯାୟୀ, ଭୁବନେଶ୍ୱରରେ ରାଜ୍ୟ ସ୍ତରୀୟ ଉତ୍କଳ ଦିବସ ପାଳନ ଅବସରରେ ଭୁବନେଶ୍ୱର ନିର୍ବାଚନମଣ୍ଡଳୀର ଦୁଇଜଣ ବିଧାୟକ ଏବଂ ଦୁଇ ମନ୍ତ୍ରୀ ଭାବେ ଅଶୋକ…

ଆଜି ଦିଲ୍ଲୀ ଏମ୍ସରେ ହେବ ରାଷ୍ଟ୍ରପତିଙ୍କର ବାଇପାସ୍ ସର୍ଜରୀ, ଓଡ଼ିଆ ଡାକ୍ତର କରିବେ ଅସ୍ତ୍ରୋପଚାର

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ହେବ ବାଇପାସ୍ ସର୍ଜରୀ । ଆଜି ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ତାଙ୍କର ସର୍ଜରୀ କରାଯିବ । ଓଡିଆ ଡାକ୍ତରଙ୍କ ଉପରେ ରହିଛି ଗୁରୁଦାୟିତ୍ବ । ବରିଷ୍ଠ ହୃଦ୍‌ରୋଗ ସର୍ଜନ ତଥା ଓଡିଶାର ମୂଳ ବାସିନ୍ଦା ଡକ୍ଟର ଅକ୍ଷୟ କୁମାର ବିଷୋୟୀ ରାଷ୍ଟ୍ରପତି…

ବିଜେପି ନେତାଙ୍କ ସନ୍ଦେହଜନକ ମୃତ୍ୟୁ; ପାର୍କ ଭିତରୁ ମିଳିଲା ଝୁଲନ୍ତା ମୃତଦେହ

ନୂଆଦିଲ୍ଲୀ: ସହରରେ ଥିବା ତାଙ୍କ ବାସଭବନ ନିକଟରେ ଥିବା ଏକ ପାର୍କରେ ନିଜକୁ ଫାଶୀ ଲଗାଇ ବିଜେପି ନେତା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତକଙ୍କ ନାମ ପଶ୍ଚିମ ଦିଲ୍ଲୀ ବିଜେପିର ପୂର୍ବତନ ଉପ-ସଭାପତି ଜିଏସ ବାୱା ବୋଲି ଜଣାପଡିଛି। ସୂତ୍ରରୁ ପ୍ରକାଶ ଯେ କିଛି ଘରୋଇ ପ୍ରସଙ୍ଗରେ…

ଦ୍ୱିତୀୟ ଡୋଜ କରୋନା ଟିକା ନେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ମଙ୍ଗଳବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କୋଭିଡ-୧୯ ଟିକାର ର ଦ୍ୱିତୀୟ ଡୋଜ ଗ୍ରହଣ କରିଛନ୍ତି। ଦିଲ୍ଲୀର ହାର୍ଟ ଆଣ୍ଡ ଲଙ୍ଗ୍‌ସ ପ୍ରତିଷ୍ଠାନରେ ଡ. ହର୍ଷବର୍ଦ୍ଧନ ଏବଂ ପତ୍ନୀ ନୂତନ ଗୋଏଲଙ୍କୁ ଟିକା ଦିଆଯାଇଛି। ଟିକା ନେବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ…

ଶାହାରୁଖ୍‌ଙ୍କ ଏହି ଫିଲ୍ମର ଗୀତ ଗାଇଲେ ଆମେରିକା ନୌସେନା ସଦସ୍ୟ ; ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ମାର୍ଚ୍ଚ ୨୮ ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆମେରିକାର ନୌସେନାର ସଦସ୍ୟମାନେ ଶାହରୁଖ ଖାନଙ୍କ ଅଭିନୀତ ୨୦୦୪ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ରର'ସ୍ବଦେଶ'ର ଲୋକପ୍ରିୟ ଗୀତ 'ୟୈ ଜୋ ଦେଶ୍‌ ହୈ ତେରା' ଗାଇଥିବାର ଏକ ଭିଡିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଆମେରିକାରେ…

ଏନଆଇଟି କ୍ୟାମ୍ପସ୍ ଛାଡ଼ିବାକୁ ଛାତ୍ରଛାତ୍ରୀଙ୍କୁ ଅନୁମତି

ରାଉରକେଲା: ରାଉରକେଲା ଏନଆଇଟିରୁ ଗତ ୫ ଦିନ ମଧ୍ୟରେ ୧୪ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ପରେ ପ୍ରଶାସନ ପଦକ୍ଷେପ ନେଇଛି । କରୋନା ସଂକ୍ରମଣ ଯେଭଳି ନବ୍ୟାପେ ସେଥିପ୍ରତି ଦୃଷ୍ଟି ଦେଇଛନ୍ତି ଏନଆଇଟି କର୍ତ୍ତୃପକ୍ଷ । କରୋନା ଟେଷ୍ଟ ନେଗେଟିଭ୍ ଆସିଥିବା ଛାତ୍ରଛାତ୍ରୀ ହଷ୍ଟେଲ ଛାଡ଼ି…

୫୫ ବର୍ଷରୁ କମ୍ ଲୋକଙ୍କ ପାଇଁ ଆଷ୍ଟ୍ରା ଜେନେକା ଟିକା ବ୍ୟବହାରକୁ ସ୍ଥଗିତ ରଖିଲା କାନାଡା

ନୂଆଦିଲ୍ଲୀ: କାନାଡା ସୋମବାର ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା କରୋନାଭାଇରସ୍ ଟିକା ବ୍ୟବହାରକୁ ୫୫ ବର୍ଷରୁ କମ୍ ଲୋକଙ୍କ ପାଇଁ ସ୍ଥଗିତ ରଖିଛି। ପ୍ରତିରକ୍ଷା ସମ୍ବନ୍ଧୀୟ ଜାତୀୟ ପରାମର୍ଶଦାତା କମିଟି ନିରାପତ୍ତା କାରଣରୁ ଏହି ଟିକା ବ୍ୟବହାରକୁ ସ୍ଥଗିତ ରଖିଥିବା ସୂଚନା ମିଳିଛି। ସମ୍ଭାବ୍ୟ…

ଦେଶରେ ବଢୁଛି କରୋନା ମାମଲା, ଦିନକରେ ୫୬ ହଜାର ପଜିଟିଭ

ନୂଆଦିଲ୍ଲୀ: ଦେଶରେ ପୁଣି ଉପର ମୁହାଁ ହେଉଛି କରୋନା ସଂକ୍ରମଣ । ବିଗତ ଦିନରେ ଦେଶରେ କରୋନା ସଂକ୍ରମଣ ହ୍ରାସ୍ ପାଇଥିବା ବେଳେ ଏବେ ପୁଣି ବଢ଼ିବାରେ ଲାଗିଛି । ଯାହା ଏକପ୍ରକାର ସରକାରଙ୍କ ଚିନ୍ତା ବଢ଼ାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୬…

ମୂଷା ଯନ୍ତାରେ ଫସିଲା ନାଗ ସାପ

ଡେଲାଙ୍ଗ: ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ରତାପଡା ଗାଁରେ ଏକ ମୂଷା ଧରା ଯନ୍ତାରେ ଫସିଛି ନାଗ ସାପ। ସୂଚନା ଅନୁଯାୟୀ, ଉକ୍ତ ଗ୍ରାମର ସୁବାସ ପରିଡା ନିଜ ଗ୍ରୋସରି ଦୋକାନରେ ମୂଷା ଉପଦ୍ରବକୁ ରୋକିବା ପାଇଁ ଯନ୍ତା ବସେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ସେଇ ଯନ୍ତା ଭିତରେ ଏକ ନାଗ…

ଫାରୁକ୍ ଅବଦୁଲ୍ଲା କରୋନା ପଜିଟିଭ

ନୂଆଦିଲ୍ଲୀ: ନ୍ୟାସନାଲ୍‌ କନ୍‌ଫରେନ୍ସ ପାଟ୍ରୋନ୍‌ ଫାରୁକ୍ ଅବଦୁଲ୍ଲା କୋଭିଡ-୧୯ ପାଇଁ ପଜିଟିଭ୍ ଚିହ୍ନଟ ହୋଇଥିବା ତାଙ୍କ ପୁଅ ଓମାର ଅବଦୁଲ୍ଲା ମଙ୍ଗଳବାର କହିଛନ୍ତି। ଏନସି ନେତା ଓମାର ଅବଦୁଲ୍ଲା କହିଛନ୍ତି ଯେ ତାଙ୍କ ପିତାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ପରିବାର…