Latest Odisha News

BREAKING NEWS

Yearly Archives

2021

ନିଆଁ ଆଁରେ ୧୫ ବଖରା ଭସ୍ମ, ୫ ଆହତ

କେନ୍ଦ୍ରାପଡ଼ା/ଭଞ୍ଜନଗର: ବଡ଼ହାଟ ଇମାମବାଡ଼ିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ସମ୍ପୂର୍ଣ୍ଣ ଭାବେ ୮ ବଖରା ପୋଡ଼ିପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡରେ ୫ ଜଣ ଆହତ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତ ସମସ୍ତ ୫ ଜଣ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି…

ଭାଇ ୟୁସୁଫଙ୍କ ପରେ ଇରଫାନ ବି କୋଭିଡ୍ ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି । କରୋନା ମହାମାରୀ ବ୍ୟାପିବା ପରେ ସ୍ରଂକମିତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ି ଚାଲିଛି । ବଡ଼ ଭାଇ ୟୁସୁଫ ପଠାଣଙ୍କ ପରେ ଏବେ ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଇରଫାନ୍ ପଠାଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।…

୧୩ତମ ଜାତୀୟ ହ୍ୱିଲଚେୟାର ଫେନ୍ସିଂ ଚାମ୍ପିଅନସିପରେ ଓଡ଼ିଶାକୁ ୨୪ଟି ପଦକ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ହରିୟାଣାର କର୍ଣ୍ଣଲରେ ଅନୁଷ୍ଠିତ ୧୩ତମ ଜାତୀୟ ହ୍ୱିଲଚେୟାର ଫେନ୍ସିଂ ଚାମ୍ପିଅନସିପରେ ଓଡ଼ିଶାକୁ ୨୪ଟି ପଦକ ମିଳିଛି । ଓଡ଼ିଶା ଦଳ ଉତ୍ତମ ପ୍ରଦର୍ଶନ କରି ୨୪ଟି ମେଡାଲ ପାଇଥିବା ବେଳେ ସେଥିରେ ୯ଟି ସ୍ୱର୍ଣ୍ଣ ପଦକ, ୮ଟି ରୌପ୍ୟ ପଦକ ଓ ୭ଟି ବ୍ରୋଞ୍ଜ ପଦକ ରହିଛି ।…

ଗୁରୁ ଗୋପାଳ ପ୍ରସାଦ ଦୁବେ ପାଇଲେ ‘ଗୁରୁଶ୍ରୀ’ ସମ୍ମାନ

ଭୁବନେଶ୍ୱର : ବିଶିଷ୍ଟ ନୃତ୍ୟ ଅନୁଷ୍ଠାନ ପ୍ରଜ୍ଞାନୃତ୍ୟାୟନ ପକ୍ଷରୁ ୧୦ମ 'ଗୁରୁଶ୍ରୀ' ସମ୍ମାନ ନୃତ୍ୟ ଉତ୍ସବ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଆରମ୍ଭ ହୋଇଯାଇଛି। ଏହି ଅବସରରେ ପଦ୍ମଶ୍ରୀ ଗୁରୁ ଗୋପାଳ ପ୍ରସାଦ ଦୁବେଙ୍କୁ ୧୦ମ 'ଗୁରୁଶ୍ରୀ ସମ୍ମାନ' ପ୍ରଦାନ କରାଯାଇଛି। ଏହାସହ ଗୁରୁ ଡ.…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ମସିହା ମାର୍ଚ୍ଚ ୩୦ ତାରିଖ ମଙ୍ଗଳବାର ମୀନ ୧୭ ଦିନ ଚୈତ୍ର ମାସ କୃଷ୍ଣପକ୍ଷ ଦ୍ଵିତୀୟା ତିଥି ଚିତ୍ରା ନକ୍ଷତ୍ର ତୁଳା ଚନ୍ଦ୍ର ଆଜିର ଘାତ ବାର- ମକର ରାଶିର ଆଜିର ନିଷେଧ ଖାଦ୍ୟ-ବୋଇତି କଖାରୁ ମେଷ ଆଜି ଶାରୀରିକ ମାନସିକ ଅଭିବୃଦ୍ଧି…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ପ୍ରଚାର ମୈଦାନରେ କାହିଁକି ଦୌଡିଲେ ସାୟୋନୀ ଘୋଷ ?

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ସାୟୋନୀ ଘୋଷଙ୍କ ଭାଇରାଲ୍ ଭିଡିଓ ଘୁରିବୁଲୁଛି । ଭିଡିଓ ଦେଖିଲେ ଘଟଣା ସତ ଲାଗୁଛି । ହେଲେ କ୍ୟାପ୍ସନ୍ ସହ ଘଟଣାର ସତ୍ୟତାକୁ ନେଇ ମନ ବୁଝୁନି । କାହିଁକି ନା ତୃଣମୂଳ କଂଗ୍ରେସର ଗଡ ବୋଲାଉଥିବା ରାଜ୍ୟରେ କେତେଦୂର ସମ୍ଭବ ସାୟୋନୀଙ୍କୁ ଅଶାଳୀନ ବ୍ୟବହାର ?

ପାକିସ୍ତାନ ରାଷ୍ଟ୍ରପତିଙ୍କୁ କରୋନା

ଲାହୋର: ପାକିସ୍ତାନ ରାଷ୍ଟ୍ରପତି ଆରଫି ଆଲଭି କରୋନା ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି । ସେ କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ ନେଇଥିଲେ ବି ତାଙ୍କ ଟେଷ୍ଟ ପଜିଟିଭ ଆସିଛି । ସେ ଟୁଇଟ କରିଛନ୍ତି ଯେ,ସମସ୍ତ କୋଭିଡ-୧୯ ଆକ୍ରାନ୍ତଙ୍କୁ ସୁସ୍ଥ ରଖନ୍ତୁ । ଦ୍ୱିତୀୟ ଡୋଜ ନେବା ପରେ ଆଂଟିବଡି…

ଜଙ୍ଗଲରେ ନିଆଁ ଲିଭାଉଥିବା ବେଳେ ଓ୍ବାଚରଙ୍କ ଦେହରେ ଲାଗିଲା ନିଆଁ

ମୟୂରଭଞ୍ଜ : ମୟୂରଭଞ୍ଜ ରାଇରଙ୍ଗପୁର ବନଖଣ୍ଡ ବାଦାମପାହାଡ଼ ରେଞ୍ଜ ଅନ୍ତର୍ଗତ ଉକାମପାହାଡ଼ ଜଙ୍ଗଲରେ ଅଭାବନୀୟ ଘଟଣା । ଜଙ୍ଗଲରେ ନିଆଁ ଲିଭାଉଥିବା ବେଳେ ଜଣେ ଓ୍ବାଚରଙ୍କ ଦେହରେ ନିଆଁ ଲାଗିଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା…

ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଛୁରାମାଡ଼

ନୂଆପଡ଼ା : ନୂଆପଡ଼ାରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଛୁରାମାଡ଼ । କୋମନା ଥାନା ଉଦ୍ୟାନବନ୍ଧ ଗାଁ ନିକଟରେ ଥିବ ପେଟ୍ରୋଲ ପମ୍ପର ୨ ଜଣ କର୍ମଚାରୀଙ୍କୁ ଛୁରାମାଡ଼ କରିଛନ୍ତି ଦୁର୍ବୃତ୍ତ । ଛୁରାମାଡ଼ରେ ୨ ଜଣ କର୍ମଚାରୀଙ୍କ ଗୁରୁତର ଅଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ କୋମନା…

ଚାଲିଗଲେ ଟିଏମସି ଗୁଣ୍ଡାଙ୍କ ମାଡରେ ଗୁରୁତର ଆହତ ହୋଇଥିବା ୮୫ ବର୍ଷୀୟା ବୃଦ୍ଧା ଶୋଭା ମଜମୁଦାର

କୋଲକାତା: ନିର୍ବାଚନରେ କ୍ଷମତା ହାତେଇବା ନିଶାରେ ଏବେ ଅଧିକାଂଶ ପାର୍ଟି ହିଂସାକୁ ଆପଣାଇ ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ପଶ୍ଚିବଙ୍ଗର ୮୫ ବର୍ଷୀୟା ବୃଦ୍ଧା ଶୋଭା ମଜମୁଦାରଙ୍କ ମୃତ୍ୟୁ ଘଟିଛି । କିଛି ଦିନ ତଳେ ଟିଏମସିର କେତେକ ଗୁଣ୍ଡା ବିଜେପି କର୍ମୀ ଗୋପାଳ ମଜମୁଦାର ଏବଂ ତାଙ୍କ ମାଆ…