Latest Odisha News

BREAKING NEWS

Yearly Archives

2021

ବହୁଚର୍ଚ୍ଚିତ ସୁବର୍ଣ୍ଣପୁର ଡକାୟତି ମାମଲା…

ସୁବର୍ଣ୍ଣପୁର: ବହୁଚର୍ଚ୍ଚିତ ସୁବର୍ନପୁର ଜିଲ୍ଲା ବନ୍ଧୁକ ମୁନରେ ୨୧ ଲକ୍ଷ ଟଙ୍କା ଲୁଟ୍ ମାମଲା । ଚଳିତମାସ ୧୭ ତାରିଖ (ବୁଧବାର) ଦିନ ବୀରମହାରାଜପୁର ଥାନା ଅନ୍ତର୍ଗତ ବାଘଲପୁର ଗାଁ ନିକଟରେ ବନ୍ଧୁକ ମୁନରେ ହୋଇଥିଲା ବଡ ଧରଣର ଲୁଟ୍ । ଏହି ମାମଲାରେ ସଂପୃକ୍ତ ଦୁଇ ଡକାୟତଙ୍କୁ ଆଜି ଗିରଫ…

ଫାରୁକ ଅବଦୁଲ୍ଲାଙ୍କ ଆଶୁ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଡଃ ଫାରୁକ ଅବଦୁଲ୍ଲା କରୋନା ସଂକ୍ରମିତ ହୋଇ ପୃଥକ୍‌ ଭାବେ ସଙ୍ଗରୋଧରେ ରହିଛନ୍ତି। ଫାରୁକ ଅବଦୁଲ୍ଲାଙ୍କୁ କୋଭିଡ-୧୯ରୁ ଅତିଶୀଘ୍ର ଆରୋଗ୍ୟ ଲାଭ କରିବା ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭକାମନା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଟ୍ଵିଟ୍‌ କରି କହିଛନ୍ତି…

ଆଙ୍କର୍‌ଙ୍କ ହିନ୍ଦୀ କହିବା ଶୈଳୀକୁ ଥଟ୍ଟା କରି ଟ୍ରୋଲ୍‌ ହେଲେ ଏ.ଆର୍ ରହମାନ

ନୂଆଦିଲ୍ଲୀ: ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଏ.ଆର୍ ରହମାନ ବର୍ତ୍ତମାନ କିଛି କଥା ପାଇଁ ଏବେ ସୋସିଆଲ୍‌ ମିଡିଆରେ ‌ଟ୍ରୋଲ୍‌ର ଶିକାର ହେଉଛନ୍ତି। ବାସ୍ତବରେ, ନିକଟରେ ଏ ଆର୍ ରହମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର '୯୯ ସଙ୍ଗ୍‌ସ'ର ପ୍ରମୋସନ୍ ପାଇଁ ପହଞ୍ଚିଥିଲେ। ଯେଉଁଥିରେ କିଛି ଘଟଣା…

ଘୁଞ୍ଚିଲା ଫିଲ୍ମ ‘ଚେହ୍‌ରେ’ର ରିଲିଜ ଡେଟ୍‌

ନୂଆଦିଲ୍ଲୀ: ଘୁଞ୍ଚିଲା ଫିଲ୍ମ 'ଚେହ୍‌ରେ'ର ରିଲିଜ ଡେଟ୍‌। ସମଗ୍ର ଦେଶରେ କୋଭିଡ-୧୯ ମାମଲା ସଂଖ୍ୟା ବୃଦ୍ଧି ହେତୁ ଅମିତାଭ ବଚ୍ଚନ, ଇମ୍ରାନ ହାସମି ଏବଂ ରିୟା ଚକ୍ରବର୍ତ୍ତୀଙ୍କ ଅଭିନୀତ ଫିଳ୍ମ 'ଚେହ୍‌ରେ' ରିଲିଜ ତାରିଖ ସ୍ଥଗିତ ରଖାଯାଇଛି। ଏହି ଫିଲ୍ମର ନିର୍ମାତାମାନେ ଏକ ବିବୃତ୍ତି…

ଶୋଇବା ଘରୁ ଉଦ୍ଧାର ହେଲା ୧୦ ଫୁଟ ଲମ୍ବର ଅହିରାଜ, ସାପକୁ ଉଦ୍ଧାର କଲା ସ୍ନେକ ହେଲ୍ପଲାଇନ୍

ଗଞ୍ଜାମ: ଶୋଇବା ଘରେ ପଶିଥିଲା ଏକ ଅହିରାଜ ସାପ । ଉଦ୍ଧାର କଲା ସ୍ନେକ ହେଲ୍ପଲାଇନ୍ । ଗଞ୍ଜାମ ଜିଲ୍ଲାର ଖଲିକୋଟ ବେଗୁନିଆ ପଡା ଅନ୍ତର୍ଗତ ଗୁରୁଝରି ଗାଁର ଧନୁର୍ଦ୍ଧର ମହାନ୍ତିଙ୍କ ଶୋଇବା ଘରେ ୧୦ ଫୁଟ ଲମ୍ବର ଏକ ଅହିରାଜ ସାପ ପଶିଯାଇଥିଲା । ସାପଟି ଘରର କାନ୍ଥରେ ଥିବା କଣା ଭିତରେ ପଶିଥିଲା…

ଟ୍ରକକୁ ପଛରୁ ପିଟିଲା ବାଇକ, ଚାଳକ ମୃତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍ ଜଟାବହାଲ ନିକଟ ପେଟ୍ରୋଲ ପମ୍ପ ଠାରେ ଏକ ଚାଉଳ ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଇଛି ବାଇକ। ବାଇକରେ ଦୁଇଜଣ ବସିଥିବା ବେଳେ ଚାଳକ ସମ ଭତରାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ସମ ଭତରା ଓ ନବୀନ ଭତରା କୌଣସି…

ପୁଣି ଥରେ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମକୁ ଫେରୁଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପୂର୍ବତନ ପ୍ରଥମ ଲେଡି ମେଲାନିଆ ଟ୍ରମ୍ପ ସୋମବାର 'ଆମେରିକାର ୪୫ ତମ ରାଷ୍ଟ୍ରପତିଙ୍କ ଅଫିସିଆଲ୍ ୱେବସାଇଟ୍' ଉନ୍ମୋଚନ କରିବାକୁ ଘୋଷଣା କରିଛନ୍ତି। ଟୁଇଟର, ଫେସବୁକ ନିଷେଧ ପରେ ଖୁବ୍‌ ଶୀଘ୍ର ଡୋନାଲ୍ଡ ଟ୍ରମ୍ପ ନିଜର…

କୃଷି କ୍ଷେତ୍ରରେ ଡିଜିଟାଲ ପରାମର୍ଶ ବୋରିଗୁମ୍ମାର ଚାଷୀ ଡମୁଙ୍କୁ ଦେଲା ନୂଆ ପରିଚୟ

ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଖଜୁରୀଗୁଡା ଗାଁର ଡ଼ମୁ ଭତରା । ପିଲା ଦିନରୁ ଚାଷ କାମ ପ୍ରତି ଆଗ୍ରହ ଥିବା ଡ଼ମୁ ବାପାଙ୍କ ଦେହାନ୍ତ ପରେ ଏହାକୁ ଜୀବିକା ଭାବେ ଗ୍ରହଣ କଲେ । କିନ୍ତୁ ସଠିକ ସମୟରେ ସଠିକ କୃଷି ସୂଚନାର ଅଭାବରୁ ଚାଷ କାର‌୍ୟ୍ୟରେ ତାଙ୍କର ଅନେକ କ୍ଷତି ହେଲା…

ଡରାଉଛି କରୋନା ସଂକ୍ରମଣ, ରାଜ୍ୟରୁ ଆଜି ନୂଆ ୨୧୮ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟବାସୀଙ୍କୁ ଟେନସନ୍ ଦେଉଛି କରୋନା ସଂକ୍ରମଣ । ପ୍ରତିଦିନ ନୂଆ ନୂଆ ଆକ୍ରାନ୍ତ ଚିହ୍ନଟ ଚିନ୍ତାରେ ପକାଇଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୨୧୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୪୦୬୨୦ରେ ପହଞ୍ଚିଛି ।…

ନୂଆ ରୂପରେ ପ୍ରଶଂସକଙ୍କ ମନ ମୋହିଲେ ଅକ୍ଷୟ କୁମାର

ମୁମ୍ବାଇ: ହୋଲିର ଗୋଟିଏ ପରେ ଅକ୍ଷୟ କୁମାରଙ୍କ 'ରାମ ସେତୁ' ସୁଟିଂ ଆରମ୍ଭ କରିଛନ୍ତି। ଏହି ସମୟରେ ଅକ୍ଷୟ କୁମାରଙ୍କ ଭିନ୍ନ ଅବତାର ସାମ୍‌ନାକୁ ଆସିଛି। ଅକ୍ଷୟ କୁମାର ନିଜେ ସୋସିଆଲ ମିଡିଆରେ ଫିଲ୍ମରେ ତାଙ୍କ ଚରିତ୍ରର ପ୍ରଥମ ଲୁକ୍ ପ୍ରକାଶ କରିଛନ୍ତି। ଅକ୍ଷୟ ଏହି ଚଳଚ୍ଚିତ୍ରରେ ଜଣେ…