Latest Odisha News

BREAKING NEWS

Yearly Archives

2021

ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଇରାକୀ ନାଗରିକଙ୍କ ସଫଳ ଅସ୍ତ୍ରୋପଚାର, ଚିକିତ୍ସା ପର୍ଯ୍ୟଟନକୁ ନେଇ ଓଡ଼ିଶାରେ ନୂଆ ଆଶାର…

ଭୁବନେଶ୍ବର : ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଏକ ବିରଳ ସ୍କଲବେସ୍ ବ୍ୟାଧିରେ ପୀଡ଼ିତ ଥିବା ଇରାକର ଜଣେ ନାଗରିକଙ୍କର ସଫଳତାର ସହ ଅସ୍ତ୍ରୋପଚାର କରାଯିବା ପରେ ସେ ସୁସ୍ଥତା ଲାଭ କରିଛନ୍ତି । ଉନ୍ନତମାନର ଚିକିତ୍ସା, ଅତ୍ୟାଧୁନିକ ମେଡିକାଲ୍ ଭିତ୍ତିଭୂମୀ, ସୁବିଧା ସୁଯୋଗ ଓ ପାରଦର୍ଶିତା ଯୋଗୁଁ…

ଜୁନିୟର ହକି ବିଶ୍ୱକପ : ଫାଇନାଲରେ ଆର୍ଜେଂଟିନା

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜୁନିୟର ହକି ବିଶ୍ୱକପ ଫାଇନାଲରେ ଆର୍ଜେଂଟିନା ପ୍ରବେଶ କରିଛି । ପ୍ରଥମ ସେମିଫାଇନାଲରେ ଆର୍ଜେଂଟିନା ୩-୧ (ଶୁଟଆଉଟ)ଗୋଲରେ ଫ୍ରାନ୍ସକୁ ପରାସ୍ତ କରିଛି । ଏଥିସହ ୧୬ ବର୍ଷ ପରେ ଆର୍ଜେଂଟିନା ଫାଇନାଲରେ ପ୍ରବେଶ କରିଛି । ୨୦୦୫ରେ ଚାମ୍ପିୟନ…

ବାତ୍ୟା ‘ଜୱାଦ’ ପାଇଁ ଶକ୍ତି ବିଭାଗର ପ୍ରସ୍ତୁତି, ସମୀକ୍ଷା କଲେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

ଭୁବନେଶ୍ବର : ବାତ୍ୟା ଜଓ୍ବାଦକୁ ନେଇ ଜୋରଦାର ପ୍ରସ୍ତୁତି । ମିଶନ ଜିରୋ କାଜୁଆଲିଟି ଲକ୍ଷ୍ୟରେ ପ୍ରଶାସନ । ସରକାରୀ ଅଧିକାରୀଙ୍କ ଛୁଟି ବାତିଲ ହୋଇଥିବା ବେଳେ, ବାତ୍ୟା ଆଶ୍ରୟସ୍ଥଳୀରେ ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଭଳି ସ୍ଥିତିରେ ବାତ୍ୟା 'ଜୱାଦ' ପାଇଁ…

ସମ୍ଭାବ୍ୟ ବାତ୍ୟା ପାଇଁ ପୁରୀ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି, ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ : ବଙ୍ଗୋପସାଗରରେ ମାଡି ଆସୁଛି ବାତ୍ୟା ଜଓ୍ବାଦ । ଏହା ପୂର୍ବରୁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି । ବାତ୍ୟା ଜଓ୍ବାଦ ପୁରୀରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ଥିବାରୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ କରାଯାଇଛି । ଜିଲ୍ଲାରେ ଥିବା ୧୭୦ଟି ବହୁମୁଖୀ…

ବାତ୍ୟା ପାଇଁ ଆସନ୍ତାକାଲି ଗଞ୍ଜାମ ଜିଲ୍ଲାରେ ସବୁ ସ୍କୁଲ୍ ଛୁଟି

ବ୍ରହ୍ମପୁର : ମାଡି ଆସୁଛି ବାତ୍ୟା ‘ଜୱାଦ’ । ରବିବାର ପୁରୀ ଜିଲ୍ଲା ଉପକୂଳ ଦେଇ ଅତିକ୍ରମ କରିବ ବାତ୍ୟା ଜଓ୍ବାଦ । ଏହାର ପ୍ରଭାବରେ ଆଜିଠାରୁ ଆରମ୍ଭ ହୋଇଛି ବର୍ଷା । ତେଣୁ ବାତ୍ୟାକୁ ନଜରରେ ରଖି ପ୍ରାଶାସନିକ ସ୍ଥରରେ ଆରମ୍ଭ ହୋଇଛି ପ୍ରସ୍ତୁତି । ସରକାର ସବୁ ପ୍ରକାର ସତର୍କତାମୂଳକ…

ସୋସିଆଲ ମିଡିଆ ଟ୍ବିଟରରେ ହ୍ରାସ ପାଇଲା ଫଲୋଅର୍ସଙ୍କ ସଂଖ୍ୟା

ନୂଆଦିଲ୍ଲୀ : ସୋସିଆଲ ମିଡିଆ ଟ୍ବିଟରରେ ହ୍ରାସ ପାଇଲା ଫଲୋଅର୍ସଙ୍କ ସଂଖ୍ୟା । କିଛି ୟୁଜରଙ୍କ ଫଲୋଅର୍ସଙ୍କ ସଂଖ୍ୟା ୫୦୦ରୁ ଅଧିକ ହ୍ରାସ ପାଇଛି । ସେହିପରି ଆଉ କିଛି ୟୁଜରଙ୍କ ଫଲୋଅର୍ସ ସଂଖ୍ୟା ୧ ଲକ୍ଷରୁ ଅଧିକ ହ୍ରାସ ପାଇଛି । ଟ୍ବିଟରର ନୂଆ ସିଇଓ ଭାବେ ପରାଗ ଅଗ୍ରଓ୍ବାଲ ଯୋଗଦେବା ପରେ…

ୟୁରୋପୀୟ ରାଷ୍ଟ୍ରସଂଘରେ ବିତ୍ପାତ ରଚିପାରେ ଓମିକ୍ରନ

ନୂଆଦିଲ୍ଲୀ : ଆସନ୍ତା କିଛି ମାସ ମଧ୍ୟରେ ୟୁରୋପୀୟ ରାଷ୍ଟ୍ରସଂଘରେ ବିତ୍ପାତ ରଚିପାରେ ଓମିକ୍ରନ । ଏପରିକି ୟୁରୋପରେ କୋଭିଡରେ ଯେତେ ସଂଖ୍ୟକ ଲୋକ ସଂକ୍ରମିତ ହୋଇଥିଲେ, ତାହାର ଅଧାରୁ ଅଧିକ ଲୋକ ଓମିକ୍ରନ ଜରିଆରେ ସଂକ୍ରମିତ ହୋଇପାରନ୍ତି । ଏହି ଚେତାବନୀ ଦେଇଛି ୟୁରୋପୀୟ ରାଷ୍ଟ୍ରସଂଘର…

୩ୟ ଦିନରେ ବି ବିରୋଧୀଙ୍କ ହଟ୍ଟଗୋଳ, ଆସନ୍ତାକାଲି ୧୦.୩୦ ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର: ବିରୋଧୀଙ୍କ ହୋହଲ୍ଲା ଓ ହଟ୍ଟଗୋଳ ଭିତରେ ବିଧାନସଭା ଆସନ୍ତାକାଲି ଯାଏଁ ମୁଲତବୀ ରଖାଯାଇଛି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଧାନସଭାକୁ ଆସନ୍ତାକାଲି ଦିନ୧୦ଟା ୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ତୃତୀୟ ଦିନରେ ବି ଠିକ୍ ଭାବେ ଚାଲି ପାରିନଥିଲା ଗୃହ । ଆରମ୍ଭରୁ…

[ଭିଡ଼ିଓ]କମ୍ପ୍ୟୁଟର ବିଜ୍ଞାନ ପ୍ରତିଯୋଗିତାରେ ଛାତ୍ରୀଙ୍କ କମାଲ, ସର୍ବଭାରତୀୟ ସ୍ତରରେ ସମ୍ମାନୀତ

ଯାଜପୁର:ସର୍ବଭାରତୀୟ କମ୍ପ୍ୟୁଟର ବିଜ୍ଞାନ ପ୍ରତିଯୋଗିତାରେ ଓଡ଼ିଆ ଛାତ୍ରୀଙ୍କ କମାଲ । ଯାଜପୁରର ସିଧେଶ୍ୱର ଗ୍ରାମର ସୁଚିସ୍ମିତା ଯଯାତି କେଶରୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ । ନୂଆଦିଲ୍ଲୀରେ ଆୟୋଜିତ ଏକ ପ୍ରତିଯୋଗିତାରେ ସୁଚିସ୍ମିତା ଶାରୀରିକ ବ୍ୟାୟାମ ପାଇଁ ଏକ ସଫ୍ଟୱେୟାର…

ମୟଙ୍କଙ୍କ ଚମତ୍କାର ଶତକ: ଭାରତ ୨୨୧/୪

ମୁମ୍ବାଇ: ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟର ପ୍ରଥମ ଦିବସରେ ଭାରତ ମୟଙ୍କ ଅଗ୍ରୱାଲଙ୍କ ଚମତ୍କାର ଶତକ ସହାୟତାରେ ୪ ଉଇକେଟ ବିନିମୟରେ ୨୨୧ ରନ ସଂଗ୍ରହ କରିଛି । ଷ୍ଟମ୍ପ୍ସ ଅପସାରଣ ବେଳକୁ ମୟଙ୍କ ୧୨୦ ଓ ରିଦ୍ଧିମାନ ଶାହ ୨୫ ରନ କରି ଅପରାଜିତ ରହିଥିଲେ । ଟସ୍ ଜିତି…