Latest Odisha News

BREAKING NEWS

Yearly Archives

2021

ପୁଣି ଶସ୍ତା ହେଲା ସୁନା

ନୂଆଦିଲ୍ଲୀ: ସୁନା ଦାମ କମି କମି ଚାଲିଛି । ସୁନା କିଣିବା ପାଇଁ ଗ୍ରାହକଙ୍କ ପାଖରେ ଭଲ ମଉକା । ସୁନା ଦାମ ହ୍ରାସ ପାଇ ୧୦ ଗ୍ରାମକୁ ପାଖାପାଖି ୪୪ ହଜାର ୪୦୦ ଟଙ୍କା ହୋଇଛି । ଭାରତୀୟ ବଜାରରେ ଲଗାତାର ୮ ଦିନ ହେଲା ସୁନା ଦାମ ହ୍ରାସ ପାଇଛି ।  ଶୁକ୍ରବାର ଏମସିଏକ୍ସରେ ସୁନା ଦାମ ୦.୩…

ନିଜ ମସ୍ତିଷ୍କ ଅସ୍ତ୍ରୋପଚାର ପାଇଁ ସର୍ବତ ବିକ୍ରି କରୁଛି ସାତ ବର୍ଷର ଟିକି ଝିଅ

ନୂଆଦିଲ୍ଲୀ: ଭାଗ୍ୟର କି ବିଡମ୍ବନା! ନିଜ ମସ୍ତିଷ୍କ ଅସ୍ତ୍ରୋପଚାର ପାଇଁ ସାତ ବର୍ଷର କୁନି ଝିଅଟି ଏଭଳି ଢଙ୍ଗରେ ନିଜ ପାଇଁ ସଞ୍ଚୟ କରୁଛି ଅର୍ଥ।। ସେଥିରୁ ଅର୍ଜିତ ଧନରେ ସେ ନିଜର ଅସ୍ତ୍ରୋପଚାର କରାଇବ ବୋଲି ଆଶା ଜୁଟେଇଛି ଏଇ ଟିକି ଝିଅଟି। ତେବେ ଗତ ବର୍ଷ ଗ୍ରୀଷ୍ମରେ ଆମେରିକାର ଏହି…

ଧୋନୀଙ୍କ ଅଲୋଡା ରେକର୍ଡ ସହ ସମକକ୍ଷ ହେଲେ କୋହଲି

ମୋଟେରା: ଚଳିତ ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ରିପୋର୍ଟ ହସ୍ତଗତ ହେଲା ବେଳକୁ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋର ୨୦୫ ରନ ଜବାବରେ ଭାରତ ୪ ଉଇକେଟ ବିନିମୟରେ ୮୪ ରନ ସଂଗ୍ରହ କରିଛି । ଅଧିନାୟକ ବିରାଟ କୋହଲି ଶୂନରେ ଆଉଟ ହୋଇଛନ୍ତି । ଏଥିସହ ସେ ଏକ…

ବାହାଘର ପରେ ଶାଶୂଘରକୁ ବିଦା ବେଳେ କାନ୍ଦି କାନ୍ଦି ଝିଅର ମୃତ୍ୟୁ

ବିନିକା: ମଥାରେ ଝଟକୁ ଥିଲା ସଜ ସଜ ଲାଗିଥିବା ଲାଲ୍ ସିନ୍ଦୂର । ଝିଅ ବାହାଘର ପରେ ବିଦାକୀ ପାଇଁ ସମସ୍ତ ଥିଲେ ଆତ୍ମବିଭୋର । ମାଆବାପା, ପରିବାର ଆତ୍ମୀୟ ସ୍ୱଜନଙ୍କୁ ଛାଡ଼ି ଝିଅ ଶାଶୂଘର ଯାଇଥାନ୍ତା । ଏଥିପାଇଁ ବରଗାଡ଼ି ବି ପ୍ରସ୍ତୁତ ଥିଲା । ବାହୁନି ବାହୁନି କାନ୍ଦୁଥିଲେ କନ୍ୟା । କାନ୍ଦୁ…

ଚାଳକବିହୀନ ସୁପରସୋନିକ କମ୍ବାକ୍ଟ ବିକ୍ରି ହେବ, ଦାମ୍ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ: ସିଙ୍ଗାପୁର କମ୍ପାନୀ କାଲେ ଏରୋସ୍ପେଶ୍ ଲଂଚ କରିଛି ବିଶ୍ୱର ପ୍ରଥମ ଚାଳକବିହୀନ ସୁପରସୋନିକ କମ୍ବାକ୍ଟ ବା ଯୁଦ୍ଧ ଏରିୟଲ ଭେଇକେଲ । କମ୍ପାନୀ ଏହର ମୂଲ୍ୟ ୧୬ ମିଲିୟନ ଡଲାର ରଖାଯାଇଛି । ଶବ୍ଦଠାରୁ ଏହା ଅଧିକ ବେଗରେ ଗତି କରିଥାଏ । ଏହି ୟୁସିଏଭିରେ ରାଡାର ଲାଗିଛି । ଆବଶ୍ୟକ…

ବାଇଡେନ୍‌ ପ୍ରଶାସନରେ ୫୫ ଜଣ ଭାରତୀୟ ବଂଶୋଦ୍ଭବଙ୍କୁ ମିଳିଛି ପ୍ରମୁଖ ଦାୟିତ୍ୱ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ତାଙ୍କ ପ୍ରଶାସନରେ ଭାରତୀୟ ସମ୍ପ୍ରଦାୟର ବହୁ ସଂଖ୍ୟକ ଲୋକ ସ୍ଥାନ ପାଇଛନ୍ତି। ରାଷ୍ଟ୍ରପତି କାର୍ଯ୍ୟକାଳର‌ ଅତି କମ ଦିନ ମଧ୍ୟରେ ୫୫ ଜଣ ଭାରତୀୟ-ଆମେରିକୀୟଙ୍କୁ ତାଙ୍କ ପ୍ରଶାସନର ପ୍ରମୁଖ ପଦବୀରେ ନିଯୁକ୍ତ କରିଛନ୍ତି।…

ବାଲେଶ୍ବରରୁ ବିରଳ ଧଳା ପେଚା ଉଦ୍ଧାର

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ନୀଳଗିରି ଠାରେ ଗୁରୁବାର ଦିନ ଏକ ବିରଳ ଧଳା ପେଚା ଉଦ୍ଧାର କରାଯାଇଛି। ସୂଚନାନୁସାରେ, ନୀଳଗିରି ବାଇପାସ୍ ରାସ୍ତା ନିକଟ ପଞ୍ଚମୁଖୀ ହନୁମାନ ମନ୍ଦିରରେ ସ୍ଥାନୀୟ ଲୋକ ଏକ ଆହତ ପେଚାକୁ ପାଇଥିଲେ। ପରେ ସେମାନେ ଏହି ପେଚାକୁ ବନ ବିଭାଗକୁ ହସ୍ତାନ୍ତର କରିଥିଲେ।…

ବିଜୁବାବୁଙ୍କ ଜୟନ୍ତୀରେ କଳିଙ୍ଗ ଷ୍ଟାଡିୟମରେ ମିନି ମାରାଥନ୍ ଅନୁଷ୍ଠିତ

ଭୁବନେଶ୍ୱର: ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତୀ ଅବସରରେ କଳିଙ୍ଗ ଷ୍ଟାଡିୟମରେ ମିନି ମାରାଥନ ଆୟୋଜନ ହୋଇଛି । ଖେଳ ଓ ଯୁବ ସେବା ବିଭାଗ ପକ୍ଷରୁ ଆୟୋଜିତ ବାର୍ଷିକ ମିନି ମାରାଥନରେ ପ୍ରାୟ ୪୦୦ ଦୌଡ଼ାଳି ଭାଗ ନେଇଥିଲେ । ମହାନ ଜନନାୟକ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ…

ସୁଶାନ୍ତ ସିଂ ରାଜପୁତ ଡ୍ରଗ୍ସ ମାମଲା: ଆଜି ୩୦,୦୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିବ ଏନସିବି

ନୂଆଦିଲ୍ଲୀ: ଏନସିବି ଶୁକ୍ରବାର ଦିନ ସୁଶାନ୍ତ ସିଂ ରାଜପୁତ ଡ୍ରଗ୍ସ ମାମଲାରେ ଏହାର ଚାର୍ଜସିଟ ଦାଖଲ କରିବ। ଏନସିବି ମୁଖ୍ୟ ସମୀର ୱାନକେଡେ ନିଜେ ଚାର୍ଜସିଟ୍ ଦାଖଲ କରିବେ ଯାହା ୩୦,୦୦୦ ପୃଷ୍ଠାର ଲମ୍ବା ବୋଲି କୁହାଯାଉଛି। ଡ୍ରଗ୍ସ ମାମଲାରେ ଏକ ମାସ ଧରି ଜେଲରେ ଥିବା ଅଭିନେତା ସୁଶାନ୍ତ…

ଦେଶରେ କରୋନା ଭୂତାଣୁର ୧୬,୮୩୮ଟି ତାଜା ମାମଲା ରେକର୍ଡ; ମୃତ୍ୟୁ ସଂଖ୍ୟା ୧୧୩

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, ଦେଶରେ ଶୁକ୍ରବାର ଦିନ କରୋନାଭାଇରସ୍ର ୧୬,୮୩୮ଟି ତାଜା ମାମଲା ରେକର୍ଡ କରିଛି। ଏଥିସହିତ ଦେଶରେ କରୋନା ଜନିତ ମୋଟ ସଂକ୍ରମଣ ୧୧,୧୭,୩୭୬୧ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁ ୧୧୩ ଜଣଙ୍କର ମୃତ୍ୟୁ ହୋଇଛି।…