Latest Odisha News

BREAKING NEWS

Yearly Archives

2021

ଦେଶରେ ଦିନକରେ ୧୫ ହଜାର କରୋନା ପଜିଟିଭ୍, ସୁସ୍ଥ ହେଲେ ୧୧ ହଜାର ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କାୟା ବିସ୍ତାର କରିବା ଆରମ୍ଭ କରିଛି କରୋନା । ଦୈନିକ ସଂକ୍ରମିତ ଓ କୋଭିଡ୍ ଆକ୍ଟିଭ୍ କେସ୍ ବଢୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୫ହଜାର ୫୧୦ ନୂଆ ଆକ୍ରାନ୍ତ । ଏହି ସମୟରେ ସୁସ୍ଥ ହୋଇଛନ୍ତି ୧୧ହଜାର ୨୮୮ ସଂକ୍ରମିତ । ଦେଶରେ କରୋନା…

ଆଜି ସବ୍ୟସାଚୀ-ଅର୍ଚ୍ଚିତାଙ୍କ ବାହାଘର; ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ଭୁବନେଶ୍ୱର: ଓଲିଉଡ୍‌ର ଚୁଲ୍‌ବୁଲି ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ସହ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ବାହାଘର ହେବାକୁ ଯାଉଛି। ଓଡ଼ିଆ ସିନେମା ଜଗତର ଦୁଇ ସୁପରହିଟ ଯୋଡ଼ି ସୋମବାର ଦିନ ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ସ୍ଥାନରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। …

‘ଆଣ୍ଟିଲିଆ’ ସମ୍ମୁଖରେ ବି‌ସ୍ଫୋରକ ଜବତ ଘଟଣାରେ ‘ଜୈଶ ଉଲ ହିନ୍ଦ’ର କୌଣସି ହାତ ନାହିଁ

ନୂଆଦିଲ୍ଲୀ: 'ଜୈଶ ଉଲ ହିନ୍ଦ' ଦ୍ୱାରା ପ୍ରକାଶିତ ଏକ ବାର୍ତ୍ତା ସେୟାର କରି କହିଛି ଯେ ମୁକେଶ ଅମ୍ବାନୀଙ୍କ ଘର ସମ୍ମୁଖରେ ରଖାଯାଇଥିବା ବିସ୍ଫୋରକ ସାମଗ୍ରୀ ରଖିବାରେ ଏହି ସଂସ୍ଥାର କୌଣସି ହାତ ନାହିଁ। ଏହାଛଡ଼ା ଅମ୍ବାନିଙ୍କୁ ମଧ୍ୟ କୌଣସି ଧମକପୂର୍ଣ୍ଣ ଚିଠି ମଧ୍ୟ ଦିଆଯାଇନାହିଁ।…

ଆଜିଠୁ କୋଭିଡ୍ ଟିକା ନେଉଛନ୍ତି ବରିଷ୍ଠ ନାଗରିକ

ଭୁବନେଶ୍ୱର: ଆଜିଠୁ ଦେଶବ୍ୟାପୀ ଆରମ୍ଭ ହୋଇଛି କୋଭିଡ୍ ଟିକାକରଣ ।  ପ୍ରଥମ ଥର ସାଧାରଣ ଲୋକଙ୍କୁ ଦିଆଯାଉଛି କରୋନା ଟିକା । ୬୦ବର୍ଷରୁ ଅଧିକ ଓ ବହୁବିଧ ରୋଗରେ ପୀଡ଼ିତ ୪୫ ବର୍ଷରୁ ଅଧିକ ଆକ୍ରାନ୍ତଙ୍କୁ ଟିକା ଦିଆଯାଉଛି । ସରକାରୀ ସେଣ୍ଟରରେ ଟିକା ମାଗଣା । ତେବେ ଘରୋଇ ହସ୍ପିଟାଲରେ ଟିକା…

ଆଜି ଏସିଡ୍ ପୀଡିତା ପ୍ରମୋଦିନୀ ଓ ପ୍ରେମିକ ସରୋଜଙ୍କ ବିବାହ

ଭୁବନେଶ୍ବର: କଥାରେ ଅଛି ପ୍ରେମ ସୁନ୍ଦର ଦୁଇ ମନର ମିଳନ । ପ୍ରେମ ଦେଖେନି ଜାତି, ଧର୍ମ, ବର୍ଣ୍ଣ କି ସୌନ୍ଦର୍ଯ । ଏମିତି ଦୁଇ ସୁନ୍ଦର ମନ ଆଜି ବିବାହ ବନ୍ଧନରେ ବାନ୍ଧି ହେବାକୁ  ାଉଛନ୍ତି । ଏମାନେ ହେଲେ ଏସିଡ୍ ଏସିଡ୍ ଆକ୍ରମଣ ପୀଡିତା ପ୍ରମୋଦିନୀ ରାଉଳ ଓ ସରୋଜ ସାହୁ । ଆଜି ଜଗତସିଂହପୁର…

ଆଜି ଏମ୍‌ସରେ କରୋନା ଟିକା ନେଲେ ପ୍ରଧାନମନ୍ତ୍ରୀ ମୋଦୀ; ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଟିକା ନେବାକୁ କଲେ ଅନୁରୋଧ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଆଜି ଯେ ଦିଲ୍ଲୀ ଏମ୍‌ସରେ କୋଭିଡ-୧୯ ଟିକା ଗ୍ରହଣ କରିଛନ୍ତି। ଏ ସଂପର୍କରେ ସେ ନିଜେ ଟ୍ୱିଟ୍ କରି ଜଣାଇଛନ୍ତି। ଟିକା ନେବା ପରେ ସେ ସମସ୍ତ ଡାକ୍ତର ଏବଂ ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ବୈଜ୍ଞାନିକ ଏବଂ ଡାକ୍ତରଙ୍କ ଉଦ୍ୟମ…

ଆଜିଠୁ ସକାଳୁଆ ସ୍କୁଲ, ଦିନ ୧ଟା ଯାଏ କ୍ଲାସ୍

ଭୁବନେଶ୍ୱର: ଆଜିଠାରୁ ରାଜ୍ୟର ସମସ୍ତ ବିଦ୍ୟାଳୟରେ ସକାଳୁଆ ପାଠପଢା । ରାଜ୍ୟକେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଏହାସହ ସ୍କୁଲରେ ପାଠପଢା ସମୟକୁ ପରିବର୍ତ୍ତନ କରାଯାଇଛି । ସକାଳ ୭ଟାରୁ ଆରମ୍ଭ ହୋଇ ୧ଟା ଯାଏ ଚାଲିବ ପାଠପଢ଼ା ।…

ଜାଣନ୍ତୁ, କେମିତି କଟିବ ଆଜିର ଦିନ…

ଆଜିର ରାଶିଫଳ ତା ୧-୩-୨୦୨୧ ସୋମବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ମସିହା ମାର୍ଚ୍ଚ ମାସ ୧ତାରିଖ ସୋମବାର କୁମ୍ଭ ୧୮ ଦିନ ଫାଲଗୁନ ମାସ କୃଷ୍ଣପକ୍ଷ ଦ୍ଵିତୀୟା ଭୁକ୍ତ ତୃତୀୟା ତିଥି ହସ୍ତା ନକ୍ଷତ୍ର କନ୍ୟା ଚନ୍ଦ୍ର ଆଜିର ଘାତ ବାର- ମିଥୁନ ରାଶିର ଆଜିର ଘାତ ଚନ୍ଦ୍ର- ବୃଷ ରାଶି…

ଗ୍ରାହକଙ୍କ ପାଇଁ ନୂଆ ସେବା ଶୁଭାରମ୍ଭ କଲା ଟାଟା ପାୱାର ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ସ୍ଥାପିତ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ ଆଜି ଓଡ଼ିଶାର ଗ୍ରାହକମାନଙ୍କ ପାଇଁ ଡିମାଣ୍ଡ୍ ସାଇଡ୍ ମ୍ୟାନେଜମେଂଟ୍ (ଚାହିଦା ପାଶ୍ୱର୍ ପରିଚାଳନା) (ଡିଏସ୍‌ଏମ୍‌) ଅଭିଯାନର ଅଂଶ ସ୍ୱରୂପ ମୂଲ୍ୟ ଯୁକ୍ତ…

ଶ୍ରୀକ୍ଷେତ୍ର ଓ ଏକାମ୍ର ବିକାଶ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା

ଭୁବନେଶ୍ବର : ଶ୍ରୀକ୍ଷେତ୍ର ପୁରୀ ଓ ଏକାମ୍ର କ୍ଷେତ୍ରର ବିକାଶ ପ୍ରକଳ୍ପକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଅପରାଜିତା । ଚିଠିରେ ଅପରାଜିତା ଦର୍ଶାଇଛନ୍ତି ଯେ, ପୁରୀରେ ଐତିହ୍ୟର ବିକାଶ ନାଁରେ…