କୃଷି ଆଇନ୍ ପ୍ରତ୍ୟାହାର ଓ ତା’ପରେ
ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…
ଶେଷରେ ତିନି ବିବାଦୀୟ କୃଷି ଆଇନ୍କୁ ପ୍ରତ୍ୟାହାର କରିବା ପାଇଁ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଘୋଷଣା କରିଛନ୍ତି । ଆସନ୍ତା ଲୋକସଭା ଅଧିବେଶନରେ ନୀତିଗତ ଭାବେ ଆଇନ୍ ତିନୋଟିକୁ ପ୍ରତ୍ୟାହାର କରାଯିବ ବୋଲି ପ୍ରତିଶ୍ରୁତି…