Latest Odisha News

BREAKING NEWS

Yearly Archives

2021

ମହାମାରୀ ସତ୍ତ୍ୱେ ଚଳିତ ବର୍ଷ କିଟ୍‌ରେ ରେକର୍ଡ ପ୍ଲେସମେଣ୍ଟ

ଭୁବନେଶ୍ୱର: ଚଳିତ ବର୍ଷ କିଟ୍ ବିଶ୍ୱବିଦ୍ୟାଳୟ ୨୦୨୦-୨୧ ବ୍ୟାଚ୍ର ଉତ୍ତୀର୍ଣ୍ଣ ହେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ରେକର୍ଡ଼ ସଂଖ୍ୟକ କ୍ୟାମ୍ପସ୍ ପ୍ଲେସ୍ମେଣ୍ଟ ମିଳିଛି । ଜୁଲାଇ ୧ରୁ ଅନ୍-ଲାଇନ୍ ମାଧ୍ୟମରେ କିଟ୍ରେ କ୍ୟାମ୍ପସ୍ ପ୍ଲେସ୍ମେଣ୍ଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏବେ ସୁଦ୍ଧା କିଟ୍…

ଫିଲ୍ମ ସେଟରେ ସୁଟିଂ ବେଳେ ଆହତ ହେଲେ ଜେନିଫର୍ ଲରେନ୍ସ

ଲସ୍ ଆଞ୍ଜେଲସ୍ : ଓସ୍କାର ବିଜେତା ଜେନିଫର୍ ଲରେନ୍ସ ଆହତ । ବୋଷ୍ଟନରେ ନିଜ ଫିଲ୍ମର ସୁଟିଂ ସମୟରେ କାଚ ଯୋଗୁଁ ତାଙ୍କ ଆଖି ନିକଟରେ ଆଘାତ ଲାଗିଛି । “ଡୋନ୍ ଲୁକ୍ ଅପ୍” ସେଟରେ ଏକ ନିୟନ୍ତ୍ରିତ ବିସ୍ଫୋରଣରୁ କାଚ ବାହାରି ଲରେନ୍ସଙ୍କ ଆଖି ପାଖରେ ଆହତ ହୋଇଥିଲା । ଫଳରେ ରକ୍ତସ୍ରାବ ହୋଇଥିଲା…

ପୁଣି ଖସିଲା ସୁନା ଦର 

ନୂଆଦିଲ୍ଲୀ: ଷ୍ଟକ ବଜାର ଯେଉଁ ହାରରେ ଆଗକୁ ବଢ଼ିଛି ସୁନା ସେହି ଅନୁସାରେ ଶସ୍ତା ହେବାରେ ଲାଗିଛି । ସୁନାର ୧୦ ଗ୍ରାମ ପିଛା ଦାମ ୪୭ ହଜାର ଟଙ୍କାରୁ କମ ହୋଇଛି । ମୂଲ୍ୟବାନ ଧାତୁ କାରବାର ହେଉଥିବା ବଜାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ ସୁନା ଦାମ ୧୪୧ ଟଙ୍କା ହ୍ରାସ ପାଇ ୪୬,୮୫୬ ଟଙ୍କା ହୋଇଛି…

ଚୀନ୍‌ର ମଙ୍ଗଳ ଅଭିଯାନରେ ସଫଳତା, ଟିନ୍‌ୱେନ୍‌-୧ ପଠାଇଲା ପ୍ରଥମ ଫଟୋ

ବେଜିଂ: ମଙ୍ଗଳ ଗ୍ରହର ଅନୁସନ୍ଧାନକୁ ନେଇ ଚୀନ୍‌ ଆଉ ଗୋଟିଏ ପାଦ ଆଗକୁ ବଢ଼ିଛି । ଗ୍ରହ ବାହରକୁ ପ୍ରେରଣ କରାଯାଇଥିବା ଚୀନ୍‌ର ପ୍ରଥମ ମହାକାଶ ଯାନ ମଙ୍ଗଳର ପାଖାପାଖି ପହଞ୍ଚିଛି । ଏହାର କ୍ୟାମେରାରେ କଏଦ୍‌ ହୋଇଥିବା ଚିତ୍ର ପ୍ଲାନେଟ୍‌ର ସ୍ଥଳଭାଗ ଚାରିପଟେ ଏହି ଯାନର କ୍ରାଟର ବୁଲୁଥିବା…

ରୁଟ ତାଙ୍କ ଆକର୍ଷଣୀୟ ଇନିଂସରେ ଆସନ୍ତୁ ଜାଣିବା କେଉଁ ରେକର୍ଡ ଭାଙ୍ଗିଲେ

ଚେନ୍ନାଇ: ଇଂଲଣ୍ଡ କ୍ରିକେଟ ଦଳର ଅଧିନାୟକ ଜୋ ରୁଟ ଭାରତ ଗସ୍ତର ପ୍ରଥମ ଟେଷ୍ଟରେ ଦ୍ୱିଶତକ ହାସଲ କରିଛନ୍ତି । ସେ ଏହି ଅବସରରେ ଅନେକଗୁଡିଏ କୀର୍ତିମାନ ସ୍ଥାପନ କରିଛନ୍ତି, ଆସନ୍ତୁ ଜାଣିବା ସେ ସମ୍ପର୍କରେ ୧. ଜୋ ରୁଟ ଟେଷ୍ଟ କ୍ରିକେଟରେ ୧୦୦ତମ ମ୍ୟାଚରେ ଦ୍ୱିଶତକ ହାସଲ କରିବାରେ ପ୍ରଥମ…

ଟିକା ନେଇଥିବା ୭ ମହିଳା କନଷ୍ଟେବଳ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଅଯୋଧ୍ୟା: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମ ଜନ୍ମଭୂମି ସ୍ଥଳ ଚେକିଂ ପଏଣ୍ଟରେ ମୁତୟନ ୭ ମହିଳା କନଷ୍ଟେବଳ ଶନିବାର ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ । ଏମାନେ ସମସ୍ତେ ଗତକାଲି କରୋନା ଟିକା ନେଇଥିଲେ । ଡ୍ୟୁଟିରେ ଥିବା ସମୟରେ ଏହି ମହିଳା କନଷ୍ଟେବଳଙ୍କର ମୁଣ୍ଡ ବୁଲାଇବା ସହିତ ଅସୁସ୍ଥ ଅନୁଭବ…

ଯାଜପୁରରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ୩ ଘଣ୍ଟିଆ ଚକା ଜାମ୍

ଯାଜପୁର: କୃଷକ ସଂଗଠନ ପକ୍ଷରୁ ଚକା ଜାମ୍ ଡାକରାକୁ ସମର୍ଥନ କରି ଜିଲ୍ଲା ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ୩ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି  l ଚଣ୍ଡିଖୋଲ ଛକଠାରେ ଦିନ ୧୨ଟାରୁ ଦିନ ୩ଟା ପର୍ଯ୍ୟନ୍ତ ଚକା ଜାମ୍ କରାଯାଇଥିଲା l  କେନ୍ଦ୍ର ସରକାରଙ୍କ ଚାଷ ନୀତି ବିରୋଧରେ ଆନ୍ଦୋଳନକାରୀ…

କଟାମୁଣ୍ଡ ମିଳିବା ଘଟଣା, ମୃତଦେହର ରି-ପୋଷ୍ଟମର୍ଟମ କଲା ଚନ୍ଦକା ପୋଲିସ

ଭୁବନେଶ୍ବର : ଚନ୍ଦକା ଦାସପୁର ରାସ୍ତା କଡ଼ରୁ କଟାମୁଣ୍ଡ ମିଳିବା ଘଟଣାରେ ଆଉ ଥରେ ହେଲା ମହିଳାଙ୍କ ପୋଷ୍ଟ ମର୍ଟମ । ଅଧିକ ତଦନ୍ତ ଓ ସୁରାକ୍ ପାଇଁ ମହିଳାଙ୍କ ମୃତଦେହକୁ ଆଉ ଥରେ ବ୍ୟବଛେଦ କରିଛି ଚନ୍ଦକା ପୋଲିସ । ରି -ପୋଷ୍ଟମର୍ଟମ ପାଇଁ ଏମସକୁ ପଠାଯାଇଥିଲା ମୃତଦେହ । ପ୍ରଥମେ…

ୟଶରାଜ ଫିଲ୍ମର ୫୦ ବର୍ଷ ପୂର୍ତି ଅବସରରେ ଆଦିତ୍ୟ ଘୋଷଣା କରିବେ ୫ ବଡ ଫିଲ୍ମ

ମୁମ୍ବାଇ: ୟଶରାଜ ଫିଲ୍ମର ୫୦ ବର୍ଷ ପୂର୍ତି ଅବସରରେ ଆଦିତ୍ୟ ଚୋପ୍ରା ୫ଟି ବଡ ବଜେଟର ଫିଲ୍ମ ଘୋଷଣା କରିବେ । ଏହି ଫିଲ୍ମ ନେଇ ଦର୍ଶକଙ୍କ ଉତ୍କଣ୍ଠା ବଢ଼ିବା ସ୍ୱାଭାବିକ । ଆଦିତ୍ୟ ଫେବୃୟାରୀ ଶେଷ ଭାଗରେ କିମ୍ବା ମାର୍ଚ୍ଚରେ ଏଥିନେଇ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ସମସ୍ତ ଯୋଜନା…

ବ୍ରେକ୍‌ ଟାଇମ୍‌ରେ ବ୍ୟାଡ୍‌ମିଣ୍ଟନ ଖେଳରେ ମଜିଯାଇଛନ୍ତି କ୍ୟାଟ୍ରିନା

ନୂଆଦିଲ୍ଲୀ: କ୍ୟାଟ୍ରିନା କୈଫ୍‌ ତାଙ୍କ ଫୋନ୍ ଭୁତ୍‌ର ସହ-ତାରକା ସିଦ୍ଧାନ୍ତ ଚର୍ତୁବେଦୀଙ୍କ ସହ ବ୍ୟାଡମିଣ୍ଟନ୍ ଖେଳୁଥିବାର ଏକ ଭିଡିଓ ସେୟାର କରିଛନ୍ତି। ଫ୍ରେମରେ ଇଶାନ ଖଟ୍ଟରଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରି କ୍ୟାଟ୍ରିନା ଲେଖିଛନ୍ତି,…