Latest Odisha News

BREAKING NEWS

Yearly Archives

2021

ସମ୍ବଲପୁର ବୁର୍ଲା ଭିସୁଟ୍ କୁଳପତିଙ୍କ ଉପରେ ଲାଗିଲା ଅଙ୍କୁଶ

ଭୁବନେଶ୍ବର: ସମ୍ବଲପୁର ବୁର୍ଲା ଭିସୁଟ୍ କୁଳପତିଙ୍କ ଉପରେ ଲାଗିଲା ଅଙ୍କୁଶ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବୁର୍ଲା ଭିସୁଟ୍ କୁଳପତିଙ୍କ କ୍ଷମତାକୁ ସଙ୍କୁଚିତ କରିଛନ୍ତି । ବିଶ୍ବବିଦ୍ୟାଳୟର କୌଣସି ଆର୍ଥିକ କାରବାର ନିଷ୍ପତ୍ତି ନେଇପାରିବେନି କୁଳପତି । କୁଳାଧିପତିଙ୍କ ଅନୁମୋଦନ ବିନା…

ରୁଟଙ୍କ ଦ୍ୱିଶତକ: ଇଂଲଣ୍ଡ ୫୫୫/୮

ଚେନ୍ନାଇ: ପ୍ରଥମ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ବିପକ୍ଷରେ ଇଂଲଣ୍ଡ ସୁବିଧାଜନକ ସ୍ଥିତିରେ ପଂହଚିଯାଇଛି । ଜୋ ରୁଟଙ୍କ ଦ୍ୱିଶତକ ବଳରେ ଷ୍ଟମ୍ପ୍ସ ଅପସାରଣ ବେଳକୁ ଭ୍ରମଣକାରୀ ଦଳ ୮ ଉଇକେଟ ହରାଇ ୫୫୫ ରନ ସଂଗ୍ରହ କରି ନେଇଛି । ପ୍ରଥମ ଦିବସର ଅସମାପ୍ତ ଇନିଂସ…

ଜାତିସଂଘର ରିପୋର୍ଟରୁ ଖୁଲାସା: ଆତଙ୍କବାଦୀ ସଂଗଠନ ଟିଟିପି୧୦୦ ଆତଙ୍କବାଦୀ ଆକ୍ରମଣ ଘଟଣା ପାଇଁ ଦାୟୀ

ନୂଆଦିଲ୍ଲୀ: ଆତଙ୍କବାଦୀ ଆକ୍ରମଣକୁ ନେଇ ଜାତିସଂଘର ରିପୋର୍ଟରେ ବଡ ଖୁଲାସା । ଏହି ରିପୋର୍ଟରେ କୁହାଯାଇଛି ଗତ ତିନି ମାସ ପୂର୍ବେ ହୋଇଥିବାରୁ ୧୦୦ ରୁ ଅଧିକ ଆତଙ୍କବାଦୀ ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ  ତେହରିକ୍-ଇ-ତାଲିବାନ୍ ପାକିସ୍ତାନ(ଟିଟିପି) ଦାୟୀ ।  ଏହା ବହୁ ଛୋଟ ଆତଙ୍କବାଦୀ…

ଅକ୍ଟୋବର ୨ ପର୍ଯ୍ୟନ୍ତ କୃଷି ଆଇନ ବିରୋଧରେ ଜାରି ରହିବ କୃଷକ ଆନ୍ଦୋଳନ ; ରାକେଶ ଟିକାଇତ୍‌‌‌

ନୂଆଦିଲ୍ଳୀ: ଭାରତୀୟ କୃଷକ ସଂଘ ନେତା ରାକେଶ ଟିକାଇତ୍‌‌‌ ଶନିବାର କହିଛନ୍ତି ଯେ ଗାଜିପୁର ସୀମା (ଦିଲ୍ଲୀ-ଉତ୍ତରପ୍ରଦେଶ) ରେ କୃଷକମାନେ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନ କରିବେ। ଗୋଟିଏ ଦିନରେ କେନ୍ଦ୍ରର ତିନୋଟି ବିବାଦୀୟ କୃଷି ଆଇନକୁ ବିରୋଧ କରୁଥିବା କୃଷକମାନେ ଏହି…

ଢେଙ୍କାନାଳରେ କୃଷି ବିଲ୍ ତାତି : ଏନଏଚ-୫୫ ଅବରୋଧ କଲା ନବ ନିର୍ମାଣ କୃଷକ ସଙ୍ଗଠନ

ଢେଙ୍କାନାଳ: ନୂତନ କୃଷି ବିଲ୍ ପ୍ରତ୍ୟାହାର ଦାବିରେ ରାଜପଥକୁ ଓହ୍ଲାଇଥିଲେ ଚାଷୀ । ଢେଙ୍କାନାଳ କାଉଁରିଆପାଳଠାରେ ଏନଏଚ-୫୫କୁ ଅବରୋଧ କରିଥିଲେ ନବ ନିର୍ମାଣ କୃଷକ ସଙ୍ଗଠନ । କଟକ ଓ ସମ୍ବଲପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ଯାତାୟାତ ଠପ୍ ହୋଇଥିଲା । ନୂତନ କୃଷି ବିଲ୍…

ପ୍ରଥମଥର ସିଆରପିଏଫ୍ କୋବ୍ରା ୟୁନିଟରେ ସାମିଲ ହେଲେ ମହିଳା କମାଣ୍ଡୋ

ନୂଆଦିଲ୍ଲୀ: ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ସିଆରପିଏଫର ନକ୍ସଲ ବିରୋଧୀ ଜଙ୍ଗଲ ୱାରଫେୟରରେ ନିପୁଣ ସ୍ପେଶାଲ କୋବ୍ରା କମାଣ୍ଡୋ ୟୁନିଟରେ ପ୍ରଥମଥର ପାଇଁ ମହିଳା କମାଣ୍ଡୋ ସାମିଲ ହୋଇଛନ୍ତି । ଏମାନଙ୍କୁ ପ୍ରଶିକ୍ଷଣ ଦେଇ ନକ୍ସଲ ଦ୍ୱାରା ପ୍ରଭାବିତ ଅଞ୍ଚଳକୁ ପଠାଯିବ । ଆଜି ସିଆରପିଏଫ୍…

ଟ୍ୱିଟରରେ ‘ଭାରତ ରତ୍ନ’ରେ ସମ୍ମାନିତ କରିବା ଅଭିଯାନକୁ ନେଇ ଏମିତି କହିଲେ ରତନ ଟାଟା

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଦେଶର ଜଣାଶୁଣା ଶିଳ୍ପପତି ରତନ ଟାଟାଙ୍କ ବିଷୟରେ ଟ୍ୱିଟରରେ ଏକ ଅଭିଯାନ ଚାଲିଛି। ରତନ ଟାଟାଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବାର ଦାବି ଉଠିଛି। ବହୁ ସଂଖ୍ୟକ ଲୋକ ଟ୍ୱିଟରରେ ଏଭଳି ଟ୍ୱିଟ୍ କରୁଛନ୍ତି। ଏ ନେଇ ରତନ ଟାଟାଙ୍କ ପ୍ରତିକ୍ରିୟା ସାମ୍‌ନାକୁ ଆସିଛି।…

ଜିଲ୍ଲାପାଳଙ୍କ ୟୁଟର୍ଣ୍ଣ, କହିଲେ, କୋଭିଡ୍‌ ଟୀକା ନ ନେଲେ କଟିବନି ଦରମା

କଟକ: ବଦଳିଲା କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । କୋଭିଡ୍‌ ଟୀକା ନ ନେଲେ ଦରମା କଟିବ ବୋଲି ଜାରି ହୋଇଥିବା ନିର୍ଦ୍ଦେଶ ୨୪ ଘଣ୍ଟା ମଧ୍ୟରେ ବଦଳିଯାଇଛି । ବିଭିନ୍ନ ମହଲରୁ ସମାଲୋଚନା ପରେ ସ୍ପଷ୍ଟୀକରଣ ଦେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଟୀକା ନ ନେଲେ ଦରମା କଟାଯିବ ନାହିଁ ବୋଲି ସୂଚନା…

ଫିଲ୍ମ ‘ରାଧେ ଶ୍ୟାମ’ର ପ୍ରି-ଟିଜର ରିଲିଜ୍; ଲଭର୍‌ ବଏ୍‌ ଲୁକ୍‌ରେ ନଜର ଆସିଲେ ପ୍ରଭାସ

ନୂଆଦିଲ୍ଲୀ: 'ବାହୁବଲୀ' ମେଗା ଷ୍ଟାର ପ୍ରଭାସ ବର୍ତ୍ତମାନ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ରାଧେ ଶ୍ୟାମ୍‌' ପାଇଁ ଚର୍ଚ୍ଚାରେ ଅଛନ୍ତି। ପ୍ରଭାସଙ୍କ ପ୍ରଶଂସକମାନେ ଦୀର୍ଘ ଦିନ ଧରି ଫିଲ୍ମ ରିଲିଜକୁ ଅପେକ୍ଷା କରି ରହିଥିଲେ। ଏଥି ସହିତ 'ରାଧେ ଶ୍ୟାମ'ର ନିର୍ମାତାମାନେ ଫିଲ୍ମର ଏକ ଛୋଟ…

ଗୁଜୁରାଟରେ ବିଜେପିକୁ ପରାସ୍ତ କରିବାକୁ ସାମର୍ଥ୍ୟ କେବଳ ଆପ୍‌ ପାଖରେ ରହିଛି; ମନୀଷ ସିସୋଦିଆ

ନୂଆଦିଳ୍ଲୀ: ସ୍ଥାନୀୟ ନିର୍ବାଚନ ପୂର୍ବରୁ ଅହମ୍ମଦାବାଦରେ ଏକ ରୋଡ୍ ସୋ ଆରମ୍ଭ କରି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଶନିବାର ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଗୁଜୁରାଟରେ ଶାସକ ଭାରତୀୟ ଜନତା ପାର୍ଟିକୁ ପରାସ୍ତ କରିବାର ସାମର୍ଥ୍ୟ କେବଳ ଆମ୍ ଆଦମୀ ପାର୍ଟି ନିକଟରେ ରହିଛି।…